Browsing Category

ରାଜନୀତି

କେନ୍ଦ୍ରାପଡାର ୭ ବିଧାନସଭାରୁ ୫ ଆସନରେ ବିଜେଡି ବିଜୟୀ । ହେଲେ ବାଜି ମାରିନେଲେ ବୈଜୟନ୍ତ ।

କନକ ବ୍ୟୁରୋ: କେନ୍ଦ୍ରାପଡାର ୭ ବିଧାନସଭା ଆସନରୁ ୫ଟିରେ ବିଜେଡି ବିଜୟୀ ହୋଇଛି । କିନ୍ତୁ ଲୋକସଭାରେ ବାଜି ମାରିନେଇଗଲେ ବିଜେପିର ବୈଜୟନ୍ତ ପଣ୍ଡା । ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିଲେ ଅଂଶୁମାନ ମହାନ୍ତି । ପୂର୍ବରୁ ସେ କଂଗ୍ରେସରୁ ବିଧାୟକ ହୋଇଥିଲେ । କିନ୍ତୁ ଏଥିର ବିଜେଡିରେ ସାମିଲ…
Read More...

ଚିକିଟିରେ ପ୍ରଭାବ ପକାଇପାରିଲା ନାହିଁ ରାଜପରିବାରର ରାଜନୀତି । ବାଜି ମାରିନେଲେ ବିଜେପି ପ୍ରାର୍ଥୀ ।

କନକ ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେଡି ପରାଜୟ ଓ ବିଜେପିର ବିଜୟକୁ ନେଇ କେହି ଏଭଳି କିଛି ଅନୁମାନ କରିନଥିଲେ ଯେ, ବର୍ଷ ବର୍ଷ ଧରି ବିଜେଡିର ଗଡ ଭାବେ ପରିଚିତ ଆସନରୁ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ପରାଜିତ ହେବାକୁ ପଡିବ । ରାଜପରିବାର ହାତରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳିର…
Read More...

ଅଧିକ ଆତ୍ମବିଶ୍ୱାସ ଏବଂ ଗୋଷ୍ଠୀ କନ୍ଦଳ ହେଲା କି କାଳ? ନବରଙ୍ଗପୁରରେ ୭ ବିଧାନସଭାରୁ କେବଳ ଗୋଟିଏ ଆସନରେ ଜିତିଲା…

କନକ ବ୍ୟୁରୋ: ଏକଦା ଗାଁରୁ ସହର ସବୁଠି ଜିତୁଥିଲେ ବିଜେଡି ନେତା । କିନ୍ତୁ ଏଥର ଏମିତି କଣ ହେଲା ବିଜେଡି ଗଡରେ ଧସେଇ ପଶିଲା ବିଜେପି? କାଳ ହେଲା କି ଅଧିକ ଆତ୍ମବିଶ୍ୱାସ ? ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ନବରଙ୍ଗପୁରରେ କାହିଁକି ହାରିଲା ବଜୁ ଜନତା ଦଳ? ୭ଟି ବିଧାନସଭା ଏବଂ…
Read More...

ବିଜେପିରେ ସାମିଲ ହେବେ କି ପ୍ରସନ୍ନ ପାଟ୍ଟଶାଣୀ? ଦିଲ୍ଲୀ ଗସ୍ତ ପରେ ବଢିଲା ଚର୍ଚ୍ଚା । 

କନକ ବ୍ୟୁରୋ: ରାଜ୍ୟରେ ସରକାର ବଦଳିବା ପରେ ବଦଳୁଛି କି ନେତାଙ୍କ ମୁଡ୍ । ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଏବେ କୁଆଡେ ଦଳ ପରିବର୍ତନ କରିବାକୁ ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି । ଏବେ ସେ ଦିଲ୍ଲୀ ଯାଇଥିବା ଜଣାପଡିଛି । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା…
Read More...

କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ କସରତ । ସହଯୋଗୀଙ୍କ ପାଇଁ ବିଜେପି ଟାଣିଲା ଲକ୍ଷ୍ମଣରେଖା ।

କନକ ବ୍ୟୁରୋ: ସହଯୋଗୀଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲା ବିଜେପି । ୯ ତାରିଖରେ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତୃତୀୟପାଳି ସରକାରରେ ଟିଡିପି ଏବଂ ଜେଡିୟୁ ଭଳି ସହଯୋଗୀ ଦଳ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ଏପରି ସ୍ଥିତିରେ ଦୁଇ ପ୍ରମୁଖ ଦଳ…
Read More...

ଏଥର ଖୁବ୍ ଜମିବ ଓଡ଼ିଶା ରାଜନୀତି । ନୂଆ ସରକାର ସହ ସଶକ୍ତ ବିରୋଧୀ । ବିରୋଧୀ ଭୂମିକାରେ ସରକାରକୁ ଘେରିବ ବିଜେଡି

କନକ ବ୍ୟୁରୋ: ୨୪ ବର୍ଷ ପରେ ଓଡ଼ିଶାକୁ ମିଳିବାକୁ ଯାଉଛି ନୂଆ ସରକାର । ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ସରକାର ମଜଭୁତ ଥିବା ବେଳେ ବିରୋଧୀ କିନ୍ତୁ ଦୁର୍ବଳ ଥିବା କୁହାଯାଏ । ଯଦିଓ ଏଥର ସରକାର ବଦଳିଛି, କିନ୍ତୁ ବିରୋଧୀ ମଧ୍ୟ ସେହି ତୁଳନାରେ ବେଶ୍ ସଶକ୍ତ । ୨୦୧୪ ଓ ୨୦୧୯ରେ ବିଜେଡି ୧୦୦ରୁ…
Read More...

୧୦ରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ । ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ…

କନକ ବ୍ୟୁରୋ: ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଜାରି ରହିଛି ସସପେନ୍ସ । କୁହାଯାଉଛି, ଆଜି ନହେଲେ ଆସନ୍ତାକାଲି ଏହା ଉପରେ ବାଜିପାରେ ମୋହର । ସେପଟେ ଜୁନ୍ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।…
Read More...

ଦିଲ୍ଲୀରେ ବସିବ ଏନଡିଏ ସଂସଦୀୟ ଦଳ ବୈଠକ । ସାମିଲ ହେବେ ଓଡ଼ିଶାର ନବନିର୍ବାଚିତ ସାଂସଦ

କନକ ବ୍ୟୁରୋ: ଓଡ଼ିଶାରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ । କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେଉଁ ସାଂସଦଙ୍କୁ ମିଳିବ କେନ୍ଦ୍ରମନ୍ତ୍ରୀ । ଏସବୁ ଚର୍ଚ୍ଚା ଭିତରେ ରାଜ୍ୟର ୨୦ ନବନିର୍ବାଚିତ ସାଂସଦ ଦିଲ୍ଲୀରେ ପହଞ୍ଚିସାରିଛନ୍ତି । ଆଜି ଏନଡିଏର ସଂସଦୀୟ ଦଳ ବୈଠକ ହେବ । ଆଉ ଏହା ପୂର୍ବରୁ ଓଡ଼ିଶାର…
Read More...

ବଢିଲା ଅଜିତ୍ ପାୱାରଙ୍କ ଅଡୁଆ । ଦଳର ମିଟିଂକୁ ଆସିଲେନି ୫ଜଣ ବିଧାୟକ । ଶରଦ ପାୱାରଙ୍କ ଗୋଷ୍ଠୀରେ ମିଶୁଥିବା ନେଇ…

କନକ ବ୍ୟୁରୋ: ବଢିଲା ଅଜିତ୍ ପାୱାରଙ୍କ ଅଡୁଆ । ଏନସିପି (ଅଜିତ୍ ପାୱାର ଗୋଷ୍ଠୀ)ର କିଛି ବିଧାୟକ ଦଳ ଛାଡି ଶରଦଙ୍କ ଗୋଷ୍ଠୀରେ ମିଶୁଥିବା ନେଇ ଚର୍ଚ୍ଚା ଭିତରେ, ଆଜି ଦଳର ବୈଠକରେ ଯୋଗ ଦେଇନାହାଁନ୍ତି ୫ ଜଣ ବିଧାୟକ । ତେବେ ଅଜିତ୍ ପାୱାର ନିଜ ବିଧାୟକଙ୍କୁ ନେଇ ଗୁରୁବାର ଏକ ବୈଠକ ଡାକିଥିଲେ…
Read More...

ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ । ମୁହଁ ଖୋଲିଲେ ବିଜେଡି ନେତା ରମେଶ ଚ୍ୟାଉ ପଟ୍ଟନାୟକ । ପରାଜୟ ପଛର କହିଲେ…

କନକ ବ୍ୟୁରୋ: ଏଥର ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ମୁହଁ ଖୋଲିଛନ୍ତି ବିଜେଡି ନେତା ରମେଶ ଚ୍ୟାଉ ପଟ୍ଟନାୟକ । ସେ କହିଛନ୍ତି, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପ୍ରଚାର କରିବା ଦ୍ୱାରା ବିଜେଡି ବିରୋଧରେ ଭୋଟ୍ ପଡିଲା । ତେଣୁ ମୁଖ୍ୟମନ୍ତ୍ରୀ କେବଳ ଜିତିଲେ ଅନ୍ୟମାନେ ହାରିଗଲେ ।…
Read More...