Browsing Category

ନ୍ୟୁଜ୍

କୋରାପୁଟର ସୂରିୟା କୁମାରଙ୍କ କରୁଣ କାହାଣୀ: ପିଠିରେ ହୋଇଥିବା ମାଂସ ପିଣ୍ଡୁଳାର ଅସ୍ତ୍ରୋପଚାର ପରେ କାମ କରୁନି ଗୋଡ଼

କନକ ବ୍ୟୁରୋ: ଖେଳିବା ବୁଲିବା ବୟସରେ ଅନ୍ୟ ଉପରେ ନିର୍ଭର କରି ବଂଚୁଛନ୍ତି ସୂରିୟା କୁମାର । କାରଣ ଚାଲିବା ପାଇଁ ସେ ସମ୍ପୂର୍ଣ୍ଣ ଅସମର୍ଥ । ପିଲାଦିନୁ ତାଙ୍କ ପିଠିରେ ଏକ ମାଂସ ପିଣ୍ଡୁଳା ରହିଥିଲା । ଏହାକୁ ଅସ୍ତ୍ରୋପଚାର କରିବା ପରେ ତାଙ୍କ ଆଣ୍ଠୁ ଠାରୁ ପାଦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ…
Read More...

ସୁନ୍ଦରଗଡ଼ରେ ଓରାମ ସମାଜ ପକ୍ଷରୁ ଆଦିବାସୀଙ୍କ ସରହୁଲ ପୂଜା: ସାଂସ୍କୃତିକ ଶୋଭାଯାତ୍ରା ପରେ ପ୍ରକୃତିକୁ ପୂଜା କଲେ…

କନକ ବ୍ୟୁରୋ: ସୁନ୍ଦରଗଡ଼ରେ ଓରାମ ସମାଜ ପକ୍ଷରୁ ଆଦିବାସୀଙ୍କ ସରହୁଲ ପୂଜା । ଓରାମ୍ ସାଂସ୍କୃତିକ ସମାଜ ଓଡିଶା ଏବଂ ସୁନ୍ଦରଗଡ ଟାଉନ କମିଟି ପକ୍ଷରୁ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଡିଆରଡିଏ ଛକଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ପୂଜା ସ୍ଥଳକୁ ଯାଇଥିଲା ।…
Read More...

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚା ।…

କନକ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ଦିନିକିଆ ଝାରସୁଗୁଡ଼ା ଗସ୍ତରେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ଅବସରରେ ଜିଲ୍ଲା କଂଗ୍ରେସର ଅନେକ କର୍ମକର୍ତ୍ତାଙ୍କୁ ଭେଟି ଆଗାମୀ ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ…
Read More...

ବଢିଲା ସରକାରଙ୍କ ରୋଜଗାର । ମାର୍ଚ୍ଚ ମାସରେ ୧୩ ପ୍ରତିଶତ ବୃଦ୍ଧି ପାଇଲା ଜିଏସଟି ଆଦାୟ

କନକ ବ୍ୟୁରୋ : ଜିଏସଟି ଆଦାୟ ନେଇ ଖୁସି ଖବର । ମାର୍ଚ୍ଚମାସରେ ଜିଏସଟି ଆଦାୟ ୧୩ ପ୍ରତିଶତ ବୃଦ୍ଧି ପାଇଛି । ମାର୍ଚ୍ଚ ମାସରେ ମୋଟ ଜିଏସଟି ଆଦାୟ ୧.୬୦ଲକ୍ଷ କୋଟି ଟଙ୍କା ହୋଇଥିବା ଅର୍ଥମନ୍ତ୍ରଣାଳୟ ସୂଚନା ଦେଇଛି । ଜିଏସଟି ଆଦାୟ ନେଇ ଗତ ଆର୍ଥିକ ବର୍ଷର ଶେଷମାସ ଭଲ ପ୍ରଦର୍ଶନ ରହିଛି ।…
Read More...

ସଂଘକୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ । ପୁଣି ରୁଜୁ ହେଲା ମାନହାନୀ ମକଦ୍ଦମା । ଦୋଷୀ ସାବ୍ୟସ୍ତ ହେଲେ, ଦୁଇ ବର୍ଷ…

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନି ବିବାଦ । ମୋଦୀ ସରନେମକୁ ନେଇ ସଜ୍ଜା ହେବାପରେ ଏବେ ରାହୁଲ ଗାନ୍ଧୀଙ୍କ ନାଁରେ ପୁଣି ଏକ ମାନହାନୀ ମାମଲା ରୁଜୁ ହେଇଛି । ଏଥର ସଂଘକୁ ନେଇ ଦେଇଥିବା ଟିପ୍ପଣୀ ବିରୋଧରେ ତାଙ୍କ ନାଁରେ ମାନହାନୀ ମକଦ୍ଦମା ରୁଜୁ କରାଯାଇଛି । ଜାନୁଆରୀରେ ଭାରତ…
Read More...

ଜାତୀୟ ରାଜପଥରେ ଗାଡି ଚଳାଇବା ହେଲା ମହଙ୍ଗା, ଆଜି ଠାରୁ ବଢିଲା ଟୋଲ ଟ୍ୟାକ୍ସ

କନକ ବ୍ୟୁରୋ : ଗାଡି ମାଲିକଙ୍କ ପାଇଁ ପୁଣି ଏକ ଝଟକା ଦେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିମୟ ମୁତାବକ ଏବେ ଜାତୀୟ ରାଜପଥରେ ଗାଡି ଚଳାଇବା ମହଙ୍ଗା ହୋଇଛି । ଜାତୀୟ ରାଜପଥରେ ଯାତ୍ରା କରୁଥିଲେ ଏବେ ପୂର୍ବ ଅପେକ୍ଷା ଆପଣଙ୍କୁ ଅଧିକ ୫ପ୍ରତିଶତ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ପୂର୍ବରୁ…
Read More...

ହାତ ମିଳାଇବେ ରୁଷିଆ–ଉତ୍ତର କୋରିଆ: ରୁଷକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଇଦେବ ନର୍ଥକୋରିଆ 

କନକ ବ୍ୟୁରୋ: ରୁଷିଆ- ୟୁକ୍ରେନ ଭିତରେ ଯୁଦ୍ଧ ୧୩ ମାସ ଅତିକ୍ରମ କରିସାରିଲାଣି । ଯୁଦ୍ଧର ଯେତିକି ଲମ୍ବି ଲମ୍ବି ଚାଲିଛି, ରୁଷର ଅସ୍ତ୍ରଶସ୍ତ୍ର ସେହିପରି ଭାବେ କମିବାରେ ଲାଗିଛି । ଆଉ ନିଜର ଅସ୍ତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ରୁଷିଆ ଏବେ ଉତର କୋରିଆ ଉପରେ ନିର୍ଭର କରୁଛି । ଆମେରିକାର…
Read More...

ବିହାରରେ ଘାରୁଛି ହିଂସା ଭୟ । ଘର ଛାଡି ପଳାଉଛନ୍ତି ଲୋକେ

କନକ ବ୍ୟୁରୋ: ଶ୍ରୀରାମନବମୀ ଦିନ ପଥର ମାଡ ଘଟଣାକୁ ନେଇ ଆରମ୍ଭ ହୋଇଥିବା ହିଂସା ଥମିଯାଇଛି ସତ ହେଲେ ହେଲେ କିଛି ସ୍ଥାନରେ ହିଂସାର ଭୟ ଏବେବି ରହିଛି । ଫଳରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଆଉ ଯେକୌଣସି ସମୟରେ ହିଂସାରେ ଜୀବନ ଯିବା ଆଶଙ୍କାରେ ନିଜ ଘର ଛାଡି ପଳାଉଥିବା ଦେଖିବାକୁ…
Read More...

ଗୁଜରାଟ ଟାଇଟନ୍ସକୁ ଝଟକା: ଆଇପିଏଲର ପୂରା ସିଜିନରୁ ବାଦ ପଡିଲେ କେନ ୱିଲିୟମସନ୍

କନକ ବ୍ୟୁରୋ: ଆଇପିଏଲ ୨୦୨୩ରେ ଗୁଜରାଟ ଟାଇଟନ୍ସକୁ ଆରମ୍ଭରୁ ବଡ ଝଟକା ଲାଗିଛି । ଆଣ୍ଠୁରେ ଆଘାତ ଲାଗିବା କାରଣକୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନଙ୍କୁ ପୂରା ସିଜିନରୁ ବାହାର ହେବାକୁ ପଡିଛି । କାଲି ଚେନ୍ନାଇ ବିପକ୍ଷ ମ୍ୟାଚରେ ବାଉଣ୍ଡ୍ରି ପାଖରେ ଏକ କ୍ୟାଚ ଧରିବାକୁ ଯାଇ ୱିଲିୟମସନ…
Read More...

ଏ ସରକାର ଡୁପ୍ଲିକେଟ ସରକାର, ସ୍ୱେଚ୍ଛାଚାରିତା ଭାବେ କରିଦେଲେ ବିଧାନସଭା ବନ୍ଦ : ଜୟନାରାୟଣ ମିଶ୍ର

କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ର । ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବା ସହ ବଜେଟକୁ ଅନୁମୋଦନ ମିଳିବା ପରେ ୪ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭା…
Read More...