ଧବଳେଶ୍ୱର ବ୍ରିଜ୍ ତଳେ ଶୋଇଛି କୁମ୍ଭୀର : ନଈ ପଠା ବାଲିରେ କୁମ୍ଭୀରକୁ ଦେଖି ଛାନିଆ ଲୋକେ

442

କନକ ବ୍ୟୁରୋ : ଧବଳେଶ୍ୱରରେ କୁମ୍ଭୀର ଦେଖିବାକୁ ମିଳିଲା । ବ୍ରିଜ ପାଖରେ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀର ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।