Browsing Category

ନ୍ୟୁଜ୍

ବଢୁଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ: ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

କନକ ବ୍ୟୁରୋ: ରାଜ୍ୟରେ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ତାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି । ରାଜ୍ୟର ସଡ଼କ ସୁରକ୍ଷା ପାଇଁ କି କି ପଦକ୍ଷେପ ନିଆଯାଇଛି ଏ ନେଇ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି…
Read More...

ପୁଣି ଦୁଇ ଫାଳ ହୋଇଯିବ କି ପାକିସ୍ତାନ? ଉତର ପାକିସ୍ତାନରେ ସମାନ୍ତରାଳ ସରକାର ଗଢ଼ିଲା ତେହରିକ୍-ଏ-ତାଲିବାନ ସଂଗଠନ

କନକ ବ୍ୟୁରୋ: ପାକିସ୍ତାନର ଉତର ଭାଗରେ ତେହେରିକ-ଇ-ତାଲିବାନ ସ୍ୱତନ୍ତ୍ର ସରକାର ଘୋଷଣା କରିବା ପରେ, ଏମିତି ସ୍ଥିତି ସୃଷ୍ଟି ହୋଇଛି । ତେହେରିକ୍ ଇ-ତାଲିବାନ ଓ ବେଲୁଚ ବିଛନ୍ନତାବାଦୀମାନେ ମିଶି ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତ, ଗିଲଗିଟ୍-ପାକସ୍ତାନ, ଖାଇବର ପଖତୁନଖ୍ୱା, ପେଶାୱର, କେହାଟ…
Read More...

ଶନିବାର ଠାରୁ ବିହାରରେ ଆରମ୍ଭ ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା, ଜାଣନ୍ତୁ କଣ କହିଲେ ତେଜସ୍ୱୀ ଯାଦବ ?

କନକ ବ୍ୟୁରୋ : ବିହାରରେ ଶନିବାର ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା ଆରମ୍ଭ ହୋଇଛି । ଶନିବାର ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ଏହି ଜନଗଣନାରେ କେବଳ ଜାତି ପଞ୍ଜିକୃତ ହେବ । ଉପ- ଜାତି ପଞ୍ଜିକୃତ ହେବ ନାହିଁ । ଏହା ଦ୍ୱାରା ସରକାର ଗରିବମାନଙ୍କ ପାଇଁ କରୁଥିବା…
Read More...

ଦିଲ୍ଲୀରେ ସର୍ବନିମ୍ନ ୨ ଡିଗ୍ରୀକୁ ଖସିଲା ପାରଦ । ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ଜନ ଜୀବନ, ଘନ କୁହୁଡି ଯୋଗୁଁ ଟ୍ରେନ ଓ…

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଆଜି ରେକର୍ଡ ଥଣ୍ଡା ଅନୁଭତ ହୋଇଛି । ସର୍ବନିମ୍ନ ତାପମାତ୍ରା ୨ ଦଶମିକ୍ ୨ ଡିଗ୍ରୀକୁ ଖସିଆସିଥିବା ବେଳେ ହାରାହାରି ତାପମାତ୍ରା ୫ ଡିଗ୍ରୀର ତଳେ ରେକର୍ଡ କରାଯାଇଛି । ଯାହାକି ଚଳିତ ଥର ସବୁଠୁ କମ୍ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।…
Read More...

ପୁଟିନଙ୍କ ଯୁଦ୍ଧବିରତିକୁ ୟୁକ୍ରେନର ପ୍ରତ୍ୟାଖାନ । ସୀମାରେ ମୁହାଁମୁହିଁ ଦୁଇଦେଶର ସେନା

କନକ ବ୍ୟୁରୋ : ରଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ୩୬ ଘଂଟିଆ ଯୁଦ୍ଧବିରତିକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍ । ଅସ୍ତ୍ରବିରତି ସ୍ୱତେ ୟୁକ୍ରେନ ପକ୍ଷରୁ ସୀମାରେ ଆକ୍ରମଣ କରାଯାଇଥିବା ରୁଷ ଅଭିଯୋଗ କରିଛି । ହେଲେ ରୁଷର ଏହି ଅଭିଯୋଗକୁ ୟୁକ୍ରେନ ପ୍ରତ୍ୟାଖାନ କରିଛି । ୟୁକ୍ରେନ ପକ୍ଷରୁ…
Read More...

ଗୃହମନ୍ତ୍ରୀଙ୍କୁ କଂଗ୍ରେସ ସଭାପତିଙ୍କ ଟାର୍ଗେଟ । କହିଲେ, ରାମ ମନ୍ଦିର ପୂଜକ କି ମହନ୍ତ ନୁହଁନ୍ତି ଅମିତ ଶାହ

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କିଛି ଏହିପରି ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏକ ର୍ୟାଲିରେ ଅମିତ ଶାହା ଅଯୋଧ୍ୟା ଶ୍ରୀରାମ ମନ୍ଦିର ଉଦ୍ଘାଟନ ତାରିଖ ଘୋଷଣା କରିବା ପରେ ଏହାକୁ ନେଇ ଗୃହମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ଖଡଗେ । ଖଡଗେ…
Read More...

ଉଦବେଗ ଜନକ ଯୋଶୀମଠ ସମସ୍ୟା, ତୁରନ୍ତ ସମାଧାନ କରିବାକୁ ବୈଜ୍ଞାନିକଙ୍କ ପରାମର୍ଶ

କନକ ବ୍ୟୁରୋ : ଉତରାଖଣ୍ଡ ଯୋଶୀମଠ ଅଂଚଳରୁ ଆସୁଥିବା ଏହି ଦୃଶ୍ୟକୁ ଦେଖନ୍ତୁ । ମାଟି ଦବିବା ଫଳରେ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି । ମାଟି ଧଷିବା ଫଳରେ ଘରଗୁଡିକରେ ଫାଟ ସୃଷ୍ଟି ହୋଇଛି । ଯୋଶୀମଠ ଆଖପାଖଅଂଚଳରେ ୫୬୧ ଘରର କାନ୍ଥରେ ଫାଟ ଦେଖିବାକୁ ମିଳିଛି । କେଉଁ କାରଣ ପାଇଁ…
Read More...

ଡାକ୍ତରଙ୍କ ମୁହଁରେ କ୍ୟାନସରେ ପୀଡିତ ୬ବର୍ଷ ପିଲାର କାହାଣୀ । କୁନି ପିଲାଟି ଜାଣିଥିଲା ନିଜ ମୃତ୍ୟୁର କଥା

କନକ ବ୍ୟୁରୋ : ଡକ୍ଟର, ମୁଁ ଏହି ରୋଗ ବିଷୟରେ ସବୁକିଛି ଜାଣିଛି । ଆଇପାଡ୍ରେ ପଢିଛି ଏବଂ ଏ କଥା ବି ଜାଣିଛି ଯେ, ମୋ ପାଖରେ ଆଉ ମାତ୍ର ୬ମାସର ସମୟ ଅଛି । ୬ ମାସ ପରେ ମୁଁ ଆଉ ବଂଚିବି ନାହିଁ । ହେଲେ ଏକଥା ମୁଁ ମୋ ବାପା, ମାଆଙ୍କୁ ଜଣାଇବେ ନାହିଁ । ସେମାନେ ଦୁଃଖ କରିବେ । ସେମାନେ ମତେ…
Read More...

ମହଙ୍ଗା ପଡିଲା ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା । ଅଭିଯୁକ୍ତ ଶଙ୍କର ମିଶ୍ରା ଗିରଫ

କନକ ବ୍ୟୁରୋ : ଏୟାର ଇଣ୍ଡିଆ ଫ୍ଲାଇଟରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ ଶଙ୍କର ମିଶ୍ରା । ଘଟଣାର ୬ ସପ୍ତାହ ପରେ ବାଙ୍ଗୁଲୁରୁରୁ ଅଭିଯୁକ୍ତ ଶଙ୍କରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗତ ନଭେମ୍ବର ୨୬ରେ ଘଟିଥିବା ଏହି ଘଟଣାକୁ ନେଇ ସାରା ଦେଶରେ…
Read More...

ଖରିଆରରୁ ଭୁବନେଶ୍ୱର: ସାମନାକୁ ଆସିଲା ଇରାନୀ ଗ୍ୟାଙ୍ଗର ଲୁଟ କାହାଣୀ

କନକ ବ୍ୟୁରୋ: କମିଶନରେଟ ପୁଲିସର ସ୍ପେଶାଲ ସ୍କାର୍ଡ ହାତରେ ଧରାପଡିଛି ଇରାନୀ ଗ୍ୟାଙ୍ଗ । ଆଉ ଜବତ ହୋଇଛି ପୁଳା ପୁଳା ଗାଡି ଓ ସୁନା । ଯେଉଁ ଗ୍ୟାଙ୍ଗ ଦୀର୍ଘଦିନ ଧରି ପୁଲିସର ନିଦ ହଜାଇ ମୋଷ୍ଟ ୱାଂଟେଡ ଥିଲା, ବର୍ତମାନ ସେହି ଗ୍ୟାଙ୍ଗକୁ ଧରିଛି ପୁଲିସ । କେବଳ ଓଡିଶା ପାଇଁ ନୁହେଁ…
Read More...