Browsing Category

ନ୍ୟୁଜ୍

ବେଆଇନ ଖଣି ମାଫିଆଙ୍କ ଉତ୍ପାତ : ଚଢ଼ାଉ ବେଳେ ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ; ଗାଡ଼ି ଚଢ଼ାଇ ମାରି ଦେବାକୁ ଉଦ୍ୟମ…

କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ବେଆଇନ ଖଣି ମାଫିଆଙ୍କ ଉତ୍ପାଦ । ତହସିଲ ଏନଫୋର୍ସମେଣ୍ଟ ଟିମକୁ ଖଣି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚାନ୍ଦପୁର ଥାନା ପଟିଆ ପଞ୍ଚାୟତର କୁଶୁପଲ୍ଲା ବେଆଇନ ଖଣି ଉପରେ ଚଢାଉ କରାଯାଇଥିଲା । ଖଣି…
Read More...

ଝାରସୁଗୁଡ଼ାରେ ରେକର୍ଡ ସଂଖ୍ୟାରେ ମତଦାନ : ମୋଟ୍ ୭୯.୨୧% ପଡ଼ିଛି ଭୋଟ୍; ପଛରେ ପଡ଼ିଲା ୨୦୧୯ ଭୋଟିଂ ପ୍ରତିଶତ

କନକ ବ୍ୟୁରୋ : ଝାରସୁଗୁଡ଼ା ଉପନିର୍ବାଚନରେ ହୋଇଛି ରେକର୍ଡ ସଂଖ୍ୟକ ମତଦାନ । ମୋଟ୍ ୭୯ ଦଶମିକ ୨୧ ପ୍ରତିଶତ ମତଦାନ ହୋଇଛି । ୨୦୧୯ ଝାରସୁଗୁଡ଼ା ବିଧାନସଭା ନିର୍ବାଚନରେ ୭୮ ଦଶମିକ ୯୨ ପ୍ରତିଶତ ମତଦାନ ହୋଇଥିଲା । ଏବେ ଉପନିର୍ବାଚନ ଶେଷ ହେବା ପରେ ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ ।…
Read More...

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’ : ଘଣ୍ଟାପ୍ରତି ୮ କିଲୋମିଟର ବେଗରେ କରୁଛି ଗତି

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’ । ବାତ୍ୟା ‘ମୋକା’ର ରୂପ ନେଲା ସକ୍ରିୟ ଗଭୀର ଅବପାତ । ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ମୋକା ଉତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଆଜି…
Read More...

ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବିଜୁଳି ବିଭ୍ରାଟକୁ ବିରୋଧ : ମୁଁହରେ କଳା ମାସ୍କ ପିନ୍ଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

କନକ ବ୍ୟୁରୋ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ବେଳେ ବିଜୁଳି ବିଭ୍ରାଟକୁ ବିରୋଧ । ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ପାଖରେ ବସି ମୌନ ପ୍ରତିବାଦ ଓ ଧାରଣା । ମୟୂରଭଞ୍ଜ ଜିଲ୍ଲା ନାଗରିକ ମଞ୍ଚ ଓ…
Read More...

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ : ଅପରାହ୍ଣରେ ଦୁଇ ନେତାଙ୍କ ମଧ୍ୟରେ ହେବ ଆଲୋଚନା

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୪ଟା ୩୦ରେ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ ହେବ । ଦିଲ୍ଲୀରେ ପହଞ୍ଚିବା ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ସେ ରାଜ୍ୟ ସ୍ୱାର୍ଥ…
Read More...

ଗୀତଗୋବିନ୍ଦ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଅଭିନୟ ସନ୍ଧ୍ୟା : ପ୍ରଥମ ସନ୍ଧ୍ୟାରେ ଦେଖିବାକୁ ମିଳିଲା ଓଡିଶୀ ଡ୍ୟାନ୍ସର ଝଲକ

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଗୀତଗୋବିନ୍ଦ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଛି ଅଭିନୟ ସନ୍ଧ୍ୟା । ପାରମ୍ପରିକ ଓଡ଼ିଶୀକୁ ନେଇ ଗତକାଲି ପ୍ରସ୍ତୁତ ହୋଇଥିଲା ଅଭିନୟ ସନ୍ଧ୍ୟା । ୨୧ ଜଣ ନୃତ୍ୟଶିଳ୍ପୀ ଏଥିରେ ୮ ଟି ଗୀତରେ ନାଚିଛନ୍ତି । ତୋ ଲାଗି ଗୋପଦାଣ୍ଡ, ମା’ରେ ବାଣ ଧାରେ…
Read More...

ବଜାଜ ଫାଇନାନ୍ସ କାର୍ଡ କରାଇଦେବା ନାଁରେ ଠକେଇ : ୫୬ ଜଣଙ୍କଠାରୁ ମୋଟ୍ ୧୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ, ୩ ଗିରଫ

କନକ ବ୍ୟୁରୋ : ବଜାଜ ଫାଇନାନ୍ସ କାର୍ଡ କରାଇଦେବା ନାଁରେ ଠକେଇ । ୫୬ ଜଣଙ୍କଠାରୁ ମୋଟ୍ ୧୨ ଲକ୍ଷ ଟଙ୍କାର ଠକେଇର ପର୍ଦ୍ଦାଫାଶ ହୋଇଛି । ବଜାଜ ଫାଇନାନ୍ସ କାର୍ଡ କରାଇ ଆକ୍ୱାଗାର୍ଡ ଓ ଏସି ଭଳି ଦାମୀ ଜିନିଷ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଘଟଣାର ପର୍ଦାଫାସ କରିଛି କଟକ ମଧୁପାଟଣା ପୋଲିସ…
Read More...

ମହୁମାଛି ଆତଙ୍କ : ଘଟପର୍ବ ବିସର୍ଜନ ବେଳେ ୧୫ ଜଣ ଗୁରୁତର

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର କରଞ୍ଜା ଗ୍ରାମରେ ମହୁମାଛି ଆତଙ୍କ । ଘଟପର୍ବ ବିସର୍ଜନ ସମୟରେ ମହୁମାଛି ଆକ୍ରମଣରେ ୧୫ ଜଣ ଗୁରୁତର । ଆହତ ସମସ୍ତଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛିି । ଘଟପର୍ବ ବିସର୍ଜନ…
Read More...

ଖରାଦିନରେ ବନ୍ୟା ପରିସ୍ଥିତି : ବିଷ୍ଣୁମୁଣ୍ଡା ବନ୍ଧ ଭାଙ୍ଗି ମାଡି ଆସିଲା ପାଣି; ରାସ୍ତା ଉପରେ ୩ ଫୁଟର ପାଣି

କନକ ବ୍ୟୁରୋ : ଖରା ଦିନରେ ବନ୍ୟା ସମସ୍ୟା । ଖରା ଦିନରେ ସାଧାରଣତଃ ପାଣି ନମଳିବାର ନଳକୂଅ ଶୁଖିଯିବାର ଚିତ୍ର ଦେଖିଛୁ । କିନ୍ତୁ ଏଠିକିନ୍ତୁ ବନ୍ୟାଭଳି ସ୍ଥିତି ଦେଖିବାକୁ ମିଳିଛି । ଏହା ହେଉଛି ବଲାଙ୍ଗୀରର ଦୃଶ୍ୟ । ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ଥିବା ଏହି ଜିଲ୍ଲାର ସହର ଉପକଣ୍ଠ…
Read More...

ଆଇସିଏମ୍ଆରର ଆଇଡ୍ରୋନ୍ ପଦକ୍ଷେପ : ଡ୍ରୋନ୍ ଦ୍ୱାରା ରକ୍ତ ବ୍ୟାଗ୍ ପହଞ୍ଚାଇବାର ପରୀକ୍ଷଣ

କନକ ବ୍ୟୁରୋ : ଆଇସିଏମ୍ଆରର ଆଇଡ୍ରୋନ୍ ପଦକ୍ଷେପ । ଡ୍ରୋନ୍ ଦ୍ୱାରା ରକ୍ତ ବ୍ୟାଗ୍ ପହଞ୍ଚାଇବାର ଏକ ପରୀକ୍ଷଣ ସଫଳତା ପୂର୍ବକ ଶେଷ କରିଛି । ଆଇସିଏମଆର ଦିଲ୍ଲୀସ୍ଥିତ ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ, ନୋଏଡା ସ୍ଥିତ ଗଭର୍ଣ୍ଣମେଂଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏବଂ ଜେପି…
Read More...