Browsing Category

ନ୍ୟୁଜ୍

ଗୁଜରାଟ ଅହମ୍ମଦାବାଦରେ ମର୍ମନ୍ତୁଦ ଦୁର୍ଘଟଣା । ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିଯିବାରୁ ୮ ଶ୍ରମିକ ମୃତ

କନକ ବ୍ୟୁରୋ : ଗୁଜରାଟ ଅହମ୍ମଦାବାଦରୁ ଆସିଛି ଏକ ଦୁଖଦ ଖବର । ଏଠାରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ମୁତାବକ ସମସ୍ତ ମୃତକ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏହି ଦୁର୍ଘଟଣା ଆଜି ସକାଳ ୯ ଟାରୁ ୯.୩୦ ମଧ୍ୟରେ ଘଟିଥିବା…
Read More...

ନାରାୟଣ ବସ୍ତିରେ ହତ୍ୟାକାଣ୍ଡ ଘଟଣା : ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ଗିରଫ କଲା କମିଶନରେଟ୍ ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ପୋଲିସ ଗିରଫ କରିଛି । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ କାହ୍ନାକୁ କମିଶନରେଟ୍ ପୋଲିସ କାବୁ କରିଛି । ଗତ ଶୁକ୍ରବାର ରାତିରେ ସୁବ୍ରତ…
Read More...

ଦିଲ୍ଲୀରେ ବଦଳିଲା ମାଗଣା ବିଜୁଳି ବଣ୍ଟନ ନିୟମ । ଏବେ ଜାଣନ୍ତୁ କାହାକୁ ମିଳିବ ଏହି ସୁବିଧା

କନକ ବ୍ୟୁରୋ : ଦିଲ୍ଲୀରେ ମାଗଣା ବିଜୁଳିକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲଙ୍କ ଘୋଷଣା ମୁତାବକ ଏବେ ଦିଲ୍ଲୀରେ ଯାହାକୁ ମାଗଣା ବିଜୁଳି ଦରକାର ତାଙ୍କୁ ଆବେଦନ କରିବାକୁ ପଡିବ । ଏନେଇ ଆଜିଠାରୁ ଆବେଦନ ଆରମ୍ଭ ହେବ ବୋଲି କୁହାଯାଇଛି । ଏନେଇ…
Read More...

ଏପଟେ କଂଗ୍ରେସର ଭାରତ ଯୋଡକୁ ସେପଟେ ନେତାଙ୍କ ଦଳ ଛାଡ, ଗୋଆରେ ୧୧ ରୁ ୮ କଂଗ୍ରେସ ବିଧାୟକ ବିଜେପିରେ ସାମିଲ

କନକ ବ୍ୟୁରୋ : ଗୋଆରେ କଂଗ୍ରେସର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ଆଜି ୮ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଏନେଇ କିଛିଦିନ ପୂର୍ବରୁ ଗୋଆ କଂଗ୍ରେସର ଅଧ୍ୟକ୍ଷ ସଦାନନ୍ଦ ତନାବଡେ ଦଳର ହାଇକମାଣ୍ଡଙ୍କୁ ସୂଚାଇ ଦେଇଥିଲେ କି ଦଳର କିଛି ବିଧାୟକ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଯାହା ଆଜି…
Read More...

ପିପିଲି ନୂଆଶାସନ ବିଭତ୍ସ ହତ୍ୟାକାଣ୍ଡ ଘଟଣା : ଡ଼େମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ

କନକ ବ୍ୟୁରୋ : ପିପିଲି ନୂଆଶାସନ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ଡ଼େମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ରମାକାନ୍ତ ବେହେରା । ଆଜି ଘଟଣା ସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ଗତକାଲି ରାତିରେ ମୋବାଇଲ ଟ୍ରାକ୍ କରି ଅଭିଯୁକ୍ତକୁ ବାଲିପାଟଣା ଅଚ୍ୟୁତପୁର ଅଞ୍ଚଳରୁ ବାନ୍ଧିଥିଲା…
Read More...

ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡ଼ିଜଙ୍କୁ ଜେରା : ଇଓଡ଼ବ୍ଲୁର ୫ଜଣିଆ ଟିମ୍ କରୁଛନ୍ତି ପଚରାଉଚରା

କନକ ବ୍ୟୁରୋ : ଅଡୁଆରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ୨୦୦କୋଟିର ଠକେଇ ମାମଲାରେ ପୁଲିସ ନିକଟରେ ହାଜର ହୋଇଛନ୍ତି । ଇଓଡ଼ବ୍ଲୁର ୫ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ୍ ଅର୍ଥ କାରବାର ମାମଲାରେ ଜ୍ୟାକଲିନ ଫସିଛନ୍ତି । ଏନେଇ…
Read More...

ଲମ୍ପି ସ୍କିନ୍ ରୋଗକୁ ନେଇ ବଢିଲା ଭୟ : ୧୪ ଜିଲ୍ଲାକୁ ଆଲର୍ଟ କଲା ପ୍ରାଣୀସମ୍ପଦ ବିଭାଗ

କନକ ବ୍ୟୁରୋ : ଲମ୍ପି ସ୍କିନ୍ ରୋଗକୁ ନେଇ ବଢିଲା ଭୟ । ୧୪ ଜିଲ୍ଲାକୁ ଆଲର୍ଟ କଲା ପ୍ରାଣୀସମ୍ପଦ ବିଭାଗ । ସୀମାନ୍ତ ଜିଲ୍ଲାର ବ୍ଲକ ଓ ଗାଁରେ ହେବ ବ୍ୟାପକ ସଚେତନତା । ଆନ୍ତଃରାଜ୍ୟ ଗୋ-ମଇଁଷି ପରିବହନ ଉପରେ ଲାଗିଲା କଟକଣା । ଗାଈ, ଗୋରୁ, ମଇଁଷିଙ୍କ ଦେହରେ ଦେଖାଦେଉଛି ଲମ୍ପି ସ୍କ୍ରିନ…
Read More...

ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନରେ ଅନିୟମିତତା ଅଭିଯୋଗ : କିଏ ଓ କେତେ ନେଉଛି ପିସି? କନକ ନ୍ୟୁଜ୍ ହାତରେ ଲାଗିଲା…

କନକ ବ୍ୟୁରୋ : ପଦାରେ ପଡିଲା ପିସି କାରବାର । ମାଲକାନଗିରିରେ ଦୁର୍ନୀତିର ଆଉ ଏକ ନୂଆ ଫର୍ଦ୍ଦ । ଏବେ ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ନେଇ ହୋଇଛି ଏହି ଦୁର୍ନୀତି । ତେବେ କିଏ ନେଉଛି ଏହି ପିସି ? କେତେ ନେଉଛି ପିସି ? କନକ ନ୍ୟୁଜ୍ ହାତରେ ଲାଗିଛି ପିସି ନୋଟ୍ ବୁକ୍ । ଚଳିତବର୍ଷ ମାଥିଲି…
Read More...

ଜାମତରା ଗ୍ୟାଙ୍ଗ୍ ବ୍ୟବହାର କରୁଥିଲେ ସିମ୍ ବକ୍ସ : ଜାଲ୍ ମେସେଜ ପଠାଇ କରୁଥିଲେ ଠକେଇ; ଜାଣନ୍ତୁ ସିମ୍ ବକ୍ସ କ’ଣ ?

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଚାଲିଥିଲା ସାଇବର ଠକେଇ ଯୋଜନା । ଜଙ୍ଗଲରେ ଏକ ମୋବାଇଲ୍ ଟାୱାର ତଳେ ବସି ବିଭିନ୍ନ ମୋବାଇଲ ନମ୍ବରରେ ପଠାଉଥିଲେ ଲକ୍ଷାଧିକ ମେସେଜ୍ । ଗୋଟିଏ ଘଣ୍ଟାରେ ଏକ ସମୟରେ ପଠାଉଥିଲେ ୫୫ ହଜାର ୬୦୦ ମୋବାଇଲ୍ ନମ୍ବରକୁ ମେସେଜ୍ ।…
Read More...

ପୁଣି ଅଡୁଆରେ ଅଭିନେତ୍ରୀ ଜ୍ୟାକଲିନ୍ : ୨୦୦କୋଟିର ଠକେଇ ମାମଲାରେ ଇଓଡବ୍ଲ୍ୟୁ ନିକଟରେ ହେବେ ହାଜର

କନକ ବ୍ୟୁରୋ : ପୁଣି ଅଡୁଆରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ୨୦୦କୋଟିର ଠକେଇ ମାମଲାରେ ହାଜର ହେବେ ପୁଲିସ ନିକଟରେ । ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ୍ ଅର୍ଥ କାରବାର ମାମଲାରେ ଜ୍ୟାକଲିନ୍ ଫସିଛନ୍ତି । ଏନେଇ ଜ୍ୟାକଲିନଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୁଲିସ୍…
Read More...