Browsing Category

ନ୍ୟୁଜ୍

ଆଜି ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା । ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା…

କନକ ବ୍ୟୁରୋ : ଆଜି ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଞ୍ଜିତ ବେହେରା । ଅର୍ଚ୍ଚନାଙ୍କ ଘରର ଇଂଟେରିଅର ଡିଜାଇନ କାମ ରିଥିଲେ ରଞ୍ଜିତ । ତେବେ ଆଜି ରଞ୍ଜିତ ଓ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି । ଅର୍ଚ୍ଚନାଙ୍କ ଘରର ଇଂଟେରିଅର କାମ ପାଇଁ…
Read More...

ଧାନ ବିକ୍ରି ଆରମ୍ଭ ନ ହେଉଣୁ ମଣ୍ଡିରେ ଅବ୍ୟବସ୍ଥା । ବସ୍ତା ପିଛା ୬ କିଲୋରୁ ଅଧିକ କଟଣୀ ଛଟନୀ ହେଉଥିବା ଅଭିଯୋଗ

କନକ ବ୍ୟୁରୋ : ଧାନ ବିକ୍ରି ଆରମ୍ଭ ନ ହେଉଣୁ ମଣ୍ଡିରେ ଦେଖାଦେଇଛି ଅବ୍ୟବସ୍ଥା । ବସ୍ତା ପିଛା ୬ କିଲୋରୁ ଅଧିକ ଲେଖାଏଁ କଟଣୀ ଛଟନୀ ହେଉଥିବା ନେଇ ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକରେ ଥିବା ମଣ୍ଡିରେ ଏଭଳି ଦୁର୍ନୀତି ଅଭିଯୋଗ ହୋଇଛି । କଂଟାବାଞ୍ଝି କଂଗ୍ରେସ ବିଧାୟକ…
Read More...

ଖଲ୍ଲିକୋଟରେ ରାଗିଂ ପାଇଁ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାଗିଂ ଅଭିଯୋଗରେ ୭ ଛାତ୍ରଙ୍କୁ କରାଗଲା ସସପେଣ୍ଡ ।

କନକ ବ୍ୟୁରୋ: ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ । ରାଗିଂ ଅଭିଯୋଗରେ ୭ ଜଣ ଛାତ୍ରଙ୍କୁ ସ୍କୁଲରୁ ସସପେଣ୍ଡ କଲେ ବିଦ୍ୟାଳୟର ଅଧ୍ୟକ୍ଷ । ତେବେ ବିଦ୍ୟାଳୟର ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ଆଧାରରେ ଅଧ୍ୟକ୍ଷ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଖାଲି ସେତିକି ନୁହେଁ…
Read More...

୧୬ ବର୍ଷ ପରେ ଫିଫା ବିଶ୍ୱକପ୍ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ରୋନାଲ୍ଡୋଙ୍କ ଟିମ୍ । ଦେଖନ୍ତୁ, କେଉଁ ଦଳ ସହ ଖେଳିବ…

କନକ ବ୍ୟୁରୋ: ଚମତ୍କାର ପ୍ରଦର୍ଶନ ସହିତ ଫିିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ପର୍ତ୍ତୁଗାଲ । ମଙ୍ଗଳବାର ରାତିରେ ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ଦଳ ସ୍ୱିଜରଲ୍ୟାଣ୍ଡକୁ ୬-୧ର ବଡ ବ୍ୟବଧାନରେ ହରାଇ କ୍ୱାର୍ଟର ଫାଇନାଲ ଟିକେଟ୍ ହାସଲ କରିଛି । ତେବେ ଆଗାମୀ…
Read More...

କେନ୍ଦୁଝରରେ ଏସଟିଏଫ୍ ଓ ପୋଲିସ ଉପରକୁ ଗୁଳିମାଡ । ଗୋରୁ ବୋଝେଇ କଣ୍ଟେନର ଜବତ କରି ନେବାବେଳେ ଗୁଳିମାଡ

କନକ ବ୍ୟୁରୋ: କେନ୍ଦୁଝରରେ ଏସଟିଏଫ୍ ଓ ପୋଲିସ ଉପରକୁ ଗୁଳିମାଡ । କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଦୁଇ ଗୋରୁ ବୋଝେଇ କଣ୍ଟେନର ଗାଡି ଜବତ କରିଥିଲା ଏସଟିଏଫ୍ ଟିମ । କେନ୍ଦୁଝର ଜିଲ୍ଲା ଦେଇ ପ୍ରତ୍ୟେକ ଦିନ ସଂଖ୍ୟାଧିକ ବେଆଇନ ଗୋରୁ ଚାଲାଣ ହେଉଥିବାବେଳେ ଖବରପାଇ ଭୁବନେଶ୍ୱରରୁ ଏକ ଏସଟିଏଫ୍…
Read More...

ବ୍ଲାକରୋଜ୍ ଜାହାଜ ବୁଡି ଘଟଣାର ତଦନ୍ତ ବନ୍ଦ । ସାଂଘାତିକ ଅଭିଯୋଗ ଆଣିଲେ ସତ୍ୟ ପ୍ରକାଶ ନାୟକ ।

କନକ ବ୍ୟୁରୋ: ପାରାଦୀପରେ ବ୍ଲାକରୋଜ୍ ଜାହାଜ ବୁଡି ଘଟଣାର ତଦନ୍ତକୁ ବନ୍ଦ କରିଦେଇଛି ସିବିଆଇ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅସହଯୋଗରୁ ଏଭଳି କରିବାକୁ ବାଧ୍ୟହେଲା ସିବିଆଇ । ସୂଚନା ଅଧିକାର ଅଭିଯାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି ସତ୍ୟ…
Read More...

ବଡ କମ୍ପାନୀରେ ବି କର୍ମଚାରୀ ହୁଅନ୍ତି ହିଂସା ଓ ଉତ୍ପୀଡନର ଶିକାର । ୨୨.୮ ପ୍ରତିଶତ କର୍ମଚାରୀ ସହ୍ୟ କରନ୍ତି…

କନକ ବ୍ୟୁରୋ: ଗରିବ, ଶ୍ରମିକମାନେ ଖାଲି ଯେ କାର୍ଯ୍ୟସ୍ଥଳରେ ନିର୍ଯ୍ୟାତନାର ଶିକାର ହୁଅନ୍ତି ତାହା ନୁହେଁ , ବଡ ବଡ କମ୍ପାନୀରେ କର୍ମଚାରୀମାନେ ମଧ୍ୟ ଉତ୍ପୀଡନାର କିମ୍ବା ହିଂସାର ଶିକାର ହୋଇଥାନ୍ତି । ଜାତିସଂଘ ଏବଂ ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ ପକ୍ଷରୁ ମିଳିତ ଭାବେ କରାଯାଇଥିବା…
Read More...

ଖାଲି ପେଟରେ ଶୋଇବାକୁ ଯିବା ଉଚିତ୍ ନୁହେଁ । କେହି ଖାଲି ପେଟରେ ଶୋଉନଥିବା ସୁନିଶ୍ଚିତ କରିବା ଆମର ସଂସ୍କୃତି :…

କନକ ବ୍ୟୁରୋ: କେହି ଖାଲି ପେଟରେ ଶୋଇବାକୁ ଯିବା ଉଚିତ୍ ନୁହେଁ । ଏକ ମାମଲାର ବିଚାର କରି ସର୍ବୋଚ୍ଚ କୋର୍ଟ କହିଛନ୍ତି, ଖାଦ୍ୟ ସମସ୍ତଙ୍କ ପାଖରେ ପହଞ୍ଚୁଛି, କେହି ଖାଲି ପେଟରେ ଶୋଉନଥିବା ସୁନିଶ୍ଚିତ କରିବା ଆମର ସଂସ୍କୃତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ଦିଆଯାଉଥିବା ଖାଦ୍ୟଶସ୍ୟ…
Read More...

ଏତଲା ପଞ୍ଜିକରଣରେ ପୁଲିସ ନିଷ୍କ୍ରିୟତାକୁ ନେଇ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ । ନିୟମ ପାଳନ କରୁନଥିଲେ ଦୃଢ…

କନକ ବ୍ୟୁରୋ: ଏତଲା ପଞ୍ଜିକରଣରେ ପୁଲିସ ନିଷ୍କ୍ରିୟତାକୁ ନେଇ ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବାରମ୍ବାର ତାଗିଦ୍ ସତ୍ୱେ ପୁଲିସ ଅଧିକାରୀମାନେ ନିୟମ ଅବହେଳା କରୁଥିବାରୁ ସେମାନଙ୍କୁ ସତର୍କ କରାଇଛନ୍ତି କୋର୍ଟ । ନିୟମ ପାଳନ କରୁନଥିବା ଅଫିସରଙ୍କ ବିରୋଧରେ ଦୃଢ…
Read More...

ଆଜି ପ୍ରକାଶ ପାଇବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ । ସକାଳ ୮ ଟାରୁ  ଭୋଟ ଗଣତି, ସନ୍ଧ୍ୟା ସୁଦ୍ଧା ରେଜଲ୍ଟ ।

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ । ସକାଳ ୮ ଟାରୁ  ଭୋଟ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ । ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟ ମୁତାବକ ଏଥର ବିଜେପିକୁ ହରାଇ ନିର୍ବାଚନ ଜିତିପାରେ ଆପ୍ । ପ୍ରତ୍ୟକ୍ଷ ନିର୍ବାଚନରେ କିଏ ହେଉଛନ୍ତି ମେୟର…
Read More...