Browsing Category

ନ୍ୟୁଜ୍

ନୂଆ ଶିକ୍ଷା ନୀତି ନେଇ ଆଜି ମତ ରଖିବେ ପ୍ରଧାନମନ୍ତ୍ରୀ : ଉଚ୍ଚ ଶିକ୍ଷାରେ ସଂସ୍କାର ପ୍ରସଙ୍ଗ ଆଲୋଚନାରେ ଦିନ ୧୧ଟା…

କନକ ବ୍ୟୁରୋ: ଦୀର୍ଘ ୩୪ ବର୍ଷ ପରେ ଆସିଛି ନୂଆ ଶିକ୍ଷା ନୀତି । ଏହାକୁ ନେଇ ବିଭିନ୍ନ ଦୃଷ୍ଟିଭଙ୍ଗିରେ ସାରା ଦେଶରେ ଚର୍ଚା ହେଉଥିବା ବେଳେ ଆଜି ନିଜର ମତ ରଖିବେ ପ୍ରଧାନମନ୍ତ୍ରୀ । ଆଜି ନୂଆ ଶିକ୍ଷାନୀତି ଉପରେ ହେଉଥିବା ଏକ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବକ୍ତବ୍ୟ ରଖିବେ…
Read More...

ଯାଜପୁର ୫୩ ନମ୍ବର ଜାତୀୟ ରାଜପଥ ରଥିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା : ୩ ମୃତ, ୨ ଗୁରୁତର, ଭୁବନେଶ୍ୱରରୁ ମେଦିନୀପୁର…

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳ ଥାନା ରଥିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଭର୍ତି କରାଯାଇଛି । ମୃତକ ୩ଜଣ ପୁରୁଷ ଓ ଗୁରୁତର…
Read More...

୯ରେ ପୁଣି ଏକ ଲଘୁଚାପ ସଂଭାବନା: ଦୁଇ ଦିନ ଧରି ରାଜ୍ୟରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା; ଆଂଚଳିକ ପାଣିପାଗ…

କନକ ବ୍ୟୁରୋ: ପୁଣି ଆସୁଛି ଲଘୁଚାପ । ଆସନ୍ତା ୯ ତାରିଖରେ ବଙ୍ଗୋପସାଗରର ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ଲକ୍ଷଣ ଦେଖା ଦେଇଛି…
Read More...

ଓଡ଼ିଆ ପୁଅ ଗିରୀଶ ମୁର୍ମୁ ହେଲେ ଦେଶର ନୂଆ ସିଏଜି । ଗତକାଲି ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦରୁ ଦେଇଥିଲେ ଇସ୍ତଫା ।

କନକ ବ୍ୟୁରୋ : ଓଡ଼ିଆ ପୁଅ ହେଲେ ଦେଶର ନୂଆ ସିଏଜି । ଗତକାଲି ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଆଜି ଦେଶର ସିଏଜି ଭାବେ ନିଯୁକ୍ତ କରାଯାଇଛି । ରାଜୀବଙ୍କ ମେହେର୍ଷିଙ୍କ ସ୍ଥାନରେ ଗିରିଶଙ୍କୁ ନିଯୁକ୍ତ କରାଯାଇଛି । ଜମ୍ମୁକାଶ୍ମୀର…
Read More...

ଭାଇ ଫେରୁନି, ଲୁହ ଶୁଖୁନି… ଭାଇ ତୁ କେଉଁଠି ଅଛୁ, କେବେ ଫେରିବୁ ? ରାକ୍ଷୀ ରହିଛି, ଆଖି ବି ଭିଜୁଛି, ହେଲେ ଭାଇ…

କନକ ବ୍ୟୁରୋ: ରାକ୍ଷୀ ପାଇଁ ଥାଳି ସଜା ହୋଇଥିଲା । ଚାଉଳ ଥିଲା, ଫୁଲ ସିନ୍ଦୂର ରହିଥିଲା ଆଉ ୪ଟି ନୂଆ ରାକ୍ଷୀ ନେଇ ଭଉଣୀ ଅପେକ୍ଷା କରିଥିଲା । ଭାଇ ଆସିବ, ତା ଗେହ୍ଲୀ ଭଉଣୀ ଭାଇକୁ ଦୁଆର ମୁହଁରୁ ଟାଣି ଆଣି ଖଟ ଉପରେ ବସାଇ ଦେବ ଆଉ ଭାଇ ହାତରେ ଗୋଟେ ପରେ ଗୋଟେ କରି ଚାରି ଚାରିଟି ରାକ୍ଷୀ…
Read More...

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା : ଗର୍ଲଫ୍ରେଣ୍ଡ ରିୟାଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ, ଖୁବଶୀଘ୍ର ଫିଟିବ…

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ନିଜ ହାତକୁ ନେଇଛି ସିବିଆଇ । ଆଜି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଓ ବ୍ୟକ୍ତିଗତ ସହାୟକ ନାମରେ ସିବିଆଇ ଏଫଆଇଆର ରୁଜୁ କରିଛି । ଏଥିସହ ଏହି ମାମଲାର ତଦନ୍ତ କରୁଥିବ ବିହାର ପୋଲିସ ସହିତ…
Read More...

ଅଯୋଧ୍ୟାରେ ରାମମନ୍ଦିରର ଭୂମିପୂଜନ ଉତ୍ସବ ଦେଖିବା ପାଇଁ ଅଟକିଗଲା ପୂରା ପୃଥିବୀ । ଆମେରିକା ଓ ଇଂଲଣ୍ଡରେ ଦେଖୁଥିଲେ…

କନକ ବ୍ୟୁରୋ : ଅଯୋଧ୍ୟା ଉପରେ ଅଟକିଗଲା ସାରା ବିଶ୍ୱର ନଜର । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ବୁଧବାର ହୋଇଥିବା ଭୂମି ପୂଜନ ସମାରୋହର ସାକ୍ଷୀ ବନିଛନ୍ତି ବିଶ୍ୱର ଅନେକ ଦେଶ । ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ବିଭିନ୍ନ ମାଧ୍ୟମରେ ଦେଖିଛନ୍ତି ଆମେରିକା, ଇଂଲଣ୍ଡ, ଫ୍ରାନ୍ସ,…
Read More...

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ନାରା । ରାମମନ୍ଦିର ଭୂମିପୂଜନ ଉତ୍ସବରେ କାହିଁକି ଜୟ ଶ୍ରୀରାମ ବଦଳରେ ଜୟ ସିଆ ରାମ…

କନକ ବ୍ୟୁରୋ : ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଶ୍ରୀ ରାମ ବଦଳରେ ଜୟ ସିଆ ରାମ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏଭଳି ନାରାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ନାରା । ଜୟ ଶ୍ରୀରାମ ନୁହେଁ, ଜୟ ସିଆ…
Read More...

ଦେହସାରା ଖାଲି ରାମ ହିଁ ରାମ… ରାମ ନାଁରେ ସକାଳ ପାହେ, ରାମ ନାଁରେ ସଞ୍ଜ ସରେ… ଭାରତରେ ଏମିତି କିଛି ଗାଁ…

କନକ ବ୍ୟୁରୋ: ରାମମୟ ହୋଇ ଉଠିଛି ସାରା ଦେଶ । ପ୍ରଭୁ ରାମଙ୍କ ଭକ୍ତିର ଭାବସାଗରେ ବୁଡିଛି ସାରା ଭାରତ । ରାମଲାଲଙ୍କ ପାଇଁ ଅଯୋଧ୍ୟାରୁ ଆମେରିକା ଯେତେବେଳେ ରାମ ନାମ ଜପିଛି, ଭୂମିପୂଜା ପରେ ଦେଉଳ ପାଇଁ ଅପେକ୍ଷା କରିଛି ଠିକ ସେତିକି ବେଳେ ସାମ୍ନାକୁ ଆସିଛି ଏଭଳି ଏକ ସଂପ୍ରଦାୟର କାହାଣୀ ।…
Read More...

ରାଜଧାନୀରେ କାୟା ମେଲାଉଛି କରୋନା । ଆଜି ଭୁବନେଶ୍ୱରେ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ୱାସ୍ଥ୍ୟ ବିଭାଗର ୧୦…

କନକ ବ୍ୟୁରୋ : ରାଜଧାନୀରେ କାୟା ମେଲାଉଛି କରୋନା । ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର…
Read More...