Browsing Category

ନ୍ୟୁଜ୍

ଶ୍ରମିକଙ୍କ ସହ ମିଶି କାମ କଲେ ବିଡିଓ : ଲୋକେ କାମ କରୁଥିବା ଜାଗାକୁ ଯାଇ ମାଟି ହାଣିବା ସହ ମୁଣ୍ଡକୁ ଉଠାଇଲେ ଝୁଡ଼ି

କନକ ବ୍ୟୁରୋ : ଶ୍ରମିକଙ୍କ ସହ କାମ କଲେ ବିଡିଓ । ଶ୍ରମିକ ମାନଙ୍କୁ କାମରେ ଉତ୍ସାହିତ କରିବାକୁ ଶ୍ରମିକଙ୍କ ସହ ସାମିଲ ହୋଇ ନିଜେ ମାଟି ହାଣି ମୁଣ୍ଡରେ ଉଠାଇଲେ ବିଡ଼ିଓ । ସମ୍ବଲପୁର ଯୁଯୁମରା ବ୍ଲକ ବିଡିଓ ନୀଳାମ୍ବର ମହାନନ୍ଦଙ୍କ ଏହି ନିଆରା ପ୍ରୟାସ ଦେଖିବାକୁ ମିଳିଛି । ପ୍ରତିଦିନ କାମ…
Read More...

ଦିବ୍ୟାଙ୍ଗଙ୍କୁ ଛାଡିଲେନି ଲୁଟେରା : ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟିଲେ

କନକ ବ୍ୟୁରୋ : ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା । ଡରାଇ ଧମକାଇ କଲେ ଲୁଟ୍ । ମୋହନା ଥାନା ମେରାପଲ୍ଲୀ ଗାଁ ନିକଟ ଜାତୀୟ ରାଜପଥରୁ ଦିବ୍ୟାଙ୍ଗକୁ ଠାରୁ ଲୁଟ କରିଛନ୍ତି ଲୁଟେରା । ବାସୁଦେବ ସାହୁ ଜଣେ ଦିବ୍ୟାଙ୍ଗ ହୋଇଥିଲେ ପରିବାର ଚଳାଇବା ପାଇଁ ଗାଁ ପାଖ ରାସ୍ତା କଡ଼ରେ ଦୋକାନ ଦେଇ…
Read More...

ଆଉ ଏକ ଆଇପିଏଲ ଖେଳିବେ ଧୋନୀ ! ଦଳ ଚାମ୍ପିଅନ ହେବା ପରେ ଅବସର ନେବା ପ୍ରଶ୍ନର ରଖିଲେ ଉତ୍ତର

କନକ ବ୍ୟୁରୋ : ପୁଣି ଥରେ ଆଇପିଏଲ୍ ଖେଳିବେ କି କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ । ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ଆଇପିଏଲ୍ ଟାଇଟଲ ଜିତିବା ପୂର୍ବରୁ ଏନେଇ ଅନେକ ଚର୍ଚ୍ଚା ହେଉଥିଲା । ଦଳ ଚାମ୍ପିଅନ୍ ହେବା ପରେ ଅବସର ନେବା ପ୍ରଶ୍ନର ଉତ୍ତର ରଖିଛନ୍ତି ଧୋନୀ ।…
Read More...

ଶ୍ରୀମନ୍ଦିରରେ ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ପ୍ରଣାଳୀ : ଶ୍ରୀମନ୍ଦିର ପରିଚାଳନା କମିଟି…

କନକ ବ୍ୟୁରୋ : ଶ୍ରୀମନ୍ଦିରେ ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ପ୍ରଣାଳୀ । ରେଶମ ପୋକ ମରା ନଯାଇ ଏହି ବସ୍ତ୍ର ନିର୍ମାଣ ହେବ । ଆଗାମୀ ରଥଯାତ୍ରା ପ୍ରସଙ୍ଗରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ…
Read More...

ଦଣ୍ଡମୁକ୍ତ ହେଲା ଦଣ୍ଡିପଦର : ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ମନରେ କମୁଛି ମାଓ ଭୟ

କନକ ବ୍ୟୁରୋ : ଦଣ୍ଡମୁକ୍ତ ହେଲା ଦଣ୍ଡିପଦର । ଦିନେ ଯେଉଁ ଦଣ୍ଡିପଦର ମାଓବାଦୀଙ୍କ ଦଣ୍ଡବିଧାନ ପାଇଁ ଚର୍ଚ୍ଚାରେ ରହି ଆସୁଥିଲା, ସେହି ଦଣ୍ଡିପଦର ଏବେ ଦଣ୍ଡମୁକ୍ତ ହୋଇଛି । ଏହି ଅଂଚଳରେ ଆଗରେ ମାଓବାଦୀଙ୍କ ପ୍ରଭାବ ରହିଥିଲା । ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଥିଲା । ଏପରିକି ଲୋକଙ୍କୁ…
Read More...

ଓହ୍ଲାଇବା ବେଳେ ଚଳନ୍ତା ଟ୍ରେନରୁ ଖସିପଡିଲେ ମହିଳା : ଦେବଦୂତ ସାଜି ଉଦ୍ଧାର କଲେ ଆରପିଏଫ ଯବାନ

କନକ ବ୍ୟୁରୋ : ଦୁଇ ସୁରକ୍ଷାକର୍ମୀଙ୍କ ଚତୁରତା ଓ ତୁରନ୍ତ ପଦକ୍ଷେପ ଯୋଗୁଁ ବଞ୍ଚିଗଲା ମହିଳାଙ୍କ ଜୀବନ । ଚଳନ୍ତା ଟ୍ରେନରୁ ମହିଳା ଜଣକ ଖସିପଡ଼ିଥିଲେ, ତେବେ ଆରପିଏଫର ଦୁଇ କର୍ମଚାରୀ ଠିକ୍ ସମୟରେ ପଦକ୍ଷେପ ନେଇ ତାଙ୍କୁ ବଞ୍ଚାଇ ଦେଇଛନ୍ତି । ଝାରସୁଗୁଡ଼ା ରେଳ ଷ୍ଟେସନରେ ଏହି ଘଟଣା ଘଟିଛି ।…
Read More...

ବୈଷ୍ଣୋଦେବୀ ଯାଉଥିବା ବେଳେ ଅଘଟଣ : ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୧୦ ମୃତ, ୩୦ ଅଧିକ ଆହତ

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜାତୀୟ ରାଜପଥ- ୪୪ରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଲା ବସ୍ । ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଅମୃତସରରୁ…
Read More...

ଓଡିଶାରେ ଆରମ୍ଭ ହେଲା ଏଆଇର ନୂଆ ଅଧ୍ୟାୟ : ପ୍ରଥମ ପର୍ଯ୍ୟାୟରେ କଟକ, ପୁରୀ ଓ ଭୁବନେଶ୍ୱରରେ ହେବ କାର୍ଯ୍ୟକାରୀ

କନକ ବ୍ୟୁରୋ : ଓଡିଶାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ‘ଓଡିଶା ଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ଏବଂ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫର ୟୁଥ‘ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ…
Read More...

ଓଡ଼ିଶାରେ ପ୍ରଥମ : ସାମ୍ନାକୁ ଆସିଲା ଫୋନ-ପେରେ ଲାଞ୍ଚ ମାମଲା; ବିଜୁଳି ସଂଯୋଗ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ…

କନକ ବ୍ୟୁରୋ : ଫୋନ୍-ପେ’ରେ ଲାଞ୍ଚ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଘରେ ବିଜୁଳି ସଂଯୋଗ ଦେବା ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଟିପିସିଓଡିଏଲ୍’ର ଦୁଇ ଅଧିକାରୀ । ଦୁଇ ଅଧିକାରୀ ତରୁଣ ନାୟକ ଏବଂ ଶୈଳଜା ମୁଦୁଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…
Read More...

ପୁଣି ବାଜି ମାରିନେଲା ଚେନ୍ନାଇ : ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍

କନକ ବ୍ୟୁରୋ : ପୁଣି ବାଜି ମାରିନେଲା ଚେନ୍ନାଇ । ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ରୋମାଂଚକର ମ୍ୟାଚରେ ଶେଷ ବଲରେ ଧୋନୀଙ୍କ ଚେନ୍ନାଇ ଟିମ୍ ବିଜୟୀ ହୋଇଛି । ପୁରା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚରେ ଭରିଯାଇଥିଲା । ପ୍ରଥମେ ବ୍ୟାଟିଂ କରି…
Read More...