Browsing Category

ନ୍ୟୁଜ୍

କରୋନା ନେଲା ଆଉ ୧୦ ଜୀବନ : ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି; ସେପଟେ ଗଞ୍ଜାମରେ କରୋନା ନେଲାଣି ୧୨୦…

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ଘଂଟାରେ ଆଉ ୧୦ ଜଣଙ୍କର ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟର କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ୩ଜଣ, ସୁନ୍ଦରଗଡରୁ ୨ଜଣ, ଭଦ୍ରକ,କେନ୍ଦୁଝର, କନ୍ଧମାଳ, ନବରଙ୍ଗପୁର, ନୟାଗଡରୁ  ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି…
Read More...

ମହିଳା ଯବାନଙ୍କ ପରାକ୍ରମରେ ଥରହର ଶତ୍ରୁ ଦେଶ । ହାତରେ ବନ୍ଧୁକ, ଦେହରେ ସେନାର ବର୍ଦ୍ଦି, ମନରେ ଶତସିଂହର ବଳ । ଏବେ…

କନକ ବ୍ୟୁରୋ : ହାତରେ ବନ୍ଧୁକ, ଦେହରେ ସେନାର ବର୍ଦ୍ଦି, ମନରେ ଶତସିଂହର ବଳ । ଶତ୍ରୁ ଛାତିରେ ତାଣ୍ଡବ କରିବେ ନାରୀଶକ୍ତି । ପରାକ୍ରମୀ ମହିଳା ଯବାନଙ୍କ ହାତରେ ଦେଶର ସୁରକ୍ଷା କମାଣ । ଏଲଓସିରେ ପ୍ରଥମ ଥର ପାଇଁ ମୁତୟନ ହେଲେ ମହିଳା ଯବାନ । କାଶ୍ମୀରକୁ ଟାର୍ଗେଟ କରି ବାରମ୍ବାର ରକ୍ତପାତ…
Read More...

ଭାଇକୁ ଖୋଜିବା ପାଇଁ ସହର ସାରା ପୋଷ୍ଟର ଲଗାଇଲେ ଭୁବନେଶ୍ୱରର ଭଉଣୀ : ପୋଲିସ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ…

କନକ ବ୍ୟୁରୋ : ହଜିଲା ଭାଇକୁ ଖୋଜୁଛି ପୋଷ୍ଟର । ହଜିଲା ଭାଇକୁ ଖୋଜି ଖୋଜି ନୟାନ୍ତ ହେଲେ ଭଉଣୀ । ପୋଲିସ ବି ଶୁଣିଲାନି । ଶେଷରେ ସହରର ବିଭିନ୍ନ ସ୍ଥାନରେ ଲଗାଇଲେ ପୋଷ୍ଟରା  ଭୁବନେଶ୍ୱରର ବାପୁଜୀ ନଗରରେ  ରହୁଥିବା ଏକ ପରିବାରର ଏହା ହେଉଛି କରୁଣ କାହାଣୀ ।  ଖବର ଅନୁସାରେ, ଏହି ଅଂଚଳରେ…
Read More...

୨୯ଟି ଜିଲ୍ଲାରୁ ୧୬୯୯ ନୂଆ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୧୦୭୩ ଓ ସ୍ଥାନୀୟ ଅଞ୍ଚଳରୁ ୬୨୬ । ରାଜ୍ୟ ମୋଟ କରୋନା…

କନକ ବ୍ୟୁରୋ : ରାଜ୍ୟରେ ଆଜି ୧୬୯୯ କରୋନା ପଜିଟିଭ୍ ଚିହ୍ନଟ । ମୋଟ୍ ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୦୭୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆଜି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍…
Read More...

ଦେଶରେ ୨୪ ଘଂଟାରେ ୯୦୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ : ମୋଟ ସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି, ଦିନକରେ ୫୬ ହଜାର ୨୮୨…

କନକ ବ୍ୟୁରୋ : ଦେଶରେ ୪୦ ହଜାର ଟପିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ୯୦୪ ଆକ୍ରାନ୍ତଙ୍କ ମୃତ୍ୟୁ ସହ ମୋଟ ସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ୧୬ ହଜାର ୪୭୪ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁରେ ୪ ହଜାର ୪୬୧ଜଣଙ୍କର ମୃତ୍ୟୁ…
Read More...

ଛତିଶଗଡ ସରକାରଙ୍କ ଅଭିନବ ଉଦ୍ୟମ : ଇଂଟରନେଟ୍ ନଥିବାରୁ ମାଇକ୍ ଯୋଗେ ଛାତ୍ରଛାତ୍ରୀଙ୍କ ପଢ଼ାଯାଉଛି ପାଠ, ବସ୍ତର ରେଡିଓ…

କନକ ବ୍ୟୁରୋ : ମାଇକ ଯୋଗେ ପାଠପଢା । ପିଲାଙ୍କୁ ସ୍କୁଲ ଠାରୁ ଦୂରେଇ ଦେଇଛି କରୋନା ମହାମାରୀ । ଆଉ  ମାଇକରେ ପିଲାଙ୍କୁ ପଠା ପଢାଉଛନ୍ତି ଶିକ୍ଷକ । ଏଭଳି ଚିତ୍ର ଆସିଛି ଛତିଶଗଡର ଆଦିବାସୀବହୁଳ ବସ୍ତର ଅଂଚଳରୁ ।  ଏଠାରେ ପିଲାଙ୍କ ପାଖରେ  ମୋବାଇଲ ନାହିଁ କି ଲ୍ୟାପଟପ ନାହିଁ କି କମ୍ପ୍ୟୁଟର…
Read More...

କ୍ୱାରେଂଟିନରେ ଗଲେ ବୁର୍ଲା ମେଡିକାଲର ୭୦ ଜଣ ଡାକ୍ତର : ମେଡିସିନ୍ ବିଭାଗର ଓପିଡି ୧୨ ତାରିଖ ପର୍ଯ୍ୟନ୍ତ ବନ୍ଦ୍ ; ୯ଜଣ…

କନକ ବ୍ୟୁରୋ : ବୁର୍ଲା ମେଡିକାଲର ମେଡିସିନ୍ ବିଭାଗର ଓପିଡିକୁ ୧୨ ତାରିଖ ଯାଏଁ ବନ୍ଦ କରି ଦିଆଯାଇଛି । ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୬ ଦିନ ପର୍ଯ୍ୟନ୍ତ ଏହି ବିଭାଗ ବନ୍ଦ ରହିବ । ମେଡିସିନ୍ ବିଭାଗର ୯ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୭୦ ଜଣ ଡାକ୍ତରଙ୍କୁ …
Read More...

ଗୁଜୁରାଟ ଅହମ୍ମଦାବାଦ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ : ୩ ମହିଳା ସମେତ ୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ, ୩୫…

କନକ ବ୍ୟୁରୋ : ଗୁଜୁରାଟ ଅହମ୍ମଦାବାଦ କୋଭିଡ୍ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ । ନିଆଁ ଲାଗି ଶ୍ରେୟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩ ମହିଳା ସମେତ ୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏବଂ ଜଣେ ପାରାମେଡିକାଲ ଷ୍ଟାଫ୍ ଆହତ ହୋଇଛନ୍ତି । ହସ୍ପିଟାଲରେ ଥିବା ୩୫…
Read More...

ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା : ଗତବର୍ଷ ଅକ୍ଟୋବରରେ ଗ୍ରହଣ କରିଥିଲେ…

କନକ ବ୍ୟୁରୋ : ଜମ୍ମୁକାଶ୍ମୀରର ଉପରାଜ୍ୟପାଳ ହେବେ ମନୋଜ ସିହ୍ନା । ଗୀରିଶ ମୁର୍ମୁଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ମନୋଜ ସିହ୍ନା ମୋଦି…
Read More...

ଆଇପିଏଲ ବେଳେ କରୋନା ମୁକାବିଲା ଲାଗି ବିସିସିଆଇର ସ୍ୱତନ୍ତ୍ର ଯୋଜନା : ୟୁଏଇରେ ପ୍ରଶିକ୍ଷଣ ପୂର୍ବରୁ ଖେଳାଳିଙ୍କର ହେବ…

କନକ ବ୍ୟୁରୋ : ଚଳିତବର୍ଷର ଆଇପିଏଲ ୟୁଏଇରେ ଖେଳାଯିବାକୁ ଥିବା ବେଳେ ଆଇପିଏଲରେ କରୋନା ମୁକାବିଲା ଲାଗି ବିସିସିଆଇ ସ୍ୱତନ୍ତ୍ର ଯୋଜନା କରିଛି । ଖେଳାଳିମାନେ ୟୁଏଇ ଯିବା ପୂର୍ବରୁ ଓ ସେଠାରେ ପହଂଚିବା ପରେ କେଉଁ ନିୟମ ପାଳନ କରିବେ ଏନେଇ ବିସିସିଆଇ ପକ୍ଷରୁ ସ୍ୱତନ୍ତ୍ର ନୀତି ପ୍ରଣୟନ…
Read More...