Browsing Category

ନ୍ୟୁଜ୍

ଆଇପିଏଲରେ ନେଟ୍ ବୋଲର୍ସଙ୍କୁ କେତେ ମିଳେ ଦରମା? କେମିତି କରାଯାଏ ନେଟ୍ ବୋଲର୍ସଙ୍କ ଚୟନ?

କନକ ବ୍ୟୁରୋ: କାଲିଠାରୁ ଆରମ୍ଭ ହେବ ଆଇପିଏଲ ୨୦୨୩ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ । ଆଇପିଏଲକୁ ନେଇ ସବୁ ଟିମ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏହାସହ ନିଜ ହୋମ ଟାଉନରେ ଟ୍ରେନିଂ କ୍ୟାମ୍ପ ମଧ୍ୟ ଆରମ୍ଭ ହୋଇଗଲାଣି । ଖେଳାଳିମାନଙ୍କ…
Read More...

କନକ ନ୍ୟୁଜର ୱିମେନ କନକ୍ଲେଭ ଅନନ୍ୟା ୨୦୨୩: କନକ୍ଲେଭର ମୁଖ୍ୟ ଆକର୍ଷଣ ବଲିଉଡ ଅଭିନେତ୍ରୀ ଏବଂ ରାଜନେତା ଜୟାପ୍ରଦା

କନକ ବ୍ୟୁରୋ: କନକ ନ୍ୟୁଜର ଓମେନ କନକ୍ଲେଭ ଅନନ୍ୟା ୨୦୨୩ । ଭୁବନେଶ୍ୱରର ଆଇଟିସି ୱେଲକମ ହୋଟେଲରେ ଆୟୋଜନ ହେଉଛି ଏହାର ପଂଚମ ସଂସ୍କରଣ । କନକ୍ଲେଭର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡର ୭୦ଦଶକର ସୁପ୍ରତିଷ୍ଠିତ ଅଭିନେତ୍ରୀ ଏବଂ ରାଜନେତା ଜୟାପ୍ରଦା । କାର୍ଯ୍ୟକ୍ରମରେ ଯୋଗଦେବା ଲାଗି…
Read More...

ଗୁଜରାଟ ପରେ ଏବେ ଆପ୍ ଫୋକସରେ କର୍ଣ୍ଣାଟକ, ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କଲେ କେଜ୍ରିୱାଲ

କନକ ବ୍ୟୁରୋ : ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଏହି କ୍ରମରେ ମେ’୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ ଓ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତାରିଖ ଘୋଷଣା ସରିବା ପରେ ଦିଲ୍ଲୀ…
Read More...

କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ୪ ଛୁଆଙ୍କୁ ଜନ୍ମ ଦେଲା ଚିତାବାଘ ସିୟାୟା ।

କନକ ବ୍ୟୁରୋ: ଚିତାବାଘ ଶାଶାର ମୃତ୍ୟୁ ପରେ କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର। ୪ ଛୁଆଙ୍କୁ ଜନ୍ମ ଦେଲା ଚିତାବାଘ ସିୟାୟା। ଏନେଇ ପରିବେଶ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ…
Read More...

ମାଲକାନଗିରିରେ ୫ଟି ସଚିବଙ୍କ ଦ୍ବିତୀୟ ଦିବସ । ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦୁଇଦିନିଆ ମାଲକାନଗିରି ଗସ୍ତରେ ଆସିଥିବା ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରିବା ପାଇଁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଣ୍ଡିଆନ…
Read More...

ରାହୁଲଙ୍କୁ ବୁଝାଇଲେ ପାୱାର । ସବରକର ବିରୋଧୀ ବୟାନ ନଦେବାକୁ ଦେଲେ ପରାମର୍ଶ ।

କନକ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀ ସବରକର ବିରୋଧୀ ବୟାନ ନଦେବା ପାଇଁ ରାହୁଲ ଗାନ୍ଧୀଙ୍କୁ ବୁଝାଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଆଉ ପାୱାର ବୁଝାଇବା ପରେ ରାହୁଲ ଗାନ୍ଧୀଙ୍କ ଚେତା ପଶିଛି । ଆଗକୁ ସାବରକର ବିରୋଧୀ ବୟାନ ଦେବେ ନାହିଁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିବା ସୂଚନା…
Read More...

ନବ ଦାସଙ୍କ ହତ୍ୟାକୁ ନେଇ ଗୃହ ସରଗରମ । ଶୂନ୍ୟକାଳରେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ, ଜବାବ ରଖିଲା ଶାସକ ଦଳ ।

କନକ ବ୍ୟୁରୋ : ବିଧାନସଭାରେ ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ଏହାର ଜବାବ ରଖିଲା ଶାସକ ବିଜେଡି । ଶୂନ୍ୟକାଳରେ ନବ ଦାସଙ୍କ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଗୃହରେ ଜୟନାରାୟଣ କହିଛନ୍ତି ନବ ଦାସ ଷଡ଼ଯନ୍ତ୍ର ହତ୍ୟାର ଷାଠିଏ ଦିନ…
Read More...

ଝାରସୁଗୁଡା ଉପନିର୍ବାଚନ : ପ୍ରତିକ୍ରିୟା ରଖିଲେ ବିଜେଡି-ବିଜେପି-କଂଗ୍ରେସ ନେତା । ପଢନ୍ତୁ, କିଏ କହିଲେ କଣ?

କନକ ବ୍ୟୁରୋ: ଝାରସୁଗୁଡା ଉପ ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଏହାପରେ ରାଜ୍ୟର ତିନି ପ୍ରମୁଖ ଦଳର ନେତା ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ବିଧାୟକ ଦେବୀ ମିଶ୍ର ଏହାକୁ ଏକ ସାମ୍ବିଧାନିକ ପ୍ରକ୍ରିୟା କହିବା ସହିତ ଝାରସୁଗୁଡାରେ ବିଜେଡିର ବିଜୟ ହେବ ବୋଲି ଦୃଢୋକ୍ତି…
Read More...

ମେ ୧୦ରେ କର୍ଣ୍ଣାଟକ ନିର୍ବାଚନ : କେଉଁ ଦଳ ପାଖରେ କେତେ ଆସନ ଅଛି ?

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ମେ ୧୦ ତାରିଖରେ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ମେ ୧୩ ତାରିଖରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ଆସନ୍ତା ଅପ୍ରେଲ ୧୩…
Read More...

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜୟାପ୍ରଦା । କନକ ନ୍ୟୁଜର ‘ଅନନ୍ୟା’ କାର୍ଯ୍ୟକ୍ରମରେ ହେବେ ସାମିଲ ।

କନକ ବ୍ୟୁରୋ: ଓଡିଶାରେ ପହଞ୍ଚିଲେ ବଲିଉଡ୍ ଅଭିନେତ୍ରୀ ଜୟାପ୍ରଦା । ବୁଧବାର କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ଅନନ୍ୟା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏହି ବଲିଉଡ୍ ଅଭିନେତ୍ରୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ କହିଛନ୍ତି, ବହୁତ ଦିନ ପରେ ସେ ଭୁବନେଶ୍ୱର…
Read More...