Browsing Category

ନ୍ୟୁଜ୍

ନବରଙ୍ଗପୁରରେ ଅଭାବନୀୟ ଘଟଣା, ମୋବାଇଲ ପାଇଁ ଘର ଲୋକ ତାଗିଦ୍ କରିବାରୁ ଆତ୍ମହତ୍ୟା କଲା ୧୪ ବର୍ଷର ପୁଅ।

କନକ ବ୍ୟୁରୋ: ମୋବାଇଲ ପାଇଁ ନାବାଳକର ଆତ୍ମହତ୍ୟା । ମୋବାଇଲକୁ ନେଇ ଘର ଲୋକେ ତାଗିଦା କରିବାରୁ ନାବାଳକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନବରରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଅନ୍ତର୍ଗତ ଗୋନା ପଞ୍ଚାୟତର ଭାରସୁଣ୍ଡି ଗାଁରୁ ଆସିଛି ଏପରି ଅଭିଯୋଗ । ନାବାଳକ ଜଣକ ବିଶ୍ୱଜିତ…
Read More...

ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜମିଲାଣି ପାଣି। ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ।

କନକ ବ୍ୟୁରୋ: ଆସନ୍ତାକାଲି ଆଉ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଘୂର୍ଣ୍ଣିବଳୟ । ଏହା ଆସନ୍ତାକାଲି ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦୁଇଦିନ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା…
Read More...

ମାଲକାନଗିରି ବଣ୍ଡାଘାଟିରେ ଆଜି ବି ଜଳ ଯନ୍ତ୍ରଣା ଭୋଗୁଛନ୍ତି ଆଦିମ ଜନଜାତି। ଚୂଆରୁ ପାଣି ସଂଗ୍ରହ କରୁଛନ୍ତି ବଣ୍ଡା…

କନକ ବ୍ୟୁରୋ: ଚୂଆ ପାଣି ପିଉଛନ୍ତି ବଣ୍ଡାଘାଟି ଅଧିବାସୀ । କିନ୍ତୁ ସରକାରୀ ରିପୋର୍ଟରେ ଜିଲ୍ଲାପାଳଙ୍କୁ ଭୂଲ ତଥ୍ୟ ଦେଉଛନ୍ତି ବିଡିଓ । ଲେଖାଯାଇଛି କି ପ୍ରକଳ୍ପ ଜଳ ପିଉଛନ୍ତି ବଣ୍ଡା ଅଧିବାସୀ । ହେଲେ ବାସ୍ତବ ସ୍ଥିତି କହୁଛି, ବଣ୍ଡା ପାହାଡରେ ଲୋକଙ୍କୁ ମିଳୁନି ପିଇବା ପାଣି । ବର୍ଷ ବର୍ଷ…
Read More...

କଳ୍ପନା ଚାୱଲା ଓ ସୁନୀତା ୱିଲିୟମ୍ସ ପରେ ମହାକାଶକୁ ଯିବେ ଏହି ଭାରତୀୟ ବଂଶୋଦ୍ଭବ ମହିଳା, ଜାଣନ୍ତୁ କାହାକୁ ନାସା…

କନକ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ଅଥିରା ପ୍ରୀଥା ରାନୀଙ୍କୁ ନାସା ତରଫରୁ ୨୦୨୨ ମହାକାଶ ଟ୍ରେନିଂ ପୋଗ୍ରାମ ପାଇଁ ଚୟନ କରିଛି । ୨୪ ବର୍ଷିୟା ଅଥିରା କେରଳ ଥିରୁଅନନ୍ତପୁରମର ମୂଳ ବାସିନ୍ଦା । ନାସା ଏହି ମହାକାଶ ଟ୍ରେନିଂ ପୋଗ୍ରାମ ପାଇଁ ସାରା ବିଶ୍ୱରୁ ମୋଟ ୧୨ ଜଣଙ୍କ ଚୟନ କରିଥିବା ବେଳେ…
Read More...

ବିଦେଶୀ ଲିଗରେ ଟିମ୍ କିଣୁଛନ୍ତି ଆଇପିଏଲ୍ ଟିମର ମାଲିକ । ବିସିସିଆଇର ବଢିଲା ଟେନସନ୍ ।

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଟି-୨୦ କ୍ରିକେଟ୍ ଜଗତର ଗୋଟିଏ ବଡ ବ୍ରାଣ୍ଡ କହିଲେ କିଛି ଭୁଲ ହେବନି । କାହିଁକି ନା, ଏହି ଲିଗରେ ଦେଶ ବିଦେଶର ଚର୍ଚ୍ଚିତ ଖେଳାଳିମାନେ ସାମିଲ ହୋଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ଅନ୍ୟ ଦେଶମାନଙ୍କରେ ଆରମ୍ଭ ହୋଇଥିବା ଟି-୨୦ କ୍ରିକେଟ୍ ଲିଗ୍…
Read More...

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଜବାହରଲାଲ ନେହରୁ , ହେଲେ ଜାଣିଛନ୍ତି କେଉଁ ନେତାମାନେ ହୋଇଥିଲେ…

କନକ ବ୍ୟୁରୋ : କିଛିଦିନ ପରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି । ଏନେଇ ଚଳିତ ସ୍ୱାଧୀନତା ଦିବସକୁ କିଛି ସ୍ୱତନ୍ତ୍ର କରିବାକୁ ସରକାର ନୂଆ ନୂଆ ଯୋଜନାମାନ ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ସରକାର ଚଳିତବର୍ଷ ପ୍ରାରମ୍ଭରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାରେ…
Read More...

୨୭ ବର୍ଷରେ ପାଦଥାପିଲେ ସାରାଅଲ୍ଲୀ ଖାନ, ଫ୍ୟାନ୍ସ ଦେଲେ ସରପ୍ରାଇଜ ଗିଫ୍ଟ…

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଶୁକ୍ରବାର ୨୭ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନ ଅବସରରେ ତାଙ୍କର ଫ୍ୟାନ୍ସ ମାନେ ତାଙ୍କୁ ସୁନ୍ଦର ସରପ୍ରାଇଜ ଦେଇଛନ୍ତି । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ସାରାଙ୍କ ଫଟୋ ଲଗାଇବା ସହ ତାଙ୍କ ଫିଲ୍ମର ଗୀତ ଗାଇଛନ୍ତି ଅନେକ ପ୍ରଶଂସକ ।…
Read More...

ପିପିଲି ଟୋଲଗେଟ୍ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଆହତ, ଜଣେ ମୃତ

କନକ ବ୍ୟୁରୋ: ପିପିଲି ଟୋଲଗେଟ୍ ନିକଟରେ ଦୁର୍ଘଟଣା । ପିପିଲି ଟୋଲଗେଟ୍ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ଗୋଟିଏ ଘରୋଇ ଯାତ୍ରୀବାହୀ ବସ୍ ଓଲଟିପଡିଛି । ଦୁର୍ଘଟଣାରେ ୨୦ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଥିବାବେଳେ, ଜଣେ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ତେବେ ବସଟି…
Read More...

ମାତିଲେ ନକଲି ଟାଟା ପାୱାର କର୍ମଚାରୀ । ଧମକ୍…ବିଲ୍ ପଇଠ କର ନହେଲେ କାଟିଦେବୁ ଲାଇନ୍ ।

କନକ ବ୍ୟୁରୋ: ସାବଧାନ ! ଆପଣଙ୍କ ମୋବାଇଲକୁ କୌଣସି ମେସେଜ୍ କିମ୍ବା ଲିଙ୍କ ଆସିଲେ , ଯଦି ତାହାକୁ କ୍ଳିକ୍ କରୁଛନ୍ତି ତେବେ ଆପଣ ସାଇବର ଠକେଇରେ ପଡ଼ିପାରନ୍ତି । ଏହିଭଳି ଏକ ଘଟଣା ଘଟିଛି ବହ୍ମପୁରରେ । ବହ୍ମପୁର ମହାନଗର ନିଗମ ଆସିସଣ୍ଟାଟ୍ ଏକଜୁକ୍ୟୁଟିଭ ଇଞ୍ଜିନିୟର ଏମ. ନାଗେଶ୍ୱର ରାଓଙ୍କ…
Read More...

ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ସ୍ୱାଧୀନତା ଦିବସରେ ବଡ ସଭା ଆୟୋଜନ ନକରିବାକୁ କେନ୍ଦ୍ରର ନିର୍ଦ୍ଦେଶ ।

କନକ ବ୍ୟୁରୋ : ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ୱାଧୀନତା ଦିବସ ପାଳନ ସମୟରେ ବିରାଟ ସମାବେଶରୁ ଦୂରେଇ ରହିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  କେନ୍ଦ୍ର ସରକାର । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ…
Read More...