ଆନ୍ଧ୍ରରୁ କେରଳକୁ ହେଉଥିଲା ଚନ୍ଦନ କାଠ ଚାଲାଣ। କମାଣ୍ଡର ଜିପରେ ଚାଲାଣ ହେଉଥିଲା ୧୩୦ କିଲୋ ଓଜନର ଚନ୍ଦନ କାଠ।

43

କନକ ବ୍ୟୁରୋ: କୋରାପୁଟ ସିମିଳିଗୁଡ଼ା ପୋଲିସ ଦ୍ୱାରା ୨ଚନ୍ଦନ କାଠ ମାଫିଆ ଗିରଫ । ଆନ୍ଧ୍ରପ୍ରଦେଶର ଆରକୁରୁ କେରଳକୁ ହେଉଥିଲା ଚୋରା ଚାଲାଣ । ଏକ କମାଣ୍ଡର ଜିପ୍ ସହିତ ୧୩୦ କିଲୋ ଚନ୍ଦନ କାଠ, ଗୋଟିଏ ମୋବାଇଲ, ୪ହଜାର ଟଙ୍କା ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସୁନାବେଡ଼ା ଏସଡ଼ିପିଓ ମନୋଜ ବେହେରା ।