Browsing Category

ନ୍ୟୁଜ୍

ଲୁସାନେ ଡାଇମଣ୍ଡ ଲିଗ୍ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା । ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ ।

କନକ ବ୍ୟୁରୋ: ପୁଣିଥରେ ଇତିହାସ ରଚିଲେ ଭାରତର ଗୋଲ୍ଡେନ୍ ବୟ ତଥା ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ସ୍ୱିଜରଲ୍ୟାଣ୍ଡ ଜ୍ୟୁରିକଠାରେ ଚାଲିଥିବା ଲୁସାନେ ଡାଇମଣ୍ଡ ଲିଗ୍ରେ ନୀରଜ ୮୯.୦୮ ମିଟର ଭାଲା ଫିଙ୍ଗି ପ୍ରଥମ ପ୍ରୟାସରେ ହିଁ ସଫଳ ହୋଇଛନ୍ତି । ଏହି ଟାଇଟଲ ଜିତିବାରେ ନୀରଜ ପ୍ରଥମ ଭାରତୀୟ…
Read More...

ଆଜିଠୁ ୟୁଏଇରେ ଖେଳାଯିବ ଏସିଆ କପ୍ ଟି-୨୦ : ଉଦଘାଟନୀ ମ୍ୟାଚର ମୁହାଁମୁହିଁ ହେବେ ଶ୍ରୀଲଙ୍କା-ଆଫଗାନିସ୍ତାନ

କନକ ବ୍ୟୁରୋ : ଆଜିଠୁ ଏସିଆ କପର ୧୫ତମ ସଂସ୍କରଣ । ୟୁଏଇରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ । ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଏଥର କଡ଼ା ମୁକାବିଲା ହେବ ବୋଲି ଜଣାପଡିଛି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା,…
Read More...

ଲଗାଣବର୍ଷା ଯୋଗୁଁ ବେହାଲ ପାକିସ୍ତାନ : ବଡ ଧରଣର ବନ୍ୟା ସ୍ଥିତିକୁ ଦେଖି ଜରୁରୀକାଳୀନ ପରିସ୍ଥିତି ଘୋଷଣା

କନକ ବ୍ୟୁରୋ : ଲଗାଣବର୍ଷା ଯୋଗୁଁ ବେହାଲ ହୋଇପଡିଛି ପାକିସ୍ତାନ । ଦେଶରେ ଦେଖାଦେଇଛି ବଡ ଧରଣର ବନ୍ୟା ସ୍ଥିତି । ଏହାକୁ ଦେଖି ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି କି ଦେଶରେ ମାନବିକ ସଙ୍କଟ ଦେଖାଦେଇଛି । ଏହି…
Read More...

ଆପିଜେ ସ୍କୁଲରେ କୁନିକୁନି ପିଲାଙ୍କୁ ୫ଘଣ୍ଟା ବନ୍ଧକ ରଖିବା ପ୍ରସଙ୍ଗ : ରିପୋର୍ଟ ମାଗିଲା ଜାତୀୟ ମାନବାଧିକାର କମିଶନ

କନକ ବ୍ୟୁରୋ : ସ୍କୁଲ ଫି’ ନଦେବାରୁ ଆପିଜେ ସ୍କୁଲରେ ପିଲାଙ୍କୁ ନିର୍ଯାତନା ଦିଆଯିବା ଘଟଣା । ଜାତୀୟ ମାନବାଧିକାର କମିଶନ ଖୋର୍ଦ୍ଧା ଜିଲାପାଳ, ସ୍କୁଲ ଓ ଗଣଶିକ୍ଷା ପ୍ରମୁଖ ସଚିବ ଏବଂ କମିଶନରେଟ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି । ସମ୍ପୃକ୍ତ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ : କହିଲେ ଓଡିଶାକୁ ଯୋଗାଯାଉଛି ଆବଶ୍ୟକ ସାର; କୃଷକଙ୍କୁ…

କନକ ବ୍ୟୁରୋ : କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର କୃଷକମାନଙ୍କୁ ଯେତିକି ସାର ଆବଶ୍ୟକ ତାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହା କହିଛନ୍ତି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରରାଷ୍ଟ୍ର ସାର ଓ ରସାୟନ ବିଭାଗ ମନ୍ତ୍ରୀ ଭଗବନ୍ତ…
Read More...

ରାଜଧାନୀରେ ଅଳିଆ ବିବାଦକୁ ନେଇ ଆଜି ବୈଠକ : ବିଏମସି ମେୟର, ଅଧିକାରୀଙ୍କ ସମେତ ଦାରୁଠେଙ୍ଗ ଗାଁର ପ୍ରତିନିଧିଙ୍କ…

କନକ ବ୍ୟୁରୋ : ରାଜଧାନୀରେ ଅଳିଆ ବିବାଦକୁ ନେଇ ଆଜି ବୈଠକ ବସିବ । ବିଏମସି ମେୟର, କମିଶନର ଓ ଅନ୍ୟ ଅଧିକାରୀଙ୍କ ସମେତ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗାଁର ପ୍ରତିନିଧିଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ । ଗାଁରେ ଅଳିଆ ନପକାଇଦେବାକୁ ଜିଦ ଧରିଛନ୍ତି ଦାରୁଠେଙ୍ଗବାସୀ । ଦାରୁଠେଙ୍ଗରେ ଆବର୍ଜନା…
Read More...

ଆଜି ଏଏସଓ ପରୀକ୍ଷା : ୭୯୬ ପୋଷ୍ଟ ପାଇଁ ୨ ଲକ୍ଷ ୬ ହଜାର ୮୫୦ ଜଣ ପରୀକ୍ଷା ଦେବେ

କନକ ବ୍ୟୁରୋ : ଓଡିଶା ଲୋକସେବା ଆୟୋଗ ବା ଓପିଏସସି ଦ୍ୱାରା ଆଜି ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପରୀକ୍ଷା ହେବ । ୭୯୬ଟି ପୋଷ୍ଟ ପାଇଁ ୨ ଲକ୍ଷ ୬ ହଜାର ୮୫୦ ଜଣ ଦେବେ ପରୀକ୍ଷା । ଭୁବନେଶ୍ୱରର ୧୨୯ଟି ପରୀକ୍ଷା କେନ୍ଦ୍ରରେ ଏଥିପାଇଁ ୫୬ ହଜାର ୫୭୪ ଜଣ ଆଶାୟୀ ପରୀକ୍ଷା ଦେବେ ବୋଲି ସୂଚନା ରହିଛି ।…
Read More...

ଭାରତ-ପାକିସ୍ତାନ ଟିମର ଭାଗବଣ୍ଟା କାହାଣୀ । ଯେବେ ଦୁଇ ଭାଗ ହେଇଥିଲା ଭାରତ-ପାକିସ୍ତାନ ଟିମ୍ । ଭାରତ ବଦଳରେ…

କନକ ବ୍ୟୁରୋ: ବର୍ଷ ଥିଲା ୧୯୪୭ ମସିହା...ଆଉ ସମୟ ଥିଲା ଦେଶ ବିଭାଜନ ସମୟର । ୧୯୪୭ ମସିହାରେ ଭାରତ ଆଉ ପାକିସ୍ତାନ ଅଲଗା ଅଲଗା ହେଇ ସ୍ୱାଧୀନ ଦେଶର ମାନ୍ୟତା ପାଇଥିଲେ । ଆଉ ନୂଆ ଦେଶ ଭାବେ ପରିଚିତ ହେଇଥିଲେ । ତେବେ ଦେଶ ବିଭାଜନ ହେବା ସହିତ ଭାରତର ହକି ଆଉ କ୍ରିକେଟ୍ ଟିମ ବି ଭାଙ୍ଗି ଦୁଇ…
Read More...

ମୁଖ୍ୟମନ୍ତ୍ରୀଙ୍କ ମିଛ ଭିଡିଓକୁ ନେଇ ବିଜେଡି ଖପ୍ପା । ଖୋଖୋ ମ୍ୟାଚ ଦେଖି ତାଳି ମାରୁଥିଲେ ନବୀନ । ହେଲେ ମିଛ ଭିଡିଓରେ…

କନକ ବ୍ୟୁରୋ: ଅନେକ ଭିଡିଓକୁ ବେଆଇନ ଭାବେ ଏଡିଟିଂ କରି ସୋସିଆଲ୍ ମିଡିଆରେ ଭାଇରାଲ କରାଯାଉଥିବା ଆପଣ ଦେଖିଥିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ଏଡିଟିଂ କରି ଭାଇରାଲ କରାଯାଉଛି । ଅଲଟିମେଣ୍ଟ ଖୋଖୋ ମ୍ୟାଚ୍ ଦେଖି ମୁଖ୍ୟମନ୍ତ୍ରୀ ତାଳି ମାରୁଥିଲେ । କିନ୍ତୁ ମିଛ…
Read More...

ରାଜନୈତିକ ଦଳକୁ ଅଜଣା ସ୍ରୋତରୁ ହେଉଛି ଟଙ୍କା ବର୍ଷା । ୧୬ ବର୍ଷରେ ଜାତୀୟ ଦଳକୁ ମିଳିଛି ୧୫ ହଜାର କୋଟିରୁ ଅଧିକ

କନକ ବ୍ୟୁରୋ: ରାଜନୈତିକ ଦଳକୁ ଅଜଣା ସ୍ରୋତରୁ କେତେ ଟଙ୍କା ମିଳିଛି, ଏ ନେଇ ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ ବା ଏଡିଆର୍ ରିପୋର୍ଟ ପ୍ରକାଶ କରିଛି । ନିର୍ବାଚନ କମିସନଙ୍କ ନିକଟରେ ରାଜନୈତିକ ଦଳ ଦାଖଲ କରିଥିବା ଆଇଟି ରିଟର୍ଣ୍ଣସ ଓ ଡୋନେସନ୍ ଷ୍ଟେଟମେଣ୍ଟ ଆଧାରରେ ଏହି ତଥ୍ୟ…
Read More...