Browsing Category

ନ୍ୟୁଜ୍

ମଧ୍ୟପ୍ରଦେଶରେ କୁଆପଥର ମାଡ : ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି

କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ସାମ୍ନାକୁ ଆସିଛି କୁଆପଥର ବର୍ଷାର ଚିତ୍ର । ମଧ୍ୟପ୍ରଦେଶର ବୁରହାନପୁରରେ ବଡ଼ ବଡ଼ କୁଆପଥର ମାଡ଼ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏତେ ବଡ଼ ବଡ଼ କୁଆପଥର ଯେ ଏହା ଆଜବେଷ୍ଟସ୍ କିମ୍ବା ଚାଳ ଘର ସମ୍ପୂର୍ଣ୍ଣ…
Read More...

ବେଡରୁମରେ ଝୁଲି ପଡିଲେ ଫ୍ୟାଶନ୍ ଡିଜାଇନର୍, ଦିନକ ପୂର୍ବରୁ ଇନଷ୍ଟାରେ ପୋଷ୍ଟ କରିଥିଲେ ଭିଡିଓ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁରାଦାବାଦର ୨୫ ବର୍ଷୀୟା ଫ୍ୟାଶନ ଡିଜାଇନରଙ୍କ ମୃତଦେହ ତାଙ୍କ ବେଡରୁମରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ମଡେଲ ମୁସ୍କାନ ନାରଙ୍ଗ ଆତ୍ମହତ୍ୟାର ଦିନକ ପୂର୍ବରୁ ଇନଷ୍ଟାରେ ନିଜର ଭିଡିଓ ପୋଷ୍ଟ କରିଥିଲେ । ଏହି ମାମଲାରେ ପୁଲିସ ଯାଞ୍ଚ କରି ଆତ୍ମହତ୍ୟାର…
Read More...

ମେ’ ମାସରେ ଲଘୁଚାପ ! ଆକଳନ କଲା ଭାରତୀୟ ପାଣିପାଗ ବିଭାଗ; ବାତ୍ୟା ରୂପ ନେବ କି ନାହିଁ ହୋଇନି ସ୍ପଷ୍ଟ

କନକ ବ୍ୟୁରୋ : ମେ’ ମାସ ପ୍ରଥମ ସପ୍ତାହରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ । ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଲଘୁଚାପଟି ବାତ୍ୟାର ରୂପ ନେବ କି ନାହିଁ ତାହା ଏବେ ସ୍ପଷ୍ଟ…
Read More...

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ବ୍ରିଜ୍ ଭୂଷଣ ସିଂହ : କହିଲେ ଇସ୍ତଫା ଦେବି ନାହିଁ , ମୁଁ ନିର୍ଦ୍ଦୋଷ

କନକ ବ୍ୟୁରୋ : ମାମଲା ରୁଜୁ ହେବା ପରେ ସାମ୍ନାକୁ ଆସିଛି ବ୍ରିଜ୍ ଭୂଷଣଙ୍କ ପ୍ରତିକ୍ରିୟା । ନିଜ ବିରୋଧର ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟ ବୋଲି ସଫେଇ ରଖିଛନ୍ତି ବ୍ରିଜ୍ ଭୂଷଣ । ତାଙ୍କ ଉପରେ ଲାଗିଥିବା ଆରୋପ ଭିତ୍ତିହୀନ ବୋଲି ସେ କହିଛନ୍ତି । ଖେଳାଳିମାନେ ଚଲାଇଥିବା ଏହା ଧାରଣା ନୁହେଁ…
Read More...

ଅନ୍ଧାର ରାତିରେ ଅପରେସନ କାବେରୀ : ସୁଦାନରେ ଭାରତୀୟ ସେନାର ଦୁଃସାହାସିକ ଉଦ୍ଧାର କାର୍ଯ୍ୟ

କନକ ବ୍ୟୁରୋ : ଅନ୍ଧାର ରାତିରେ ଅପରେସନ୍ କାବେରୀ । ଅନ୍ଧାର ରାତିରେ ବିମାନ ଅବତରଣ କରି ୧୨୧ ଭାରତୀୟଙ୍କୁ କଲେ ଉଦ୍ଧାର । ଭାରତୀୟ ବାୟୁସେନା ପକ୍ଷରୁ ଏପରି ଦୁଃସାହସିକ ଉଦ୍ଧାର କାର୍ଯ୍ୟ ଦେଖିବାକୁ ମିଳିଛି । ନାଇଟ୍ ଭିଜନ୍ କ୍ୟାମେରା ପିନ୍ଧି ଗ୍ରୁପ୍ କ୍ୟାପଟେନ ରବି ନନ୍ଦ ବାୟୁସେନାର…
Read More...

ଧବଳେଶ୍ୱର ବ୍ରିଜ୍ ତଳେ ଶୋଇଛି କୁମ୍ଭୀର : ନଈ ପଠା ବାଲିରେ କୁମ୍ଭୀରକୁ ଦେଖି ଛାନିଆ ଲୋକେ

କନକ ବ୍ୟୁରୋ : ଧବଳେଶ୍ୱରରେ କୁମ୍ଭୀର ଦେଖିବାକୁ ମିଳିଲା । ବ୍ରିଜ ପାଖରେ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀର ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।
Read More...

‘ମୁଁ ବି ମୁଖ୍ୟମନ୍ତ୍ରୀ ଇଚ୍ଛୁକ’, କେନ୍ଦ୍ରମନ୍ତ୍ରୀଙ୍କ ବୟାନରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ

କନକ ବ୍ୟୁରୋ: କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାରୀତା ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ । ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏଭଳି କହିବା ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଅଠାୱଲେ ଏନସିପି ପ୍ରମୁଖ ଶରଦ ପୱାରଙ୍କୁ…
Read More...

ଝାରସୁଗୁଡାରେ ଜମୁଛି ପ୍ରଚାର ମୈଦାନ : ସକାଳୁ ସକାଳୁ ଚା’ ଖଟିରେ ଜମୁଛି ପ୍ରଚାର

କନକ ବ୍ୟୁରୋ : ନିର୍ବାଚନୀ କ୍ୟାମ୍ପେନରେ କମ୍ପୁଛି ଝାରସୁଗୁଡ଼ା । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ସକାଳୁ ସକାଳୁ ଚା’ ଖଟିରେ ଜମୁଛି ରାଜନୈତିକ ଚର୍ଚ୍ଚା । ନିର୍ବାଚନ ସମୟ ପାଖରେ ଆସୁଥିବାରୁ ଲୋକଙ୍କ ମଧ୍ୟରେ ରାଜନୀତିକୁ ନେଇ…
Read More...

ବ୍ରିଜଭୂଷଣ ସିଂହ’ଙ୍କ ଗିରଫ ଦାବିରେ ତେଜିଲା ରାଜନୀତି : କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ;  କେଜ୍ରିୱାଲ…

କନକ ବ୍ୟୁରୋ : କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ପ୍ରିୟଙ୍କା ଗାନ୍ଧୀ । ସକାଳୁ ସକାଳୁ ଦିଲ୍ଲୀ ଜନ୍ତରମନ୍ତର ଆସି କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ । ପ୍ରିୟଙ୍କା କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବା ସହିତ ଦାବି ବାବଦରେ ଅବଗତ ହୋଇଛନ୍ତି । ଗତକାଲି ଭାରତୀୟ ରେସଲିଂ…
Read More...

ବନ୍ତଳାରେ ହାତୀ ଆତଙ୍କ, ବୃଦ୍ଧାଙ୍କ ମୃତ୍ୟୁ : ସୋମବାର ହାତୀ ନେଇଥିଲା ଦୁଇ ଜୀବନ

କନକ ବ୍ୟୁରୋ : ଅନୁଗୁଳ ବନ୍ତଳାରେ ମାତିଛି ହାତୀ । ପୁଣି ହାତୀ ନେଲା ଜଣଙ୍କ ଜୀବନ । ବନ୍ତଳା ବନାଞ୍ଚଳ ମରଣ୍ଡା ଗାଁର ଜଣେ ୫୫ ବର୍ଷୀୟା ବୃଦ୍ଧାଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି ଖଜୁରୀ ବେହେରା । ସେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର…
Read More...