Browsing Category

ନ୍ୟୁଜ୍

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ଗିରଫ ହେଲେ କୁଳପତି ସୁବିରେଶ ଭଟ୍ଟାଚାର୍ଯ୍ୟ

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟଲାରେ ଆଉ ଜଣେ ଗିରଫ । ପୂର୍ବତନ ଏସଏସସି ଅଧ୍ୟକ୍ଷ ତଥା ଉତର ବେଙ୍ଗଲ ବିଶ୍ୱବିଦ୍ୟାଳୟର ଭାଇସ ଚ୍ୟାନସେଲର ସୁବିରେଶ ଭଟାଚାର୍ଯ୍ୟ ଗିରଫ ହୋଇଛନ୍ତି । ୨୦୧୪ରୁ ୨୦୧୮ ସେ ଏସଏସସି ଅଧ୍ୟକ୍ଷ ଥିଲେ । ଏହି ସମୟରେ ସେ ଦୁର୍ନୀତି କରିଥିବା ଅଭିଯୋଗ…
Read More...

ଆଉ ଶୁଭିବ ନାହିଁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଶାଣିତ ସ୍ୱର । ଦୀର୍ଘଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ…

କନକ ବ୍ୟୁରୋ: ବିଧାନସଭାରେ ଲୋକଙ୍କ ପ୍ରସଙ୍ଗ ଉଠାଇ, ଗୃହରେ ବିଭିନ୍ନ ସମୟରେ ସରକାରଙ୍କୁ ଘେରୁଥିବା ବିଧାୟକ ବିଷ୍ଣୁ ସେଠୀଙ୍କ ସ୍ୱର ଆଉ ଶୁଭିବନି । ଶୁଭିବନି ତାଙ୍କର ଗୁରୁ ଗମ୍ଭୀର କଣ୍ଠସ୍ୱରରେ ଲୋକଙ୍କ ପାଇଁ ବିରୋଧୀ ଦଳର ଉପନେତା ଭାବରେ ସରକାରଙ୍କ ନିକଟରେ ରଖୁଥିବା ବିଭିନ୍ନ ଦାବି । କାରଣ…
Read More...

୬ ଜିଲ୍ଲାର ମିଶନ ଶକ୍ତି ମାଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ସ୍ୱାଧୀନତା ଦିବସରେ ୩୦ ଲକ୍ଷ ପତାକା ତିଆରି କରିଥିଲେ ମିଶନ…

କନକ ବ୍ୟୁରୋ : ନବୀନ ନିବାସଠାରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ…
Read More...

ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ବିପଦ ଏଡାଇବାକୁ ଖୋଲିଲା ହୀରାକୁଦର ୪ଟି…

କନକ ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୨ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ…
Read More...

ରତ୍ନଭଣ୍ଡାର ଖୋଲିବା ଦାବି ଭିତରେ କନକ ନ୍ୟୁଜ ହାତରେ ଲାଗିଲା ପ୍ରତ୍ନତତ୍ତ୍ୱ ବିଭାଗର ଚିଠି । ରତ୍ନଭଣ୍ଡାର ପ୍ଲାଷ୍ଟର…

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥ ଦୁର୍ବଳ ହୋଇପଡିଥିବା ନେଇ ଏଏସଆଇର ଚିଠି କନକ ନ୍ୟୁଜ ହାତରେ ଲାଗିଛି । ୮ ଅଗଷ୍ଟ ୨୦୨୨ରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇର ଭୁବନେଶ୍ୱର କାର୍ଯ୍ୟାଳୟ । ଏଥିରେ ଲେଖାଯାଇଛି, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ ମାର୍ଚ୍ଚ୍ ୨୬…
Read More...

କ୍ୟାପଟେନଙ୍କ ହାତରେ ପଦ୍ମ, ବିଜେପିରେ ସାମିଲ ହେଲେ ଅମରିନ୍ଦର ସିଂହ । 

କନକ ବ୍ୟୁରୋ: ବିଜେପିରେ ସାମିଲ ହୋଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ଦଳରେ ସାମିଲ ହେବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏନେଇ ସେ ନିଜର ସମର୍ଥକଙ୍କ ସହ ଚର୍ଚ୍ଚା ଆଲୋଚନା କରିଥିଲେ । ପଞ୍ଜାବରେ ଯଦି କିଛି ଭବିଷ୍ୟତ ଦେଖାଯାଏ ତେବେ…
Read More...

ଫେଲ୍ ମାରିଛି ସର୍ବଶିକ୍ଷା ଅଭିଯାନ: ଗୋଟିଏ ଶ୍ରେଣୀ ଗୃହରେ ପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ ପିଲା

କନକ ବ୍ୟୁରୋ: ସର୍ବଶିକ୍ଷା ଯୋଜନାରେ ସ୍କୁଲ ହେବ । ଆଉ ସ୍କୁଲରେ ପାଠ ପଢିବେ ପିଲାମାନେ । ହେଲେ ଏଠି ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଡେରାବିଶ ବରାହିଲୋ-ତରଜଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୫୦ରୁ ଅଧିକ ପିଲା ପାଠ ପଢୁଛନ୍ତି । ହେଲେ ନାହିଁ ବିଦ୍ୟାଳୟ । ଗୋଟିଏ ଶ୍ରେଣୀର…
Read More...

ବର୍ଷାରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ପ୍ରତିବାଦ: ଘରୋଇ ବ୍ୟାଙ୍କ ବିରୋଧରେ ଏକାଠି ହେଲେ ଗୋପ ବ୍ଲକର ଶତାଧିକ ମହିଳା

କନକ ବ୍ୟୁରୋ: ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ବିକ୍ଷୋଭ । ଛତାଧରି କରିଛନ୍ତି ନିଆରା ପ୍ରତିବାଦ । ପଂଜାବ ନାସନାଲ ବ୍ୟାଙ୍କ ନିକଟରେ ଗୋପ ବ୍ଲକର ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା କାର୍ଯ୍ୟ ନହେବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବର୍ଷାରେ ଛତା ଧରି ନିଜ ପ୍ରତିବାଦ…
Read More...

ଭୁଶୁଡ଼ି ପଡ଼ିଲା ୫-ଟି ବିଦ୍ୟାଳୟର ପାଚେରୀ: ପାଚେରୀ ଭୁଶୁଡ଼ି ୫୫ ଗାଈ ମୃତ

କନକ ବ୍ୟୁରୋ: ହଠାତ୍ ଭୁଷୁଡି ପଡ଼ିଲା ୫-ଟି ବିଦ୍ୟାଳୟର ପାଚେରୀ । ଚାପି ହୋଇ ମରିଗଲେ ୫୫ଟି ଗାଈ । ବିଦ୍ୟାଳୟରେ ନିମ୍ନ ମାନର କାମ ହୋଇଥିବାରୁ ଦୁର୍ବଳ ପାଚେରୀ ଭାଙ୍ଗି ପଡ଼ିଛି । ବାଙ୍କୀ ବୈଦେଶ୍ୱର ଉଚ୍ଚ ବିଦ୍ୟାଳୟ ପାଚେରୀ ଭୁଷୁଡି ପଡ଼ିବାରୁ ପାଚେରୀ ନିକଟ ଦେଇ ଫେରୁଥିବା ୫୫ଟି ଗାଈର…
Read More...

ବିଜେପିରେ ସାମିଲ ହେଲେ କ୍ୟାପଟେନ ଅମରିନ୍ଦର ସିଂହ। ଦିଲ୍ଲୀ ମୁଖ୍ୟାଳୟରେ ମିଶ୍ରଣ ପର୍ବ। 

କନକ ବ୍ୟୁରୋ: ବିଜେପିରେ ସାମିଲ ହେଲେ କ୍ୟାପଟେନ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାମିଲ ହେଲେ ଅମରିନ୍ଦର । ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ବିଜେପିରେ ବିଲୟ ହୋଇଯାଇଛି । ନରେନ୍ଦ୍ର ସିଂହ ତୋମାର…
Read More...