Browsing Category

ନ୍ୟୁଜ୍

ସ୍କୁଟିରେ ଯାଉଥିବା ବେଳେ ଚାପିଦେଲା ଟ୍ରକ୍ : ଘଟଣାସ୍ଥଳରେ ଚାଲିଗଲା ମାଆ-ଝିଅଙ୍କ ଜୀବନ

କନକ ବ୍ୟୁରୋ : ଜଗତସିଂହପୁର ଚସାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ୍ । ଚାପି ହୋଇ ଘଟଣାସ୍ଥଳରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ମୁଳିସିଂହ ଗାଁର ବୋଲି ଜଣାପଡ଼ିଛି । ଏମାନେ ଏକ ସ୍କୁଟିରେ ଜତସିଂହପୁର ଯାଉଥିବା ଟ୍ରକ୍ ଧକ୍କା ଦେଇଥିଲା ।…
Read More...

ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀକୁ କଟୁରୀରେ ହାଣି ଆତ୍ମହତ୍ୟା କଲା ସ୍ୱାମୀ

କନକ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ କଟୁରୀରେ ହାଣି ଆତ୍ମହତ୍ୟା କଲା ସ୍ୱାମୀ । ଭଦ୍ରକ ଜିଲ୍ଲାର ଧାମନଗର ଥାନା ମୁଲଣା ସାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ରାତିରେ ପାରିବାରିକ କଳହ ଯୋଗୁଁ ଭାସ୍କର ସାମଲ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସସ୍ମିତାକୁ ଶୋଇବା…
Read More...

ଡିଜିଟାଲ ମାଧ୍ୟମରେ ଲାଞ୍ଚ କାରବାର ନେଇ ସତର୍କ କଲା ଭିଜିଲାନ୍ସ : ଲାଞ୍ଚ ନେବା ଏବଂ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ…

କନକ ବ୍ୟୁରୋ : ଡିଜିଟାଲ ମାଧ୍ୟମରେ ଲାଞ୍ଚ କାରବାର ମାମଲାକୁ ନେଇ ସତର୍କ କଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବ୍ୟକ୍ତି ଓ ଦେଉଥିବା ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଫୋନ୍ ପେ’ ମାଧ୍ୟମରେ ଲାଞ୍ଚ ନେଲେ ନିଶ୍ଚିତ ଧରାପଡ଼ିବେ । ଡିଜିଟାଲ କାରବାର…
Read More...

ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି : ସୁସଜ୍ଜିତ ରଥରେ ମଦନମୋହନ ଶ୍ରୀମନ୍ଦିର ବେଢ଼ା କରିବେ ପରିକ୍ରମା

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ସଂଧ୍ୟାଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବାର ରହିଛି ପରମ୍ପରା । ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମାହନ ଭିତର ଅନ୍ଧାର କରାଯାଏ ।…
Read More...

ଶ୍ରମିକଙ୍କ ସହ ମିଶି କାମ କଲେ ବିଡିଓ : ଲୋକେ କାମ କରୁଥିବା ଜାଗାକୁ ଯାଇ ମାଟି ହାଣିବା ସହ ମୁଣ୍ଡକୁ ଉଠାଇଲେ ଝୁଡ଼ି

କନକ ବ୍ୟୁରୋ : ଶ୍ରମିକଙ୍କ ସହ କାମ କଲେ ବିଡିଓ । ଶ୍ରମିକ ମାନଙ୍କୁ କାମରେ ଉତ୍ସାହିତ କରିବାକୁ ଶ୍ରମିକଙ୍କ ସହ ସାମିଲ ହୋଇ ନିଜେ ମାଟି ହାଣି ମୁଣ୍ଡରେ ଉଠାଇଲେ ବିଡ଼ିଓ । ସମ୍ବଲପୁର ଯୁଯୁମରା ବ୍ଲକ ବିଡିଓ ନୀଳାମ୍ବର ମହାନନ୍ଦଙ୍କ ଏହି ନିଆରା ପ୍ରୟାସ ଦେଖିବାକୁ ମିଳିଛି । ପ୍ରତିଦିନ କାମ…
Read More...

ଦିବ୍ୟାଙ୍ଗଙ୍କୁ ଛାଡିଲେନି ଲୁଟେରା : ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟିଲେ

କନକ ବ୍ୟୁରୋ : ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା । ଡରାଇ ଧମକାଇ କଲେ ଲୁଟ୍ । ମୋହନା ଥାନା ମେରାପଲ୍ଲୀ ଗାଁ ନିକଟ ଜାତୀୟ ରାଜପଥରୁ ଦିବ୍ୟାଙ୍ଗକୁ ଠାରୁ ଲୁଟ କରିଛନ୍ତି ଲୁଟେରା । ବାସୁଦେବ ସାହୁ ଜଣେ ଦିବ୍ୟାଙ୍ଗ ହୋଇଥିଲେ ପରିବାର ଚଳାଇବା ପାଇଁ ଗାଁ ପାଖ ରାସ୍ତା କଡ଼ରେ ଦୋକାନ ଦେଇ…
Read More...

ଆଉ ଏକ ଆଇପିଏଲ ଖେଳିବେ ଧୋନୀ ! ଦଳ ଚାମ୍ପିଅନ ହେବା ପରେ ଅବସର ନେବା ପ୍ରଶ୍ନର ରଖିଲେ ଉତ୍ତର

କନକ ବ୍ୟୁରୋ : ପୁଣି ଥରେ ଆଇପିଏଲ୍ ଖେଳିବେ କି କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ । ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ଆଇପିଏଲ୍ ଟାଇଟଲ ଜିତିବା ପୂର୍ବରୁ ଏନେଇ ଅନେକ ଚର୍ଚ୍ଚା ହେଉଥିଲା । ଦଳ ଚାମ୍ପିଅନ୍ ହେବା ପରେ ଅବସର ନେବା ପ୍ରଶ୍ନର ଉତ୍ତର ରଖିଛନ୍ତି ଧୋନୀ ।…
Read More...

ଶ୍ରୀମନ୍ଦିରରେ ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ପ୍ରଣାଳୀ : ଶ୍ରୀମନ୍ଦିର ପରିଚାଳନା କମିଟି…

କନକ ବ୍ୟୁରୋ : ଶ୍ରୀମନ୍ଦିରେ ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ପ୍ରଣାଳୀ । ରେଶମ ପୋକ ମରା ନଯାଇ ଏହି ବସ୍ତ୍ର ନିର୍ମାଣ ହେବ । ଆଗାମୀ ରଥଯାତ୍ରା ପ୍ରସଙ୍ଗରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ…
Read More...

ଦଣ୍ଡମୁକ୍ତ ହେଲା ଦଣ୍ଡିପଦର : ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ମନରେ କମୁଛି ମାଓ ଭୟ

କନକ ବ୍ୟୁରୋ : ଦଣ୍ଡମୁକ୍ତ ହେଲା ଦଣ୍ଡିପଦର । ଦିନେ ଯେଉଁ ଦଣ୍ଡିପଦର ମାଓବାଦୀଙ୍କ ଦଣ୍ଡବିଧାନ ପାଇଁ ଚର୍ଚ୍ଚାରେ ରହି ଆସୁଥିଲା, ସେହି ଦଣ୍ଡିପଦର ଏବେ ଦଣ୍ଡମୁକ୍ତ ହୋଇଛି । ଏହି ଅଂଚଳରେ ଆଗରେ ମାଓବାଦୀଙ୍କ ପ୍ରଭାବ ରହିଥିଲା । ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଥିଲା । ଏପରିକି ଲୋକଙ୍କୁ…
Read More...

ଓହ୍ଲାଇବା ବେଳେ ଚଳନ୍ତା ଟ୍ରେନରୁ ଖସିପଡିଲେ ମହିଳା : ଦେବଦୂତ ସାଜି ଉଦ୍ଧାର କଲେ ଆରପିଏଫ ଯବାନ

କନକ ବ୍ୟୁରୋ : ଦୁଇ ସୁରକ୍ଷାକର୍ମୀଙ୍କ ଚତୁରତା ଓ ତୁରନ୍ତ ପଦକ୍ଷେପ ଯୋଗୁଁ ବଞ୍ଚିଗଲା ମହିଳାଙ୍କ ଜୀବନ । ଚଳନ୍ତା ଟ୍ରେନରୁ ମହିଳା ଜଣକ ଖସିପଡ଼ିଥିଲେ, ତେବେ ଆରପିଏଫର ଦୁଇ କର୍ମଚାରୀ ଠିକ୍ ସମୟରେ ପଦକ୍ଷେପ ନେଇ ତାଙ୍କୁ ବଞ୍ଚାଇ ଦେଇଛନ୍ତି । ଝାରସୁଗୁଡ଼ା ରେଳ ଷ୍ଟେସନରେ ଏହି ଘଟଣା ଘଟିଛି ।…
Read More...