କଟକ ଏସସିବିରୁ ନବଜାତ ଶିଶୁ ଚୋରି ଅଭିଯୋଗ । ପ୍ରସୂତୀ ବିଭାଗରୁ ନବଜାତକକୁ କେହି ନେଇଯାଇଥିବା ଅଭିଯୋଗ

77

କନକ ବ୍ୟୁରୋ: କଟକ ଏସସିବିରୁ ଚୋରି ହେଲା ନବଜାତ ଶିଶୁ । ଗୋଟିଏ ନବଜାତ ଶିଶୁକୁ ଏସିସିବି ମେଡିକାଲରୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ପ୍ରସୂତୀ ବିଭାଗରୁ ନବଜାତକକୁ ନେଇ ନେଇଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଶିଶୁର ବାପା ଏସସିବି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଶିଶୁକୁ ଏପର୍ଯ୍ୟନ୍ତ କିଏ ନେଇଛି ତାହା ଜଣାପଡିନାହିଁ ।