Browsing Category

ନ୍ୟୁଜ୍

ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିରେ ତ୍ରୁଟି ପ୍ରସଙ୍ଗ : ତ୍ରୁଟି ସୁଧାରି ପିଲାଙ୍କୁ ପଢ଼ାଇବାକୁ ନିର୍ଦ୍ଦେଶ; ଭୁଲରେ…

କନକ ବ୍ୟୁରୋ : ଦଶମ ଶ୍ରେଣୀ ବହିରେ ଭୁଲ ତ୍ରୁଟିକୁ ନେଇ ବିବାଦ ପରେ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ପରିଷଦ । ଏଥିରେ କୁହାଯାଇଛି ଯେ, ସ୍କୁଲର ଶିକ୍ଷକମାନେ ବହିର ଭୁଲକୁ ସୁଧାରି ପିଲାଙ୍କୁ ପଢ଼ାନ୍ତୁ । ଦଶମ ଶ୍ରେଣୀ…
Read More...

ବର୍ଷାରେ ବେହାଲ ସିଲିକନ୍ ସିଟି ବେଙ୍ଗାଲୁରୁ : ଟ୍ରାକ୍ଟର ସାହାଯ୍ୟରେ ଅଫିସ ଯାଉଛନ୍ତି କର୍ମଚାରୀ

କନକ ବ୍ୟୁରୋ : ଭାରତର ସିଲକନ୍ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରୁରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି । ସମଗ୍ର ସହର ଏକପ୍ରକାର ଜଳମଗ୍ନ ହୋଇଯାଇଛି । ପ୍ରାୟ ୨ହଜାର ଘର ପାଣି ଘେରରେ । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବିଜୁଳି ମଧ୍ୟ ବନ୍ଦ ରହିଛି । ୨ଦିନ ଲଗାଣ ବର୍ଷାରେ ରାସ୍ତାଘାଟ…
Read More...

‘କିଙ୍ଗସ୍ ୱେ’ରୁ ‘ରାଜପଥ‘, ‘ରାଜପଥ‘ରୁ ‘କର୍ତ୍ତବ୍ୟପଥ‘ । ପଢନ୍ତୁ, ଦିଲ୍ଲୀ ରାଜପଥର ଇତିହାସ । କେମିତି ବଦଳେ ଗୋଟିଏ…

କନକ ବ୍ୟୁରୋ: ପୁଣିଥରେ ବଦଳିବାକୁ ଯାଉଛି ରାଜପଥର ନାଁ । କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଥିବା ରାଜପଥର ନାଁ ବଦଳାଇବାକୁ ଯାଉଛନ୍ତି । ଯାହାର ନୂଆ ନାଁ ଏବେ କର୍ତ୍ତବ୍ୟପଥ ହେବାକୁ ଯାଉଛି । ତେବେ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଥିବା ରାସ୍ତାକୁ ହିଁ ରାଜପଥ କୁହାଯାଏ, ଯାହାର…
Read More...

ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନକୁ ଅନୁମତି : ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ଡିସିଜିଆଇ

କନକ ବ୍ୟୁରୋ : ମହାମାରୀ କରୋନା ବିରୋଧରେ ଦେଶକୁ ମିଳିଛି ବଡ ଅସ୍ତ୍ର । ଏଣିକି କରୋନାକୁ ମାତ ଦେବ ନାଜାଲ ଟିକା । ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ବିରୋଧୀ ଟିକା ବା ନାଜାଲା ସ୍ପ୍ରେକୁ ଭାରତ ସରକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ପ୍ରଥମ ଥର ପାଇଁ ଦେଶରେ…
Read More...

ଶ୍ରୀମନ୍ଦିରରେ ଆଜି ବାମନ ଜନ୍ମ ନୀତି : ୪ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ମଧ୍ୟାନ୍ନ ଧୂପ ବଢିବା ପରେ ବାମନ ଜନ୍ମ ନୀତି, ଇନ୍ଦ୍ରଧ୍ୱଜା ପୂଜା ବିଧି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି…
Read More...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି : କୋଶଳ କ୍ରାନ୍ତି ମୁକ୍ତି ମୋର୍ଚ୍ଚାର ୧୨ ଘଣ୍ଟିଆ ବନ୍ଦ ପାଳନ; କେଉଁଠି ସମର୍ଥନ,…

କନକ ବ୍ୟୁରୋ : ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ କ୍ରାନ୍ତି ମୁକ୍ତି ମୋର୍ଚ୍ଚା ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହାର ପ୍ରଭାବ ଦେଖିବାକୁ ମିଳିଛି ବଲାଙ୍ଗିରରେ । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରି ପ୍ରଦର୍ଶନ କରୁଛନ୍ତି…
Read More...

ପୋଲାଭରମ ପ୍ରକଳ୍ପ ବିବାଦ : କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ୪ ରାଜ୍ୟକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବାକୁ…

କନକ ବ୍ୟୁରୋ : ପୋଲାଭରମ ପ୍ରକଳ୍ପ ବିବାଦକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାକୁ ନେଇ ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ…
Read More...

ତେଲକୋଇ ରେଞ୍ଜରେ ଘୁରି ବୁଲୁଛି ଆହତ ଦନ୍ତାହାତୀ : ଗୋଡ଼ରେ ଆଘାତ ଲାଗିଥିବାରୁ ଚାଲିପାରୁନି ହାତୀ

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ନିକଟ ବନବିହାରୀ ପୁର-ଦୁଲ୍ଲଭପୁର ଜୁଆଙ୍ଗ ସାହି ନିକଟରେ ଗୁରୁତର ଆହତ ଦନ୍ତାହାତୀ ଘୁରି ବୁଲୁଛି । ଦନ୍ତାର ଆଗ ଗୋଡରେ ଗଭୀର ଆଘତ ଲାଗିଥିବାରୁ ସେ ଠିକରେ ଚାଲି ପାରୁନଥିବା ଜଣାପଡିଛି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି…
Read More...

ରେଳ ଧାରଣାରେ ମିଳିଲା ଦଶମ ଶ୍ରେଣୀ ଛାତ୍ରର ମୃତଦେହ : ସ୍କୁଲରେ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଆତ୍ମହତ୍ୟା…

କନକ ବ୍ୟୁରୋ : ରେଳ ଧାରଣାରେ ମିଳିଲା ଦଶମ ଶ୍ରେଣୀ ଛାତ୍ରର ମୃତଦେହ । ସ୍କୁଲରେ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ର ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତକ ହେଉଛନ୍ତି ବାଲେଶ୍ୱର ସିଦ୍ଧିବିନାୟକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ର ସୂରଜ ଗୁପ୍ତା । ସବୁଦିନ…
Read More...

କୋଶଳ ରାଜ୍ୟ ଗଠନ ଦାବିରେ ବନ୍ଦ ପାଳନ : ବନ୍ଦ ଡାକରାକୁ ସମ୍ବଲପୁରର ବିରୋଧ; ସହରରେ ଲାଗିଲା ପୋଷ୍ଟର

କନକ ବ୍ୟୁରୋ : ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୋଶଳ କ୍ରାନ୍ତି ମୁକ୍ତି ମୋର୍ଚ୍ଚା । ହେଲେ ସମ୍ବଲପୁରରେ ଏହାକୁ ସମର୍ଥନ ମିଳୁ ନାହିଁ । ଏହି ଆନ୍ଦୋଳନକୁ ବିରୋଧ କରିଛନ୍ତି ସମ୍ବଲପୁରର ୫୦ରୁ ଅଧିକ ସଙ୍ଗଠନ । ଏନେଇ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର…
Read More...