Browsing Category

ନ୍ୟୁଜ୍

ବର୍ଷ ଆରମ୍ଭରୁ ସିରିଜ୍ ହାତେଇଲା ଭାରତ । ମନ ଛୁଇଁଲା ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟ । ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ୨-୧ରେ ସିରିଜ ହାତେଇ ନେଇଛି ଟିମ୍ ଇଣ୍ଡିଆ । ଭାରତ ପ୍ରଥମେ ବ୍ୟାଟିଂ କରି ୨୨୯ ରନର…
Read More...

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରୁ ନକ୍ସଲ ସମସ୍ୟା ହଟାଇବାକୁ ପ୍ରୟାସ କରୁଛି କେନ୍ଦ୍ର । ଛତିଶଗଡ଼ର କୋରବାରରେ…

କନକ ବ୍ୟୁରୋ : ୨୦୨୪ ପୂର୍ବରୁ ଭାରତରୁ ନକ୍ସଲ ସମସ୍ୟା ହଟାଇବାକୁ ପ୍ରୟାସ ହେଉଛି । କେନ୍ଦ ୍ରଗୃହମନ୍ତ୍ରୀ ଅମିତ ଶାହ ଏପରି କହିଛନ୍ତି । ଛତିଶଗଡର ଏକ ନିର୍ବାଚନ ରାଲିରେ ଯୋଗ ଦେଇ ଶାହ ଏଭଳି କହିଛନ୍ତି । ଅମିତ ଶାହା କହିଛନ୍ତି ଯେ ନକ୍ସଲ ପ୍ରଭାବିତ ଅଂଚଳ ନକ୍ସଲବାଦରୁ ମୁକ୍ତି ପାଇବାରେ…
Read More...

ରାଉରକେଲାକୁ ବିମାନ ଉଡାଣ ନେଇ ତେଜିଲା ଶ୍ରେୟ ରାଜନୀତି । ଖବରକାଗଜରେ ବିମାନ ଉଡାଣ ପାଇଁ ବିଜ୍ଞାପନ ଜରିଆରେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ରାଉରକେଲାକୁ ବିମାନ ସେବା ଯୋଗାଇ ଦେବା ନେଇ ଆଜି ଖବରକାଗଜରେ ବିଜ୍ଞାପନ ଜରିଆରେ ଧନ୍ୟବାଦ ଦିଆଯାଇଛିି । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ମଧ୍ୟ ରହିଛି ।…
Read More...

୯୧ ରନରେ ହାରିଲା ଶ୍ରୀଲଙ୍କା, ସିରିଜ ହାତେଇଲା ଭାରତ

କନକ ବ୍ୟୁରୋ: ଆଜି ଶ୍ରୀଲଙ୍କା ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ କରିଥିଲେ । ବୋଲରମାନେ ମଧ୍ୟ ଚମତ୍କାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇଛନ୍ତି । ଭାରତ ଏହି ମ୍ୟାଚରେ ଶ୍ରୀଲଙ୍କାଠାରୁ ୯୧ ରନର…
Read More...

ବିହାରରେ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା: ୨ କୋଟି ୫୮ ଲକ୍ଷ ଅଧିକ ପରିବାରର ଆରମ୍ଭ ହେଲା ସର୍ଭେ କାମ

କନକ ବ୍ୟୁରୋ: ବିହାରରେ ଶନିବାର ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା ଆରମ୍ଭ ହୋଇଛି । ଜାନୁୟାରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଜାତିଭିତିକ ଜନଗଣନା ଜାନୁୟାରୀ ୨୧ ତାରିଖ ଯାଏଁ ଚାଲିବ । ଏଥିରେ ପ୍ରାୟ ୫ ଲକ୍ଷ ୧୮ ହଜାର କର୍ମଚାରୀ ୨ କୋଟି ପରିବାର ପାଖରେ ପହଂଚି ଜନଗଣନା କରିବେ । ପ୍ରଥମ…
Read More...

ଏମ୍ସ ସମାବର୍ତନ ଉତ୍ସବରେ ସାମିଲ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ପାଇଁ…

କନକ ବ୍ୟୁରୋ: ଏମ୍ସ ସମାବର୍ତନ ଉତ୍ସବରେ ଗୋଟିଏ କି ଦୁଇଟା ନୁହେଁ ଏକାଥରକେ ଛଅ ଛଅଟି ମେଡାଲ ପାଇଛନ୍ତି ଡ. ଅନୀଲ କୁମାର ଦାଶ । ବାଲିଅନ୍ତାର ଏକ ଛୋଟ ଗାଁରୁ ଆସି ସେ ଏହି ସଫଳତା ପାଇଛନ୍ତି । ଏଥିପାଇଁ ସେ ପରିବାର ସମେତ ଏମ୍ସ ଓ ନିଜ ସହଯୋଗୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ କହିବା କଥା…
Read More...

ପ୍ରାୟଶ୍ଚିତ ପାଇଁ ଶ୍ରୀକ୍ଷେତ୍ରକୁ ଆସିଲେ କଂସ: ମହୋଦଧୀରେ ସ୍ନାନ କରି ପାପ ଧୋଇଲେ

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ବରଗଡର ଧନୁଯାତ୍ରା ଉତ୍ସବ ଶେଷ ହୋଇଛି । ବରଗଡରେ କଂସଙ୍କ ରାଜୁତି ଶେଷ ହେବା ପରେ ପ୍ରାୟଶ୍ଚିତ କରିବାକୁ ପୁରୀ ଆସିଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ । ମୁକ୍ତାକାଶ ରଙ୍ଗ ମଂଚରେ ଅଭିନୟ ବେଳେ ଭଗବାନ ଓ ଦେବାଦେବୀଙ୍କୁ ଅନେକ କଟୁ କଥା…
Read More...

ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ: ୨୨୮ ରନର ବିଶାଳ ସ୍କୋର କଲା ଭାରତ, ଶୀଲଙ୍କା ଆଗରେ ୨୨୯ ଟାର୍ଗେଟ

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଛକା ଚୌକା ବର୍ଷା କରି ସୂର୍ଯ୍ୟ ଏହି ମ୍ୟାଚରେ ଶତକ ହାସଲ କରିଛନ୍ତି । ଫଳରେ ଭାରତ ୨୦ ଓଭରରେ ୨୨୮ ରନର ବିଶାଳ ସ୍କୋର କରିବାରେ ସଫଳ ହୋଇଛି । ଏବେ…
Read More...

ଶ୍ରୀଲଙ୍କା ବିପକ୍ଷରେ ଚମକିଲେ ସୂର୍ଯ୍ୟ । ମାତ୍ର ୪୫ ବଲରୁ ହାସଲ କଲେ ଶତକ ।

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ୩ୟ ଟି-୨୦ରେ ଚମକିଲେ ସୂର୍ଯ୍ୟକୁମାର । ମାତ୍ର ୪୫ ବଲରୁ ହାସଲ କଲେ ଶତକ । ଶନିବାର ଶ୍ରୀଲଙ୍କା ବିପକ୍ଷରେ ରନ୍ ବର୍ଷା କରିବା ସହ ସୂର୍ଯ୍ୟକୁମାର ଅନ୍ତର୍ଜାତୀୟ ଟି- ୨୦ ମ୍ୟାଚରେ ୩ୟ ଶତକ ହାସଲ କରିଛନ୍ତି । ଏଥିସହ ୨୦୨୩ ବର୍ଷରେ ପ୍ରଥମ ଶତକ ହାସଲ କରିଛନ୍ତି…
Read More...

ହାତୀ ଆକ୍ରମଣରେ ଗଲା ୪ ଜଣଙ୍କ ଜୀବନ: ଅନଗୁଳ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଲୋକେ

କନକ ବ୍ୟୁରୋ: ବନ ବିଭାଗର ଅବହେଳାରୁ ଅନଗୁଳରେ ଜଙ୍ଗଲୀ ହାତୀ ଗୋଡାଇ ଗୋଡାଇ ୪ ଜଣଙ୍କୁ ଦଳି ଦେଇଛି । ଏଭଳି ଅଭିଯୋଗ ଆଣି ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରଖି ବିକ୍ଷୋଭ କରିଛନ୍ତି ଉତ୍ୟକ୍ତ ଗ୍ରାମବାସୀ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ବନବିଭାଗ ବିରୋଧରେ…
Read More...