Browsing Category

ନ୍ୟୁଜ୍

ତୁଟିବ ବିଏମସିର ‘ଅଳିଆ’ ଅଡୁଆ: ମାନିଲେ ଦାରୁଠେଙ୍ଗ ବାସି, ମିଳିଲା ମହଲତ

କନକ ବ୍ୟୁରୋ: ଦୀର୍ଘ ୨୦ ଦିନ ହେଲା ଭୁବନେଶ୍ୱରରେ ଚାଲିଥିବା ଅଳିଆ ଟେନସନ ବିବାଦର ସମାଧାନ ପାଇଁ ରାସ୍ତା ପରିଷ୍କାର ହୋଇଛି । ଅଳିଆ ନ ଉଠିବାରୁ ରାଜଧାନୀରେ ସ୍ଥିତି ସଙ୍ଗୀନ ହୋଇଛି । ଆଉ କିଛି ଦିନ ନିଜ ଜିଦରେ ଅଟଳ ରହିବା ପରେ ମନ ପରବର୍ତନ କରିଛନ୍ତି ଦାରୁଠେଙ୍ଗ ବାସିନ୍ଦା । ଲୋକସେବା…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ: ପ୍ରଦାନ କଲେ ରିପୋର୍ଟ କାର୍ଡ

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ କରି ଖୋର୍ଦ୍ଧା ବେଗୁନିଆରେ ମେଳି କରିଛନ୍ତି ବିଜେପି ନେତା ଓ କର୍ମୀ । ଏଥିରେ ବେଗୁନିଆ ବିଧାନସଭା କ୍ଷେତ୍ରର ୬ ମଣ୍ଡଳ ସଭାପତିଙ୍କ ମଧ୍ୟରୁ ୫ଜଣ ମଣ୍ଡଳ ସଭାପତି, ପୂର୍ବତନ ସଭାପତି ଓ ଦଳର ବହୁ ପୁରାତନ କାର୍ଯ୍ୟକର୍ତା ଯୋଗ…
Read More...

ଏନସିଆରବି ରିପୋର୍ଟରେ ଚିନ୍ତାଜନକ ତଥ୍ୟ: ମହିଳା ହିଂସାରେ ଓଡିଶାର ଅଲୋଡା ରେକର୍ଡ 

କନକ ବ୍ୟୁରୋ: ଏଭଳି ଏକ ଚମକାଇ ଦେବା ଭଳି ରିପୋର୍ଟ ପ୍ରକାଶ କରିଛି ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ ବା ଏନସିଆରବି । ୨୦୨୧ର ତଥ୍ୟକୁ ଆଧାର କରି ଏନସିଆରବି ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ରାଜ୍ୟରେ ଦୁଷ୍କର୍ମ, ଅପହରଣ, ଅସଦାଚରଣ ବୃଦ୍ଧି ପାଇଛି । ନଜର ପକାନ୍ତୁ ଏନସିଆରବିର ରିପୋର୍ଟ…
Read More...

ଗାଁକୁ ଯୋଡିପାରିନି ପକ୍କାରାସ୍ତା, ଘର ପାଖରେ ପହଞ୍ଚି ପାରିଲା ନାହିଁ ୧୦୨ ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହା ହେଲେ…

କନକ ବ୍ୟୁରୋ: ଗାଁକୁ ଯୋଡିପାରୁନି ପକ୍କାରାସ୍ତା, କି ଘରପାଖରେ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସା ତେଣୁ ସ୍ୱାସ୍ଥ୍ୟସେବା ଯେତେ ଆଗକୁ ଗଲେ ବି ଦୂର ହୋଇପାରୁନି ଜନନୀ ଯନ୍ତ୍ରଣ।। ନବରଙ୍ଗପୁରରେ ଥମୁନି ଜନନୀ ଯନ୍ତ୍ରଣା । ପୁଣି ଷ୍ଟ୍ରେଚରରେ ଦେଢ଼ କିଲୋମିଟର ବୁହା ହେଲେ ଗର୍ଭବତୀ ଆଶାଦିଦି ।…
Read More...

ବନ୍ୟାରେ ନଷ୍ଟ ହୋଇଯାଇଛି ରୁଆ ଧାନ। ଅସ୍ତରଙ୍ଗରେ ତଳି ବିଡାକୁ ୧୬ ଟଙ୍କାରେ କିଣି ପୁଣି ଚାଷ ଆରମ୍ଭ କଲେ ଚାଷୀ।

କନକ ବ୍ୟୁରୋ: ବନ୍ୟା ଉଜାଡ଼ି ଦେଇଛି ଫସଲ, ଦୀର୍ଘଦିନ ଧରି ଧାନ ବିଲରେ ପାଣି ଜମି ରହିବାରୁ ଧାନ ଗଛ ଗୁଡିକ ସଢିଯାଇଛି । ରୁଆ ଧାନ ନଷ୍ଟ ହୋଇଯାଇଥିବାରୁ ପୁଣି ଥରେ ଧାନ ଫସଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଚାଷୀ । ପେଟ ପାଇଁ ଉଜୁଡା କ୍ଷେତକୁ ଫେରିଛନ୍ତି ଚାଷୀ । ତେଣୁ ଚଢା ଦରରେ ତଳି କିଣୁଛନ୍ତି…
Read More...

ପ୍ରିୟ ସାଙ୍ଗ ପାଇଁ ପ୍ରାଣ ହାରିଲେ ୧୨ବର୍ଷର ବାଳକ। ସାଙ୍ଗ ଜୀବନ ବଞ୍ଚାଇ ନିଜ ଜୀବନ ହାରିଲେ ମାଲକାନଗିରିର ସାହସୀ…

କନକ ବ୍ୟୁରୋ: ସାହସୀ ଶ୍ରାବଣ । ପାଣିରେ ବୁଡିଯାଉଥିବା ୨ ସାଙ୍ଗକୁ ଉଦ୍ଧାର କରିବାକୁ ଯାଇ ଜୀବନ ହାରିଲେ ୧୨ ବର୍ଷର ବାଳକ । ମାଲାକନଗିରି ତଳସାହିର ବ୍ୟବସାୟୀ ରବି ସାନାଙ୍କ ଏକ ମାତ୍ର ପୁଅ ଶ୍ରାବଣ ଓ ତାଙ୍କ କିଛି ସାଙ୍ଗ ବିଦ୍ୟାଳୟ ସାରିବା ପରେ ଖେଳାଖେଳି କରିବାକୁ ମଲ୍ଲିକେଶ୍ୱର ପାହାଡ ତଳେ…
Read More...

ରାଜ୍ୟ ସରକାରଙ୍କ ବଡ ଘୋଷଣା, ନୂଆଁଖାଇ ପାଇଁ ଏହି ଦୁଇ ଜିଲ୍ଲାରେ ୨ ଦିନ ପାଇଁ ଛୁଟି

କନକ ବ୍ୟୁରୋ : ଆଗକୁ ନୂଆଁଖାଇ ପର୍ବ ଆସୁଛି । ଏହା ପଶ୍ଚିମ ଓଡିଶାରେ ବଡ ପର୍ବ ହୋଇଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଦୁଇଦିନ ଛୁଟି ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧ ଓ ୨ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି କେବଳ ସମ୍ବଲପୁର ଓ ବରଗଡ ଜିଲ୍ଲାପାଇଁ ଲାଗୁ…
Read More...

ପୁଣି ଜାତୀୟସ୍ତରରେ ଚମକିଲେ ଓଡିଆ ଝିଅ। ଇଣ୍ଡିଆ ପ୍ରାଉଡ ବୁକ୍ ଅଫ୍ ରେକର୍ଡର ତାଜ ପିନ୍ଧିଲେ ଭଦ୍ରକ ଅଲିରାଜ ଖାନ।

କନକ ବ୍ୟୁରୋ: ଜାତୀୟସ୍ତରରେ ପୁଣି ଜଣେ ଓଡିଆ ଝିଅଙ୍କ କମାଲ । ଇଣ୍ଡିଆ ପ୍ରାଉଡ ବୁକ୍ ଅଫ ରେକର୍ଡରେ ସାମିଲ ହୋଇ ସଫଳତା ହାସଲ କରିଛନ୍ତି ଛାତ୍ରୀ । ଭଦ୍ରକ ପୁରୁଣା ବଜାରର ଝିଅ ଆଲରାଜ ଖାନ, ଇଣ୍ଡିଆ ପ୍ରାଉଡ ବୁକ୍ ଅଫ ରେକର୍ଡ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସିଙ୍ଗିଙ୍ଗ୍ ଷ୍ଟାର ୨୦୨୨ର ବିଜେତା…
Read More...

ଶାଶୁଘର ଛାଡିବେ ଅଭିନେତ୍ରୀ ବର୍ଷା। ଆବେଦନ ଅଗ୍ରାହ୍ୟ କଲେ ଏଡିଜେ କୋର୍ଟ।

କନକ ବ୍ୟୁରୋ: ଅଭିନେତ୍ରୀ ବର୍ଷା ଛାଡିବେ ଶାଶୂଘର । ବର୍ଷାଙ୍କ ଆବେଦନକୁ କଟକ ଏଡିଜେ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଏସଡିଜିଏମ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏଡିଜେ କୋର୍ଟରେ ସେ ଆବେଦନ କରିଥିଲେ…
Read More...

ଆଖିକୁ ଦିଶୁନି କିନ୍ତୁ କମ୍ପାନୀ ଦେଉଛି ୪୭ ଲକ୍ଷ , ଜାଣନ୍ତୁ କିଏ ଓ କାହିଁକି ଦେଉଛି ଏତେ ଟଙ୍କା

କନକ ବ୍ୟୁରୋ : କେହି ଜଣେ ଜନ୍ମରୁ ଦିବ୍ୟାଙ୍ଗ ହେଉ କି ଦୁର୍ଘଟଣାରେ ପଡି ଦିବ୍ୟାଙ୍କ ହେଇଯାଉ । ଏହାପରେ ସ୍ୱାଭାବିକ ସେମାନଙ୍କର ମନୋବଳ ଦୁର୍ବଳ ହୋଇଯାଇଥାଏ । କେହି କେହି ପେଟ ପାଟଣା ପାଇଁ ଭିକ୍ଷା ମାଗନ୍ତି ତ କେହି କେହି ନିଜକୁ ଦିବ୍ୟାଙ୍ଗ ଭାବି ଅନ୍ୟ ଉପରେ ନିର୍ଭର ହୋଇଯାନ୍ତି । ହେଲେ…
Read More...