Browsing Category

ନ୍ୟୁଜ୍

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ: କହିଲେ, ଶ୍ରୀ ଜଗନ୍ନାଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନେଇ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୂଚନା । କହିଲେ, ବିଭିନ୍ନ ପ୍ରସଙ୍ଗ ଉପରେ ହେଲା ଆଲୋଚନା । ଶ୍ରୀ ଜଗନ୍ନାଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବିଷୟରେ ଆଲୋଚନା ହେବା ସହ ଭୁବନେଶ୍ୱର ଏୟାରପୋର୍ଟ…
Read More...

ଭାରତରେ ଅଛି ମିନି ଆଫ୍ରିକା, ଏଠାରେ ବାସ କରୁଛନ୍ତି ହଜାର ହଜାର ଆଫ୍ରିକୀୟ

କନକ ବ୍ୟୁରୋ : ଅଦ୍ୟାବଧି ଆପଣ ଭାରତର ବିଭିନ୍ନ ଧର୍ମ ଓ ଜାତି ବିଷୟରେ ଶୁଣିଥିବେ ନିଶ୍ଚୟ । ଭାଷା , ପୋଷାକ ଏବଂ ରୀତିନୀତି ଅନୁସାରେ ଆପଣ ନିଶ୍ଚିତ ଭାରତରେ ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ଜାତିର ଲୋକଙ୍କୁ ଦେଖିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ଆମ ଦେଶ ଭାରତରେ ଆଜିକୁ ଦୀର୍ଘ ୭୫୦ବର୍ଷ…
Read More...

ଇମ୍ରାନ ଖାନଙ୍କ ଗିରଫଦାରୀକୁ ଅବୈଧ କହିଲେ ପାକ ସୁପ୍ରିମକୋର୍ଟ: ୧ ଘଣ୍ଟାରେ କୋର୍ଟରେ ହାଜର କରିବାକୁ ଦେଲେ ନିର୍ଦ୍ଦେଶ

କନକ ବ୍ୟୁରୋ: ଇମ୍ରାନ ଖାନଙ୍କ ଗିରଫ ପ୍ରସଙ୍ଗକୁ ନେଇ ବଡ ନିଷ୍ପତ୍ତି । ଇମ୍ରାନଙ୍କ ଗିରଫଦାରୀକୁ ଅବୈଧ କହିଲେ ପାକ ସୁପ୍ରିମକୋର୍ଟ । କହିଲେ, ଇମ୍ରାନଙ୍କ ଗିରଫ ବେଆଇନ । ୧ ଘଣ୍ଟା ଭିତରେ ଇମ୍ରାନଙ୍କୁ କୋର୍ଟରେ ହାଜର କରିବାକୁ ଦେଲେ ନିର୍ଦ୍ଦେଶ । ଏହାସହ ଆହୁରି କହିଛନ୍ତି କି, ପାକିସ୍ତାନକୁ…
Read More...

ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିଙ୍କ ପାଇଁ ବଢିଲା ଅଡୁଆ, ଆତ୍ମକଥାରେ ଆପତ୍ତିଜନକ କଥା ପାଇଁ ୧ କୋଟି ଟଙ୍କାର…

କନକ ବ୍ୟୁରୋ : ସାମାଜିକ କାର୍ଯ୍ୟକର୍ତ୍ତା ଓ ଆସାମର ଏକ ବେସରକାରୀ ସଂସ୍ଥା ଚଳାଉଥିବା ଜଣେ ପଦାଧିକାରୀ ଭାରତର ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନାମରେ ୧ କୋଟି ଟଙ୍କାର ମାନହାନୀ ମାମଲା ଦାଖଲ କରିଛନ୍ତି । ମାମଲାରେ ଦାବି କରାଯାଇଛି କି, ଜଷ୍ଟିସ ରଞ୍ଜନ ଗୋଗୋଇ ତାଙ୍କ…
Read More...

ସୁପ୍ରିମକୋର୍ଟଙ୍କ ରାୟ ପରେ ସିନ୍ଦେ ଗୋଷ୍ଠୀକୁ ଆଶ୍ୱସ୍ତି: ତତ୍କାଳୀନ ରାଜ୍ୟପାଳ ଓ ବାଚସ୍ପତିଙ୍କ ଭୂମିକାକୁ ନେଇ…

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ରାୟ ପରେ ସିନ୍ଦେ ଗୋଷ୍ଠୀକୁ ଆଶ୍ୱସ୍ତି ମିଳିଛି କିନ୍ତୁ ଉଦ୍ଧବ ଗୋଷ୍ଠୀର ନୈତିକ ବିଜୟ ହୋଇଛି । କାରଣ ମହାରାଷ୍ଟ୍ର ତତ୍କାଳୀନ ରାଜ୍ୟପାଳ ଓ ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ । ତେବେ ଉଦ୍ଧବ ଗୋଷ୍ଠୀ ବିଧାନସଭାରେ…
Read More...

ଇଟାଲିର ମିଲାନରେ ବିସ୍ଫୋରଣ। ସିଟି ସେଣ୍ଟରରେ ବିସ୍ଫୋରଣ।

କନକ ବ୍ୟୁରୋ: ଇଟାଲିର ମିଲାନରେ ବଡଧରଣର ବିସ୍ଫୋରଣ । ମିଲାନ ସିଟି ସେଣ୍ଟରରେ ବିସ୍ଫୋରଣ ହୋଇଛି । ଏଥିରେ ଅନେକ ଗାଡିର ନିଆଁ ଲାଗିଯାଇଛି । ପାର୍କିଂରେ ଥିବା ଗାଡି ନିକଟରେ ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ ।
Read More...

୩ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍। ଚଳନ୍ତା କାରରେ ବିଧବାଙ୍କୁ କରିଥିଲେ ଗଣଦୁଷ୍କର୍ମ

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜଙ୍କ ଅଦାଲତ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଚଳନ୍ତା କାରରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ଯସ୍ତ କରି ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ । ୨୯/୧୧/ ୨୦୧୬…
Read More...

ଇଞ୍ଜିନିୟରଙ୍କ ଦରମା ୩୦ ହଜାର ଟଙ୍କା। ଘରୁ ମିଳିଲା ୭ କୋଟିର ସମ୍ପତ୍ତି।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଭୋପାଳରେ ଲୋକାୟୁକ୍ତ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ହାଉସିଂ କର୍ପୋରେସନର ପ୍ରଭାରୀ ଆସିଷ୍ଟାଣ୍ଡ ଇଞ୍ଜିନିୟର ହେମା ମିନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଭୋପାଳ, ରାଇସେନ, ବିଦିଶାର ବିଭିନ୍ନ ଠିକଣାରେ ପୋଲିସ ଚଢାଉ…
Read More...

ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ରାଜନେତାଙ୍କ ବୟାନବାଜି । ତିନି ଦଳ କହିଲେ ଏମିତି କଥା…

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚ ଫଳାଫଳକୁ ନେଇ ଜୋରଦାର ହୋଇଛି ନେତାଙ୍କ ବୟାନବାଜି । ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ବୋଲି ଦୃଢୋକ୍ତି ବାଢିଛି । ଜନାଦେଶ ବିଜେଡି ସପକ୍ଷରେ ଯିବ ଏବଂ ଅଧିକ ଭୋଟ୍ ସହାୟକ ହେବ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଦୀପାଳି ଦାସଙ୍କୁ ଲୋକେ…
Read More...

ୟୁଏନରେ ଚୀନର ଖୋଲିଲା ମୁଖା! ଆତଙ୍କବାଦୀ ଅବ୍ଦୁଲ ରୌଫକୁ କଳାତାଲିକା ଭୁକ୍ତ କରିବାର ଭାରତର ପ୍ରସ୍ତାବକୁ ବିରୋଧ 

କନକ ବ୍ୟୁରୋ: ଆତଙ୍କବାଦକୁ ନେଇ ବିଶ୍ୱ ମଞ୍ଚରେ ଭାରତ ପ୍ରତ୍ୟେକ ଥର ପାକିସ୍ତାନ ଏବଂ ଚୀନର ମୁଖା ଖୋଲିଦେବାରେ ଲାଗିଛି । ସେପଟେ ପାକିସ୍ତାନ ପ୍ରତି ଚୀନର ପ୍ରେମ ପୁଣି ଦେଖିବାକୁ ମିଳିଛି । ଆତଙ୍କବାଦକୁ ନେଇ ଚୀନର ଟାଳଟୁଳ ନୀତି ପୁଣି ଦେଖିଛି ସାରା ବିଶ୍ୱ । ଅନ୍ତର୍ଜାତୀୟ ଗଣମାଧ୍ୟମରେ…
Read More...