ବିଜେପିରେ ସାମିଲ ହେଲେ କ୍ୟାପଟେନ ଅମରିନ୍ଦର ସିଂହ। ଦିଲ୍ଲୀ ମୁଖ୍ୟାଳୟରେ ମିଶ୍ରଣ ପର୍ବ। 

112

କନକ ବ୍ୟୁରୋ: ବିଜେପିରେ ସାମିଲ ହେଲେ କ୍ୟାପଟେନ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାମିଲ ହେଲେ ଅମରିନ୍ଦର । ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ବିଜେପିରେ ବିଲୟ ହୋଇଯାଇଛି । ନରେନ୍ଦ୍ର ସିଂହ ତୋମାର  ଅବଂ କିରଣ ରିଜିଜୁ ତାଙ୍କୁ ଜଳର ସଦସ୍ୟତା ଫର୍ମ ପ୍ରଦାନ କରିଛନ୍ତି । ଅମରିନ୍ଦରଙ୍କ ଅନେକ ସହଯୋଗୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।