Browsing Category

ନ୍ୟୁଜ୍

ରାଜ୍ୟ ସୀମା ଡେଇଁ ଆନ୍ଧ୍ର ଯାଉଛି ଓଡ଼ିଶା ବାଲି: ରାୟଗଡାର ବିଭିନ୍ନ ନଦୀ ଶଯ୍ୟାରୁ ବାଲି ଚୋରାଚାଲାଣ କରୁଛନ୍ତି ଆନ୍ଧ୍ର…

କନକ ବ୍ୟୁରୋ: ନଦୀ ଶଯ୍ୟା ରାୟଗଡାର କିନ୍ତୁ ଆନ୍ଧ୍ରକୁ ହେଉଛି ବାଲି ଚୋରା ଚାଲାଣ । ନଦୀ ମଝିରେ ଗାଡି ଲଗାଇ ଲିଜଧାରୀ ନଦୀରୁ ବାଲି ଉଠାଉ ଥିବା ବେଳେ ସୀମାନ୍ତ ଫାଟକ ଦେଇ ଦୈନିକ ଶତାଧିକ ବାଲି ବୋଝେଇ ଟ୍ରକ ଓ ଟିପର ଆନ୍ଧ୍ରକୁ ଯାଉଛି । ଜିଲ୍ଲା ପ୍ରଶାନର ନାକ ତଳେ ଚାଲାଣ ହେଉଥିଲେ ମଧ୍ୟ…
Read More...

ପିଏମ ଶ୍ରୀ ସ୍କୁଲକୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରି: ଦେଶରେ ଥିବା ୧୪, ୫୦୦ ସ୍କୁଲର ହେବ ଉନ୍ନତୀକରଣ

କନକ ବ୍ୟୁରୋ: ପିଏମ ଶ୍ରୀ ସ୍କୁଲକୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରି । ଦେଶରେ ପିଲାମାନଙ୍କ ଭବିଷ୍ୟତକୁ ମଜବୁତ କରିବା ପାଇଁ ଏହି ପ୍ଲାନ କରିଛନ୍ତି । ଦେଶରେ ଥିବା ୧୪, ୫୦୦ ସ୍କୁଲର ହେବ ଉନ୍ନତୀକରଣ । ପିଏମ ଶ୍ରୀ ସ୍କୁଲ ଯୋଜନାରେ ଖର୍ଚ୍ଚ ହେବ ୨୬, ୩୬୦ କୋଟି । ଏହା ଜରିଆରେ ପିଲାଙ୍କ…
Read More...

ସୋନାଲୀ ଫୋଗଟଙ୍କ ପରିବାର ଲୋକଙ୍କୁ ଭେଟିଲେ ଅରବିନ୍ଦ କେଜ୍ରିୱାଲ, କହିଲେ ସିବିଆଇ ତଦନ୍ତ ହେଲେ ଖୋଲିବ ବଡ ଗୁମର

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଆଜି ବିଜେପି ନେତା ସୋନାଲୀ ଫୋଗଟଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହି କ୍ରମରେ ତାଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମଧ୍ୟ ଉପସ୍ଥିତ ଥିଲେ । ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଆଜି ସୋନାଲୀ ଫୋଗଟଙ୍କ ହତ୍ୟା ମାମଲାରେ…
Read More...

ବର୍ଷା ଓ ଅନୁଭବ ପାରିବାରିକ ବିବାଦ ମାମଲା: ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କନକ ବ୍ୟୁରୋ: ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା । ଅନୁଭବଙ୍କୁ ଅଧିକ ପଚରାଉଚରା ପାଇଁ କରିଥିଲେ ଆବେଦନ । ବର୍ଷାଙ୍କ ଆବେଦନ ତଳ କୋର୍ଟରେ ହୋଇଥିଲା ଆଗ୍ରାହ୍ୟ । ମାମଲା ଆଗ୍ରାହ୍ୟ ପରେ ହାଇକୋର୍ଟରେ ଆବେଦନ କରିଥିଲେ…
Read More...

ମହମ୍ମଦ ରିଜୱାନ ହେଲେ ୧ ନମ୍ବର ଟି-୨୦ ବ୍ୟାଟ୍ସମ୍ୟାନ: ଟପ୍ ଟେନରେ ଜଣେ ଭାରତୀୟ, ଜାଣନ୍ତୁ ବିରାଟଙ୍କ ସ୍ଥାନ…

କନକ ବ୍ୟୁରୋ: ଏସିଆକପ ମଧ୍ୟରେ ଜାରି ହୋଇଛି ଟି-୨୦ ରାଙ୍କିଙ୍ଗ ଲିଷ୍ଟ । ତାଜା ଅପଡେଟ ଅନୁସାରେ ପାକିସ୍ତାନର ମହମ୍ମଦ ରିଜୱାନ ଏବେ ଟି-୨୦ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ବାବର ଆଜମଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି ରିଜୱାନ । ଅର୍ଥାତ ଟି-୨୦ ବ୍ୟାଟ୍ସମ୍ୟାନ…
Read More...

‘କ୍ଷମତା’ ପାଇଁ ବିଜେପିର ରଥଯାତ୍ରା, ‘ସତ୍ୟ’ ପାଇଁ କଂଗ୍ରେସର ‘ଭାରତ ଯୋଡ ଯାତ୍ରା’: କହ୍ନେୟା କୁମାର

କନକ ବ୍ୟୁରୋ: କଂଗ୍ରେସ ନେତା କହ୍ନେୟା କୁମାର ବୁଧବାର ଦାବି କରିଛନ୍ତି ବିଜେପି ୧୯୯୦ରେ ଯେଉଁ ରଥଯାତ୍ରା କରିଥିଲା ତାହା ଶାସନ କ୍ଷମତା ହାସଲ ପାଇଁ । ତେବେ କଂଗ୍ରେସ ଯେଉଁ ଭାରତ ଯୋଡ ଯାତ୍ରା କରୁଛି ତାହା ‘ସତ୍ୟ’ ପାଇଁ । କହ୍ନେୟା କୁମାରଙ୍କୁ ଦଳର ଭାରତ ଯାତ୍ରୀ କରାଯାଇଛି । ସେ…
Read More...

ବ୍ରହ୍ମପୁରରେ ସ୍ଥାନୀୟ କର୍ପୋରେଟରଙ୍କ ଗୁଣ୍ଡାରାଜ: ହାତରେ ଖଣ୍ଡା ଧରି ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ କର୍ପୋରେଟର

କନକ ବ୍ୟୁରୋ: ବ୍ରହ୍ମପୁରରେ ପୁଣି ବୁଲିଲା ଖଣ୍ଡା । ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ସ୍ଥାନୀୟ କର୍ପୋରେଟର । ଖଣ୍ଡା ଧରି ହାଣୁଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବ୍ରହ୍ମପୁରର ବିଜିପୁର ଲକ୍ଷ୍ମୀସାହିରେ ଜଣେ ଯୁବକ ଆରୁ ମହାରଣାଙ୍କୁ ମରଣାନ୍ତକ…
Read More...

ଉଦ୍ଧବଙ୍କ ଆବେଦନକୁ ଖାରଜ କଲେ ଅର୍ଥର ଜେଲ ମୁଖ୍ୟ, କହିଲେ ଜେଲ ଭିତରେ ସଞ୍ଜୟଙ୍କୁ ଭେଟିପାରିବେନି ଉଦ୍ଧବ

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଏବେ ଜେଲରେ ରହିଛନ୍ତି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ରାୱତ । ଏହି କ୍ରମରେ ସଂଜୟଙ୍କୁ ଜେଲରେ ଭେଟିବାକୁ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅର୍ଥର ଜେଲ କର୍ତ୍ତୁପକ୍ଷଙ୍କ ନିକଟରେ ଏକ ଆବେଦନ…
Read More...

ଚର୍ଚ୍ଚାରେ ବିଡିଏ କର୍ମୀଙ୍କ କେଳେଙ୍କାରୀ: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ବିଡିଏ ଫିଲ୍ଡ ଇନ୍ସପେକ୍ଟର

କନକ ବ୍ୟୁରୋ: ବନ୍ଧା ହେଲେ ବିଡ଼ିଏ ଫିଲ୍ଡ ଇନସପେକ୍ଟର । ଘରର ପ୍ଲାନ୍ କରାଇବା ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗତ ଫେବୃଆରୀ ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଏନେଇ ଜଣେ ମହିଳା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ…
Read More...

ପୁଣି ସାମ୍ନାସାମ୍ନି ଦିଲ୍ଲୀ ଉପରାଜ୍ୟପାଳ-ମୁଖ୍ୟମନ୍ତ୍ରୀ। ଚିଠି ଲେଖି କଣ କହିଲେ ପଢନ୍ତୁ…

କନକ ବ୍ୟୁରୋ: ଦିଲ୍ଲୀ ଉପରାଜ୍ୟପାଳ ବିକେ ସକସେନା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ସାମ୍ନାସାମ୍ନି ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନାହିଁ । मा. उपराज्यपाल ने मुख्यमंत्री श्री @ArvindKejriwal को पत्र लिख शिक्षा और…
Read More...