Browsing Category

ନ୍ୟୁଜ୍

ଉଡନ୍ତା ବିମାନର ଡୋର୍ ଖୋଲିଦେଲେ ଯାତ୍ରୀ । ଜରୁରୀ ଅବତରଣ କରିବାକୁ ବାଧ୍ୟ ହେଲେ ପାଇଲଟ୍ ।

କନକ ବ୍ୟୁରୋ: ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିବା ବିମାନର ଜରୁରୀ ଅବତରଣ । ବିମାନଟି ଉଡୁଥିବା ଅବସ୍ଥାରେ ଜଣେ ଯାତ୍ରୀ ଏହାର ଏମରଜେନ୍ସି ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ । ଫଳରେ ବିମାନ ଭିତରେ ହଇଚଇ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦେଖି ପାଇଲଟ୍ ବିମାନର ଜରୁରୀ ଅବତରଣ…
Read More...

ଇରାନୀ ହନିଟ୍ରାପ ମାମଲା : ପୋଲିସ ହାତରେ ଲାଗିଲା ସ୍ୱାମୀ ନିଶିକାନ୍ତ ଆକାଉଣ୍ଟ ଟ୍ରାଞ୍ଜାକ୍ସନ; ଡାକ୍ତର, ବ୍ୟବସାୟୀ ଓ…

କନକ ବ୍ୟୁରୋ : ହନିଟ୍ରାପ କୁଇନ୍ ଇରାନୀ ପାତ୍ର ଠକେଇ ମାମଲା । ପୋଲିସ ହାତରେ ଲାଗିଛି ସ୍ୱାମୀ ନିଶିକାନ୍ତର ଆକାଉଣ୍ଟ ଟ୍ରାଞ୍ଜାକ୍ସନ । ୩ଜଣଙ୍କ ଠାରୁ ଟଙ୍କା ଆକାଉଣ୍ଟକୁ ଆସିଥିବା ପୋଲିସ ଜାଣିବାକୁ ପାଇଛି । ଗୋଟିଏ ଆକାଉଣ୍ଟରୁ ୩ଲକ୍ଷରୁ ଅଧିକ ଟଙ୍କାର ଟ୍ରାଜାକ୍ସନ ହୋଇଥିବା ପୋଲିସ…
Read More...

ମହିଳା ସଂରକ୍ଷଣ ବିଲକୁ କଂଗ୍ରେସର ସମର୍ଥନ, ଏହି ବିଲ ଦ୍ୱାରା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ହେବ ପୂରଣ : ସୋନିଆ ଗାନ୍ଧୀ

କନକ ବ୍ୟୁରୋ : ମହିଳା ଆରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ବିତର୍କ ଜାରି ରହିଛି । ଏହି ସମୟରେ ସୋନିଆ ଗାନ୍ଧୀ ନିଜ ବକ୍ତବ୍ୟ ରଖି କହିଛନ୍ତି, କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି । ପୂର୍ବରୁ ରାଜୀବ ଗାନ୍ଧୀ ଏହି ବିଲ୍ ଆଣିଥିଲେ । ଏହି ବିଲ୍ ଦ୍ୱାରା…
Read More...

ବାହାରିନରେ ଓଡିଆ ସମାଜ ପକ୍ଷରୁ ଗଣେଶ ପୂଜା ପାଳିତ

କନକ ବ୍ୟୁରୋ : ବାହାରିନରେ ଓଡିଆ ସମାଜ ପକ୍ଷରୁ ଗଣେଶ ପୂଜା ପାଳିତ । ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଗଣେଶ ପୂଜା ପାଳନ କରାଯାଇଛି । ଡକ୍ଟର ଅରୁଣ କୁମାର ପ୍ରହରାଜ କହିଛନ୍ତି ଗତ ୨୬ ବର୍ଷରୁ ଆମେ ବିଦେଶୀ ମାଟିରେ ଆମର ସାଂସ୍କୃତିକ ମୂଲ୍ୟବୋଧକୁ…
Read More...

ବାପାଙ୍କ ଭୁଲ ବାଟରେ ଟ୍ରୁଡୋ । ପିୟରେ ଟ୍ରୁଡୋଙ୍କ ଭୁଲକୁ ଦୋହରାଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ।…

କନକ ବ୍ୟୁରୋ: କାନାଡାରେ ପଶି ଖଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିବା ଦୋଷ ଲଦିବା ପରେ ଜଷ୍ଟିନ୍ ଟ୍ରୁଡୋଙ୍କୁ ଉଚିତ ଜବାବ ଦେଇସାରିଛନ୍ତି ଭାରତ ସରକାର । ଟ୍ରୁଡୋଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସ୍ପଷ୍ଟ କରିଛି ଭାରତ । ଏହା ପରେ ଦୁଇ ଦେଶ ସମ୍ପର୍କରେ ତିକ୍ତତା ବଢିଯାଇଛି । ଏହି ଘଟଣାକୁ…
Read More...

ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ମା’ଙ୍କ ଦର୍ଶନ ପରେ ନୂଆ ଖାଇବେ ଲୋକେ ।

କନକ ବ୍ୟୁରୋ : ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟ ଦିନ ୧୦ଟା ୩୭ ମିନିଟ୍ ସମୟରେ ମା’ଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ । ମା’ଙ୍କ ଦର୍ଶନ କରି ଘରେ ଘରେ ନୂଆ ଖାଇବେ । ଏହାସହ ଘରେ…
Read More...

ଗଣପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡିଶାରେ ଉତ୍ସାହ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ ରାଜ୍ୟପାଳ

କନକ ବ୍ୟୁରୋ :  ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଗଣପର୍ବ ପାଇଁ ସମସ୍ତେ ପ୍ରସ୍ତୁତ । ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ନୂଆଁଖାଇ ପାଇଁ ଘରେ ଘରେ ଆରମ୍ଭ ହୋଇଗଲାଣି ପିଠାପଣା ପ୍ରସ୍ତୁତି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପଶ୍ଚିମ ଓଡିଶାର…
Read More...

‘ଭାରତ ମସଲା’ର ୨୪ତମ ପ୍ରତିଷ୍ଠା ଦିବସ : କାର୍ଯ୍ୟକ୍ରମରେ ୮ଜଣଙ୍କୁ କରାଗଲା ସମ୍ମାନିତ

କନକ ବ୍ୟୁରୋ : ଦେଶର ଅଗ୍ରଣୀ ମସଲା କମ୍ପାନୀ "ଭାରତ ମସଲା" ର ୨୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜଗତପୁର ଇମାମନଗର ସ୍ଥିତ ଭାରତ ଷ୍ଟୁଡିଓ ଠାରେ ପାଳିତ ହୋଇଛି । ଜୟ ଭାରତ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାରୋହକୁ…
Read More...

ଭାରତର କଡା କାର୍ଯ୍ୟାନୁଷ୍ଠାନ ପରେ ନରମିଲା ଜଷ୍ଟିନ ଟ୍ରୁଡୋଙ୍କ ସ୍ୱର : ନୂଆଦିଲ୍ଲୀକୁ ଉସୁକାଇବାକୁ ଚାହେଁନି କହିଲେ…

କନକ ବ୍ୟୁରୋ : ନରମିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଭିତରେ କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏହାକୁ ବଢାଇବାକୁ ଚାହୁଁନାହୁଁ । କିନ୍ତୁ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ଭାରତ ଗୁରୁତର ସହ ନେବା…
Read More...

ବିଧାୟକ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ : ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଥାନାରେ ଏତଲା ଦେଲେ ଶ୍ରୀକାନ୍ତ…

କନକ ବ୍ୟୁରୋ : ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ । ଏନେଇ ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଥାନାରେ ଏତଲା ଦେଇଛନ୍ତି । ମୋବାଇଲକୁ ଆସିଥିବା ମେସେଜ୍ ଆଧାରରେ ସେ ଥାନାରେ ଏତଲା ଦେଇଛନ୍ତି । ଏହି ମେସେଜରେ ସଂଯୁକ୍ତା ମହଲ ଓ…
Read More...