Browsing Category

ନ୍ୟୁଜ୍

ନ୍ୟାୟ ପାଇଁ ୨ଛୁଆଙ୍କୁ ଧରି ଶାଶୂ ଘର ଆଗରେ ଧାରଣା : ମହିଳାଙ୍କୁ ଭେଟିଲେ ଅନ୍ତର୍ଜାତୀୟ ମାନବ ଅଧିକାରୀ ସଦସ୍ୟ ପାର୍ବତୀ…

କନକ ବ୍ୟୁରୋ : ନ୍ୟାୟ ପାଇଁ ଦୁଇ ଛୁଆଙ୍କୁ ଧରି ଶାଶୂ ଘର ଆଗରେ ଧାରଣାରେ ବସିଥିବା ମହିଳାଙ୍କୁ ଭେଟିଲେ ଅନ୍ତର୍ଜାତୀୟ ମାନବ ଅଧିକାରୀ ସଦସ୍ୟ ପାର୍ବତୀ ବେହେରା । ଆସିକା ଥାନାରୁ ଠାରୁ ମାତ୍ର କିଛି ଦୂରରେ ଆସିକା ବ୍ଲକ କଲୋନୀରେ ଜଣେ ବିବାହିତା ମହିଳା ନିଜ ୨ ପୁଅଙ୍କୁ ଧରି ଧାରଣାରେ…
Read More...

କାଲିଠୁ କ୍ରିକେଟ ବିଶ୍ୱକପ୍ ମହାସମର : ଉଦଘାଟନ କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ ତେନ୍ଦୁଲକର

କନକ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ୍ ତେନ୍ଦୁଲକର ।…
Read More...

ଆପ୍ ସାଂସଦ ସଂଜୟ ସିଂହଙ୍କ ଘରେ ଇଡି ଚଢ଼ାଉ : ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ସୂଚନା

କନକ ବ୍ୟୁରୋ : ଆପ୍ ସାଂସଦ ସଂଜୟ ସିଂଙ୍କ ଘରେ ଇଡି ଚଢ଼ାଉ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ଘରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ କରିଥିବା ସୂଚନା ମିଳିଛି । ଏହାପୂର୍ବରୁ ସଂଜୟ ସିଂଙ୍କ ଘନିଷ୍ଠ ସହଯୋଗୀଙ୍କ ଠିକଣାରେ ମଧ୍ୟ ପ୍ରବର୍ତନ ନିର୍ଦ୍ଦେଶାଳୟର…
Read More...

ମୋବାଇଲ ଚାର୍ଜ ବେଳେ ଅଘଟଣ : ସର୍ଟ ସର୍କିଟ ଯୋଗୁଁ ମୋବାଇଲ ଫାଟି ଟ୍ରକରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର…

କନକ ବ୍ୟୁରୋ : ମୋବାଇଲ ଚାର୍ଜ ବେଳେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ମୋବାଇଲ ଫାଟି ଟ୍ରକରେ ଲାଗିଲା ନିଆଁ। ଆଉ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍ । ଗତକାଲି ବିଳମ୍ବିତ ରାତିରେ ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥ ବନର ଢାବା ନିକଟରେ ତାଳଚେରରୁ କେନ୍ଦୁଝର ଯାଉଥିବା ଏକ କୋଇଲା ବୋଝେଇ…
Read More...

ବିପଦ ସଙ୍କେତ ଟପିଲା ଜଳକା ନଦୀ : ଲଘୁଚାପ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ଜଳସ୍ତର

କନକ ବ୍ୟୁରୋ : ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫ଦଶମିକ ୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧିପାଇ ୬ଦଶମିକ ୩୨ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯେଗୁଁ ନଦୀର ଜଳସ୍ତର ବୃଦ୍ଧି ପାଉଛି । ବିଭିନ୍ନ ସ୍ଥାନରେ…
Read More...

ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡି : କ୍ଷତିପୂରଣ ଦାବିରେ ରାସ୍ତାରୋକ; ପୋଲିସ ପ୍ରଶାସନର ବୁଝାସୁଝା

କନକ ବ୍ୟୁରୋ : ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ଗାଡି । ଅଜଣା ଗାଡି ଧକ୍କାରେ ଗଲା ୨ ଜଣଙ୍କ ଜୀବନ । କୁଚିଣ୍ଡା ଥାନା ପାରୁଆଡିଠାରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଏକ ଅଜଣା ଗାଡି ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି ପାରୁଆଭାଡିର…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସିଏଜି ଧରିଲେ ଅନିୟମିତତା : ୱାର୍କ ଅର୍ଡରରେ ଜାଲିଆତି ହେବା ସହ ଅଣ ହିତାଧିକାରୀଙ୍କୁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ଧରିଛି । ୱାର୍କ ଅର୍ଡରରେ ଜାଲିଆତି ହେବା ସହ ଅଣ ହିତାଧିକାରୀଙ୍କୁ ମିଳିଛି ଯୋଜନାର ଲାଭ । ପ୍ରଧାନମନ୍ତ୍ରୀ ଆବାସ ଓ ମନରେଗା କାମ ଏକ ସମୟରେ ହେଉଥିବା ସିଏଜିଙ୍କ ନଜରକୁ ଆସିଛି । ଏହି ଯୋଜନାରେ ଅନେକ ଘର…
Read More...

ଆଜିଠୁ ଖୋଲିବ ୟୁନିଟ-୧ ହାଟ : ବିଏମସିର ସମାଧାନ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ବ୍ୟବସାୟୀ ସଂଘ

କନକ ବ୍ୟୁରୋ : ଆଜିଠୁ ଖୋଲିବ ଭୁବନେଶ୍ୱରର ୟୁନି-୧ ହାଟ । ବିଏମସି ସହ ଆଲୋଚନା କରିବା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘର ସଭାପତି ଆଜିଠୁ ହାଟ ଖୋଲିବ ବୋଲି ସୂଚନା ଦେଇଛନ୍ତି । ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ-୧ର ବ୍ୟବସାୟୀ…
Read More...

ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡାଙ୍କୁ ଆକ୍ରମଣ : ବ୍ରହ୍ମଗିରି ୨୮ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ

କନକ ବ୍ୟୁରୋ : ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୨୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡାଙ୍କୁ କୃଷ୍ଣପ୍ରସାଦ ବ୍ଲକରେ ବିରୋଧ ଓ ଆକ୍ରମଣ ହୋଇଛି । କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ ସ୍ଥାନରେ କିଛି କର୍ମୀଙ୍କୁ ନେଇ ସେ ବୈଠକ କରୁଥିଲେ । ଆଉ ଫେରୁଥିବା ସମୟରେ ଚିଲିକା…
Read More...

ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ଜିଲ୍ଲାରେ ରାଜନୈତିକ ହିଂସା ବଢ଼ୁଥିବାରୁ ଚିନ୍ତାରେ ରାଜନେତା; ନେତାଙ୍କୁ…

କନକ ବ୍ୟୁରୋ : ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ମାସକ ଭିତରେ ଗଂଜାମରେ ତିନି ଜଣ ରାଜନେତାଙ୍କ ହତ୍ୟା ପରେ ଆତଙ୍କରେ ଅଛନ୍ତି ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ଥିବାରୁ ଚିନ୍ତାରେ ପଡିଛନ୍ତି ସମିତି ସଭ୍ୟ । ବିଜେଡିର ଦୁଇ ଗୋଷ୍ଠୀ ବିପ୍ଳବ ପାତ୍ର ଓ ବିପିନ…
Read More...