ବେଡରୁମରେ ଝୁଲି ପଡିଲେ ଫ୍ୟାଶନ୍ ଡିଜାଇନର୍, ଦିନକ ପୂର୍ବରୁ ଇନଷ୍ଟାରେ ପୋଷ୍ଟ କରିଥିଲେ ଭିଡିଓ

2,382

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁରାଦାବାଦର ୨୫ ବର୍ଷୀୟା ଫ୍ୟାଶନ ଡିଜାଇନରଙ୍କ ମୃତଦେହ ତାଙ୍କ ବେଡରୁମରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ମଡେଲ ମୁସ୍କାନ ନାରଙ୍ଗ ଆତ୍ମହତ୍ୟାର ଦିନକ ପୂର୍ବରୁ ଇନଷ୍ଟାରେ ନିଜର ଭିଡିଓ ପୋଷ୍ଟ କରିଥିଲେ । ଏହି ମାମଲାରେ ପୁଲିସ ଯାଞ୍ଚ କରି ଆତ୍ମହତ୍ୟାର କାରଣ ଖୋଜୁଛି ।