Browsing Category

ନ୍ୟୁଜ୍

ପୁଣି ବଢୁଛି କରୋନା ସଂକ୍ରମଣ । ଜରୁରୀ ବୈଠକ ଡକାଇଲେ ଦିଲ୍ଲୀ ସରକାର, ସତର୍କ ରହିବାକୁ ପରାମର୍ଶ

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ ବଢିବାରେ ଲାଗିଛି । ରାଜଧାନୀର ସ୍ଥିିତି ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ…
Read More...

ନୂଆ ଅବକାରୀ ନୀତି : ମହଙ୍ଗା ହେବ ମଦ, ଗାଁରେ ଖୋଲିବନି ନୂଆ ଦୋକାନ । ବିୟର ପାର୍ଲରରେ ବିକ୍ରିହେବ ୱାଇନ, ସମୁଦ୍ର…

କନକ ବ୍ୟୁରୋ: ରାଜ୍ୟ ସରକାର ୨୦୨୩-୨୪ ବର୍ଷ ପାଇଁ ଆଣିଛନ୍ତି ନୂଆ ଅବକାରୀ ନୀତି । ନୂଆ ଅବକାରୀ ନୀତି ଅନୁସାରେ, ଗାଁରେ ଖୋଲିବନି ନୂଆ ମଦ ଦୋକାନ । କିନ୍ତୁ ଏଣିକି ବିୟର ପାର୍ଲରରେ ମିଳିବ ୱାଇନ୍ । ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ଏଣିକି ସମୁଦ୍ର କୂଳରେ ବି ମଦ ମିଳିବ । ତେବେ କେବଳ…
Read More...

ନବ ଦାସଙ୍କ ଝିଅ ଦୀପାଳିଙ୍କୁ ଟିକେଟ୍ ଦେଲା ବିଜେଡି । ଦଳ ଖେଳିଲା ମହିଳା ଓ ଅନୁକମ୍ପା କାର୍ଡ । ବିଜେପି ଓ କଂଗ୍ରେସ…

କନକ ବ୍ୟୁରୋ: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ଝାରସୁଗୁଡା ଉପନିର୍ବାଚନ ପାଇଁ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଟିକେଟ ଦେଇଛି ବିଜେଡି । ଦୀପାଳି ଦାସଙ୍କ ନାଁକୁ ଦଳ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ତେବେ ନବ ଦାସଙ୍କ ହତ୍ୟା ପରେ…
Read More...

୬ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ । ୪ଟି କାର୍ଯ୍ୟଦିବସ ପୂର୍ବରୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ…

କନକ ବ୍ୟୁରୋ: ୬ ଦିନ ପୂର୍ବରୁ ଅର୍ଥାତ ୪ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ । ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ମୋଟ ୨୩ଟି କାର୍ଯ୍ୟଦିବସ…
Read More...

କ୍ଷୁଦ୍ର ଜମାକାରୀଙ୍କ ପାଇଁ ସରକାର ଆଣିଲେ ଖୁସିଖବର । ଏହି ସବୁ ସଞ୍ଚୟ ଯୋଜନା ଉପରେ ବଢିଲା ସୁଧହାର

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଦେଶରେ ନୂଆ ଆର୍ଥିର୍କ ବର୍ଷ ଆରମ୍ଭ ହେବାକୁ ଯାଉଛି । ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ଦେଶର ଅଗଚ୍ଚିତ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଅର୍ଥ ମନ୍ତ୍ରଣାଳୟ ତରଫରୁ ସୁକନ୍ୟ ସମୃଦ୍ଧି ଯୋଜନା ଠାରୁ ଆରମ୍ଭ କରି…
Read More...

ଜନ୍ମରୁ ଖାଇ ନାହାନ୍ତି ଭାତ, ତରକାରୀ: ୨୧ ବର୍ଷ ହେବ ଚୁଡ଼ା, ମୁଢ଼ିରେ କଟୁଛି କିଶୋର ସଗରିଆଙ୍କ ଜୀବନ

କନକ ବ୍ୟୁରୋ: ପିଲାଟି ଦିନରୁ ଭାତକୁ ଦେଖିଲେ ଭୟ । ପରିବାର ଠାରୁ ଆରମ୍ଭ କରି ଗାଁ ଲୋକେ ଯାଏଁ ସମସ୍ତେ ଚେଷ୍ଟା କଲେ । ହେଲେ ମଧ୍ୟ ଖାଇଲାନି ପୁଅ । ପୁଅ ର ଭାତ ପ୍ରତି ଥିବା ଭୟକୁ ନେଇ ଚିନ୍ତା କଲେ ପରିବାର ଲୋକେ । ଧିରେ ଧିରେ ଭାତକୁ ଭୁଲି ମୁଢି , ଚୁଡାରେ ରୁଚି ଲଗାଇ ହୋଇଗଲା ୨୧ ବର୍ଷ ।…
Read More...

ଆଖୁରୁ ବାହାରିବ ଇଥାନଲ: ଆଉ ରହିବନି ଆଖୁ ଚାଷୀଙ୍କ ଆଖିରେ ଲୁହ

କନକ ବ୍ୟୁରୋ: ପୁଣି ଓଡିଶା ଆଖୁ ଚାଷୀଙ୍କ ମୁହଁରେ ଫୁଟିବ ହସ । ଆଖୁରୁ କେବଳ ଚିନି ନୁହେଁ ପ୍ରସ୍ତୁତ ହେବ ଇଥାନଲ । ଏହି ଇଥାନଲକୁ ଇନ୍ଧନ ଭାବେ ବ୍ୟବହାର କରାଯିବ । ପେଟ୍ରୋଲ ସହ ମିଶି ଗାଡିକୁ ଅଧିକ ଇନ୍ଧନ ଯୋଗାଇବାରେ ସହାୟକ ହେବ । ଫଳରେ ଚାଷୀ ଅଧି ରୋଜଗାର କ୍ଷମ ହେବ । କଟକ ଜିଲ୍ଲା ନିଆଳି…
Read More...

ଓଡ଼ିଶାରେ ବଙ୍ଗୀୟ ଶରାଣାର୍ଥୀଙ୍କ ଦୁଃଖ କାହାଣୀ: ୭୩ ବର୍ଷ ହେଲା ଚିଲିକା କୂଳରେ ଥାଇ ବି ମିଳିନି ଜାତିଗତ ପ୍ରମାଣ ପତ୍ର

କନକ ବ୍ୟୁରୋ: ୭୩ ବର୍ଷ ହେଲା ଚିଲିକା କୂଳବର୍ତୀ ଅଂଚଳରେ ରହୁଛନ୍ତି ୯୩୧ଟି ବଙ୍ଗୀୟ ଶରଣାର୍ଥୀ ପରିବାର । ହେଲେ ଆଜି ପର୍ଯ୍ୟନ୍ତ ଅନେକ ପରିବାରକୁ ଜାତିଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣପତ୍ର ମିଳୁନି । ସରକାରୀ ସୁବିଧା ସୁଯୋଗ ଏମାନଙ୍କ ପାଇଁ ସାତସପନ । ରାଜ୍ୟ ସରକାର ପ୍ରାଥମିକ…
Read More...

କୋରାପୁଟ ପୋଷ୍ଟାଲ ନିଯୁକ୍ତିରେ ଜାଲ ସାର୍ଟିଫିକେଟ୍ ଅଭିଯୋଗ: ୩୨ ଜଣ ଚୟନ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍…

କନକ ବ୍ୟୁରୋ: କୋରାପୁଟ ପୋଷ୍ଟାଲ ଡିଭିଜନ ଅନ୍ତର୍ଗତ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ ସାର୍ଟିଫିକେଟ୍ ଅଭିଯୋଗ । ମୋଟ ୩୨ ଜଣ ଚୟନ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିଛି । ଏନେଇ ବରିଷ୍ଠ ଡାକ ଅଧିକ୍ଷକଙ୍କ ତରଫରୁ ପୋଲିସ ନିକଟରେ ଅଭିଯୋଗ…
Read More...

ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ: ଖଣିଜ କ୍ଷେତ୍ରରୁ ମିଳିଛି ସର୍ବାଧିକ ୪୯, ୮୫୯ କୋଟି

କନକ ବ୍ୟୁରୋ: ଗୃହରେ ଉପସ୍ଥାପିତ ହେଲା ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ । ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯, ୮୫୯ କୋଟି ମିଳିଥିବା ବେଳେ ଜିଏସଟିରୁ ୨୭, ୮୨୬ କୋଟି ମିଳିଛି । ରାଜସ୍ୱ ଖର୍ଚ୍ଚ ବଢ଼ିଛି । ୯୫, ୩୧୧କୋଟିରୁ ୧ଲକ୍ଷ ୯ହଜାର ୫୮୬କୋଟିକୁ ବଢ଼ିଛି । ୨୦୨୦-୨୧ରେ ୯୦୭୬କୋଟି…
Read More...