Browsing Category

ନ୍ୟୁଜ୍

ତିକ୍ତ ହେଉଛି ଭାରତ-କାନାଡା ସଂପର୍କ । କାନାଡାରେ ଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରିକଲା ବୈଦେଶିକ ବ୍ୟାପାର…

କନକ ବ୍ୟୁରୋ : ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡଙ୍କ ଅଭିଯୋଗ ପରେ ଆରମ୍ଭ ହୋଇଥିବା ବିବାଦ ଏବେ ତୀବ୍ର ରୂପ ନେଇଛି । ଖାଲିସ୍ତାନୀ ସମର୍ଥକ ସଂଗଠନ ଶିଖ୍ ଫର ଜଷ୍ଟିସର ଧମକ ପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…
Read More...

ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ଲୋକସଭାରେ ବିର୍ତକ: ଆଲୋଚନାରେ ସାମିଲ ହୋଇ ସୋନିଆ ଗାନ୍ଧୀ କହିଲେ, ମହିଳା ସଂରକ୍ଷଣ…

କନକ ବ୍ୟୁରୋ: ମହିଳା ଆରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ଜାରି ରହିଛି ବିତର୍କ । ଏହି ସମୟରେ ସୋନିଆ ଗାନ୍ଧୀ ନିଜ ବକ୍ତବ୍ୟ ରଖି କହିଛନ୍ତି, କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି । ହେଲେ ଏହା ଭିତରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ବି କରିଛନ୍ତି ସୋନିଆ…
Read More...

ଆସନ୍ତା ୨୬ ତାରିଖରୁ ଜୋରଦାର ହେବ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ । ବିଶାଳ ଅଧିବେଶନ କରି ଆନ୍ଦୋଳନକୁ ଓହ୍ଲାଇବାକୁ…

କନକ ବ୍ୟୁରୋ : ୨୬ ତାରିଖରୁ ପୁଣିଥରେ ଧାରଣାକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ । ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବିଶାଳ ସମାବେଶ ଆୟୋଜନ କରିବ ବୋଲି କହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା । ଗତ ଆଠ ତାରିଖରୁ ଶିକ୍ଷକ ସଂଘ ସମୂହ ଛୁଟିରେ ଥିଲେ । ଆନ୍ତଃ…
Read More...

ମହିଳା ସଂରକ୍ଷଣ ବିଲକୁ ନେଇ ସଂସଦରେ ତର୍କ, ସୋନିଆଙ୍କ ଦାବି ଉପରେ ଏଭଳି ମନ୍ତବ୍ୟ ଦେଲେ ସ୍ମୃତି ଇରାନୀ

କନକ ବ୍ୟୁରୋ : ସଂସଦର ବିଶେଷ ଅଧିବେଶନରେ ମହିଳା ସଂରକ୍ଷଣ ବିଧେୟକକୁ ନେଇ ଚର୍ଚ୍ଚା ଚାଲିଛି । ସଂସଦର ବରିଷ୍ଠ ନେତାମାନେ ଏହା ଉପରେ ଯୁକ୍ତି କରୁଛନ୍ତି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମହିଳା ସଂରକ୍ଷଣ ବିଲ ଉପରେ ଆଲୋଚନା କରିବା ବେଳେ କହିଛନ୍ତି କି, ଜନସଂଘ ପ୍ରଥମେ ମହିଳା…
Read More...

ବିଜେପି ନେତ୍ରୀ ବଡ ବୟାନ, କହିଲେ ଓଡିଶାରେ ନାହିଁ ଗଣତନ୍ତ୍ର: ଏଠି ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଚଳିବ, କିନ୍ତୁ…

କନକ ବ୍ୟୁରୋ: ଓଡିଶାରେ ନାହିଁ ଗଣତନ୍ତ୍ର । ସମ୍ବାଦ ଉପରେ ଇଓଡବ୍ଲୁ ରେଡ୍ ନେଇ ବିଜେପି ନେତ୍ରୀ ପ୍ରଭାତି ପରିଡାଙ୍କ ବଡ ବୟାନ । କହିଲେ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଚଳିବ । ହେଲେ ସଚିବଙ୍କୁ କହିଲେ ସରକାର ପ୍ରତିଶୋଧ ପରାୟଣ ହୋଇଯିବେ । ସଚିବଙ୍କୁ ନେଇ କହିଛନ୍ତି, ଦରମା ନେଇ ସେବା…
Read More...

ସଂକଟରେ ‘ଆକାଶ’ଏୟାରଲାଇନ୍ସ, ଦୈନିକ ବାତିଲ ହେଉଛି ୨୪ଟି ଉଡାଣ

କନକ ବ୍ୟୁରୋ : ଆକାଶ ଏୟାର ଲାଇନ୍ସରୁ ୪୩ ଜଣ ପାଇଲଟ ଏକାସାଥିରେ ଇସ୍ତଫା ଦେବା ପରେ ଏବେ ସଂକଟରେ ପଡିଛି । ଏହି କାରଣରୁ ଏୟାରଲାଇନ୍ସ ତାର ଉଡାଣ ବନ୍ଦ କରିପାରେ ବୋଲି ଆଶଂକା କରାଯାଉଛି । ପାଇଲଟଙ୍କ ଅଚାନକ ଇସ୍ତଫା ପରେ ସେପ୍ଟେମ୍ବର ମାସରେ ଦୈନିକ ୨୪ଟି ଉଡାଣ ବାତିଲ କରିବାକୁ ପଡିଛି । ଏନେଇ…
Read More...

ଗୋଟିଏ ପଦବୀରେ ୯ ବର୍ଷ : ଅଖଣ୍ଡ କ୍ଷମତା ପାଇଥିବା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି କି ଜି ମାଥିଭାଥନନ୍ ?

କନକ ବ୍ୟୁରୋ : ସରକାରଙ୍କ ବାବୁ ପ୍ରୀତି । ଗୋଟିଏ ପଦବିରେ ବର୍ଷ ବର୍ଷ ଧରି ରାଜ କରୁଛନ୍ତି ସରକାରୀ ବାବୁ । ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନନ୍ । ଗତ ୯ ବର୍ଷ ହେବ ଏହି ପଦବୀରୁ ଆଉ ହଲୁ ନାହାଁନ୍ତି । ଗୋଟିଏ ବିଭାଗରେ ଜଣେ ସଚିବ ଏତେ ବର୍ଷ ଧରି କାହିଁକି ରହିଛନ୍ତି, ସେ ପ୍ରଶ୍ନର…
Read More...

ଇଲେକ୍ଟ୍ରିସିଆନ ଠିକାଦାର ହେବାକୁ ଯାଇ ହେଇଗଲା ଆତଙ୍କବାଦୀ ଠିକାଦାର

କାଶ୍ମୀର ଅନନ୍ତନାଗ ଗଡୁଲ ଜଙ୍ଗଲରେ ସାତଦିନ ଧରି ଚାଲିଥିବା ଅପରେସନ ଗତ ମଙ୍ଗଳବାର ଶେଷ ହୋଇଛି । ଏହି ଏନକାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ  ଉଜେର ଖାନର ଶବ ଉଦ୍ଧାର କରାଯାଇଛି । ତା ସହ ମିଳିଥିବା ଆଉ ଏକ ଆତଙ୍କବାଦୀର  ଶବ ଚିହ୍ନଟ ହୋଇପାରିନାହିଁ । ଉଜେର ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର…
Read More...

ଭାରତରେ ମହିଳା ସଂରକ୍ଷଣ ବିଲକୁ ନେଇ ଚାଲିଛି ତର୍କ ବିତର୍କ । ଜାଣନ୍ତୁ ବିଶ୍ୱର କେଉଁ କେଉଁ ସଂସଦରେ ମହିଳାଙ୍କ ପାଇଁ…

କନକ ବ୍ୟୁରୋ : ଭାରତର ସଂସଦ ପାଇଁ ମହିଳା ସଂରକ୍ଷଣ ବିଲ ଲୋକସଭାରେ ଉପସ୍ଥାପିତ ହୋଇଛି । ଏହି ପ୍ରସଙ୍ଗ କିଛି ଦଶକ ଧରି ଚାଲିଥିବା ବେଳେ ଏହାକୁ ପ୍ରଥମେ ୨୭ ବର୍ଷ ପୂର୍ବେ ସଂସଦରେ ଉପସ୍ଥାପନ କରାଯାଇଥିଲା । ଆଶା କରାଯାଉଛି କି ଚଳିତ ଥର ଏହା ସଂସଦରେ ପାରିତ ହୋଇପାରେ । ହେଲେ ବିଶେଷଜ୍ଞଙ୍କ…
Read More...

ଶ୍ରୀକାନ୍ତ ସାହୁ, ତାଙ୍କ ଝିଅଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ : ସଂଯୁକ୍ତା ମହଲ ଓ ବିକାଶ ବେହେରାଙ୍କ ମେସେଜ ଆଧାରରେ…

କନକ ବ୍ୟୁରୋ : ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ । ଏନେଇ ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଥାନାରେ ଏତଲା ଦେଇଛନ୍ତି । ମୋବାଇଲ୍କୁ ଆସିଥିବା ମେସେଜ୍ ଆଧାରରେ ସେ ଥାନାରେ ଏତଲା ଦେଇଛନ୍ତି । ଏହି ମେସେଜରେ ସଂଯୁକ୍ତା ମହଲ…
Read More...