Browsing Category

ନ୍ୟୁଜ୍

ଜୟ ଜଗନ୍ନାଥରୁ ଆରମ୍ଭ, ଜୟ ଜଗନ୍ନାଥରେ ଶେଷ ହେଲା ନଡ୍ଡାଙ୍କ ଭାଷଣ । କହିଲେ, ସବୁ ଭାରତୀୟଙ୍କ ବସ୍ ସ୍ୱୟଂ ଜଗନ୍ନାଥ,…

କନକ ବ୍ୟୁରୋ : ସେହି ଭାଷା, ସେହି ଅନ୍ଦାଜ । ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ବିଜେଡି ସରକାର ଦୁର୍ନୀତିରେ ବୁଡି ରହିଛି, ତେଣୁ ଏହି ସରକାରକୁ ଉପାଡି ଫିଙ୍ଗିଦେବାକୁ ଆହ୍ମାନ ଦେଇଛନ୍ତି ବିଜେପି ମୁଖିଆ ।…
Read More...

ଯେଉଁଠୁ ମିଳିଥିଲା ଅଙ୍କିତାଙ୍କ ଶବ ସେଇଠୁ ଉଦ୍ଧାର ହେଲା ମୋବାଇଲ, ଏବେ ଖୋଲିବ କି ପୁରା ରହସ୍ୟ

କନକ ବ୍ୟୁରୋ : ଅଙ୍କିତା ହତ୍ୟାକାଣ୍ଡର ଯାଂଚ କରୁଥିବା ଟିମକୁ ଏକ ବଡ ସଫଳତା ମିଳିଛି । ଯାଂଚ ଏଜେନ୍ସିକୁ ଅଙ୍କିତାଙ୍କ ମୃତ ଦେହ ଯେଉଁ ଚିଲ୍ଲା ବ୍ୟାରେଜ ତଳୁ ମିଳିଥିଲା ସେଇଠାରୁ ଆଜି ଅଙ୍କିତାଙ୍କ ମୋବାଇଲ ଉଦ୍ଧାର ହୋଇଥିବା କଥା କୁହାଯାଉଛି । ହେଲେ ଏହି ମୋବାଇଲ ଅଙ୍କିତାଙ୍କର କି ନୁହେଁ ତା…
Read More...

ଅକ୍ଟୋବର ପହିଲାରେ ଲଞ୍ଚ ହେବ ୫-ଜି କମର୍ସିଆଲ ସେବା । ଜାଣନ୍ତୁ ସାଧାରଣ ଗ୍ରାହକଙ୍କ ପାଇଁ କେବେ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧ ତାରିଖରେ ୫ଜି ସେବାର ଶୁଭ ଉଦଘାଟନ କରିବେ । ଦିଲ୍ଲୀ ଦ୍ୱାରକା ସେକ୍ଟର-୨୫ରେ ଥିବା ମେଟ୍ରୋର ଆଗାମୀ ଷ୍ଟେସନ ଥିବା ସୁଡଙ୍ଗରେ ଏହି ସେବାର ଶୁଭ ଉଦଘାଟନ କରିବେ ମୋଦୀ । ସୂଚନା ମୁତାବକ, ନିର୍ମାଣାଧିନ ଅଇଆଇସିସି ପରିସରରେ ଥିବା…
Read More...

ସୁଇସାଇଡ୍ ନୋଟ୍ ଲେଖିଲେ, ପଙ୍ଖାରେ ଝୁଲିଗଲେ ମଡେଲ

କନକ ବ୍ୟୁରୋ: ସୁଇସାଇଡ୍ ନୋଟ୍ ଲେଖିଲେ । ଏହାପରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କଲେ ମଡେଲ । ଏପରି ଘଟଣା ଘଟିଛି ମୁମ୍ବାଇ ଇନେ୍ଧରୀରେ ଥିବା ଏକ ହୋଟେଲରେ । ମାୟାନଗରୀ ମୁମ୍ବାଇ କାହା ସ୍ୱପ୍ନକୁ ସାକାର କରେ ତ ଆଉ କାହା ସ୍ୱପ୍ନକୁ ଭାଙ୍ଗିଦିଏ । ଗ୍ଲାମର ଦୁନିଆଁର ଝଲମଲ ଇଲକାରେ ହସୁଥିବା…
Read More...

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ଥରୁର ଓ ଖଡଗେଙ୍କ ମଧ୍ୟରେ ହେବ ଟକ୍କର

କନକ ବ୍ୟୁରୋ :  କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ  । ବରିଷ୍ଠ କଂଗ୍ରେସ ନେତା ଶଶି ଥରରୁ ଏଆଇସିସି ମୁଖ୍ୟାଳୟକୁ ଯାଇ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତିି  । ଅଧ୍ୟକ୍ଷ ପଦ ରେସରୁ ଓହରି ଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ।…
Read More...

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସରିଲା ନାମାଙ୍କନ, ମୈଦାନରେ ନୂଆ ଚେହେରା କେ.ଏନ ତ୍ରିପାଠୀ

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ଆଜି ଏହାର ଅନ୍ତ ଘଟିଛି । ଦଳର ୩ ଜଣ ନେତା ଆଜି ଶେଷ ତାରିଖରେ ନାମାଙ୍କନ ଭରିଛନ୍ତି । ପ୍ରଥମେ ଶଶି ଥରୁରୁ ନାମାଙ୍କନ ଭରିଥିବା ବେଳେ ଦ୍ୱିତୀୟରେ ଦଳର ବରିଷ୍ଠ ନେତା…
Read More...

ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସତ କରୁଛି ଏକାଡେଜ୍ ଇନଷ୍ଟିଚ୍ୟୁଟ୍: ନିଟ୍ ଓ ଜେଇଇ ପରୀକ୍ଷାରେ ସଫଳତା ପାଇଛନ୍ତି…

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସତ କରୁଛି ଏକାଡେଜ୍ ଇନଷ୍ଟିଚ୍ୟୁଟ୍ । ନିଟ୍ ଓ ଜେଇଇ ପରୀକ୍ଷାରେ ସଫଳତା ହାତେଇଛନ୍ତି ଏକାଡେଜ୍ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ । ଚଳିତ ବର୍ଷ ଜାତୀୟ ସ୍ତରରେ ଅନେକ ପିଲା ନିଟ୍ ଓ ଜେଇଇ ପରୀକ୍ଷାରେ ସଫଳତା ପାଇଛନ୍ତି । ପରୀକ୍ଷାରେ ଭଲ ରାଙ୍କ୍ ରଖି…
Read More...

ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି : ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

କନକ ବ୍ୟୁରୋ : ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସ୍ଲଟ ବୁକିଂ ଅବଧି । ସମସ୍ତ ନମ୍ବର ପାଇଁ ମାସେ ପର୍ଯ୍ୟନ୍ତ ବଢ଼ିଲା ସମୟ ସୀମା । ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ମାସେ ମହଲତ ମିଳିଛି । ସମୟ ସୀମା ବୃଦ୍ଧି ପାଇଁ ହାଇକୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର ।…
Read More...

ଆସନ୍ତା କାଲିଠାରୁ ବଦଳିଯିବ କ୍ରେଡିଟ୍ କାର୍ଡ ସହିତ ଜଡିତ ଏହି ୩ ଟି ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କିଭଳି ପଡିବ…

କନକ ବ୍ୟୁରୋ : ଚଳିତ ବର୍ଷ ଏପ୍ରିଲ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କ୍ରେଡିଟ ଓ ଡେବିଟ୍ କାର୍ଡ ଜାରି କରିବା ନେଇ ନୂଆ ମାନଦଣ୍ଡ ଜାରି କରିô୍ଲେ । ଏହି ମାନଦଣ୍ଡ ମୁତାବକ କ୍ରେଡିଟକାର୍ଡ କ୍ୟାନସଲ, ବିଲିଂ ଆଦି ନିୟମ ଜଡିତ ଥିଲା । ଏହାସହ ଉଭୟ କ୍ରେଡିଟ ଓ ଡେବିଟ କାର୍ଡ ଟୋକନାଇଜେସନ…
Read More...

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ : ଉଠିଲା ପ୍ରଶ୍ନ, କାଷ୍ଟିଂ କାଉଚ୍ ନା ବ୍ଲାକମେଲିଂ

କନକ ବ୍ୟୁରୋ : ଫିଲ୍ମ ପ୍ରଡ୍ୟୁସରଙ୍କ ଭିଡିଓ ଭାଇରାଲ । ପ୍ରଶ୍ନ ଉଠୁଛି, କାଷ୍ଟିଂ କାଉଚ ନା ବ୍ଲାକମେଲିଂ । ବରିଷ୍ଠ ଫିଲ୍ମ ପ୍ରଯୋଜକ ତଥା କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମର ମୁଖ୍ୟ ଅକ୍ଷୟ ପରିଜାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଅଭିଯୋଗ ଆସିଛି ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରିଛନ୍ତି…
Read More...