Browsing Category

ନ୍ୟୁଜ୍

ହଟିଲେ ସୁଲତା ଦେଓ । ମାନସ ମଙ୍ଗରାଜ ହେଲେ ବିଜେଡି ରାଜ୍ୟସଭା ମୁଖ୍ୟ ସଚେତକ । ସୁଲତାଙ୍କୁ ଅଚାନକ ପଦରୁ ହଟାଯିବାକୁ ନେଇ…

କନକ ବ୍ୟୁରୋ: ବିଜୁ ଜନତା ଦଳ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଭାବେ ନିଯୁକ୍ତି କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ସାଂଗଠନିକ ସମ୍ପାଦକ…
Read More...

ଓଡ଼ିଆ ପୁଅ କିଶୋର ଜେନାଙ୍କ ସଫଳତା । ଏସିଆନ ଗେମ୍ସରେ ଜିତିଲେ ରୌପ୍ୟ ପଦକ

କନକ ବ୍ୟୁରୋ: ଓଡ଼ିଆ ପୁଅ କିଶୋର ଜେନାଙ୍କ ସଫଳତା । ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତିଛନ୍ତି କିଶୋର । ଜାଭଲିନ ଥ୍ରୋରେ ଏହି ସଫଳତା ପାଇଛନ୍ତି କିଶୋର ଜେନା । ୮୭.୫୪ ମିଟର ଜାଭଲିନ ଫୋପାଡି ପ୍ରଥମ ଓଡ଼ିଆ ଭାବେ ଜ୍ୟାଭଲିନରେ ଏହି ସଫଳତା ପାଇଛନ୍ତି । ଏସୀୟ କ୍ରୀଡାରେ ସଫଳତା ପରେ ୨୦୨୪ରେ…
Read More...

ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଲେ ନୀରଜ ଚୋପ୍ରା । ଓଡିଆ ପୁଅ କିଶୋର ଜେନା ଜିତିଲେ ରୌପ୍ୟ ପଦକ । 

କନକ ବ୍ୟୁରୋ: ଏସିଆନ୍ ଗେମ୍ସରେ ବଢିଲା ଭାରତର ସ୍ୱର୍ଣ୍ଣପଦକ । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ଜିତିଲେ ସୁନା ପୁଅ ନୀରଜ ଚୋପ୍ରା । ବୁଧବାର ନୀରଜ ଚୋପ୍ରା ଜାଭଲିନ୍ ଥ୍ରୋ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣପଦକ ଜିତାଇଛନ୍ତି । ଅନ୍ୟପଟେ ଓଡିଆ ପୁଅ କିଶୋର ଜେନା ମଧ୍ୟ ଜାଭଲିନ୍ ଥ୍ରୋରେ ରୌପ୍ୟ ପଦକ…
Read More...

୫-ଟି ଯୋଜନା ହେଉଥିବା କାମକୁ ବିରୋଧ । ନିମ୍ନମାନର ସାମଗ୍ରୀରେ ବିଦ୍ୟାଳୟ କାମ ହେଉଥିବା ଜାଣି ବିରୋଧ କଲେ ଗ୍ରାମବାସୀ

କନକ ବ୍ୟୁରୋ: ୫-ଟି କାମ ନିମ୍ନମାନର ହେଇଥିବା ଜାଣିବା ପରେ ସ୍କୁଲ କାମକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଜିରିଡାମାଳି ରଘୁନାଥ ଜୀଶ ଉଚ୍ଚ ବିଦ୍ୟାଳୟର ରୂପାନ୍ତକରଣ କାମ ଚାଲିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ୯ଲକ୍ଷ ଟଙ୍କା ବ୍ୟୟ ବରାଦରେ…
Read More...

ପରିଣତ ବୟସରେ ବଢିଲା ପୁଅ-ଝିଅଙ୍କ ପେଟକୁ ଦାନା ଦେଇ ପାରୁନାହାନ୍ତି ରାୟଗଡାର ପଦ୍ମିନୀ କୁମ୍ଭାର । ଗୁହାରି ଶୁଣି…

କନକ ବ୍ୟୁରୋ: ଆମେ ଅନ୍ଧ ଲୋକ ଆଜ୍ଞା  । ବହୁତ ଅସୁବିଧାରେ ଅଛୁ ଆଜ୍ଞା  । କୌଣସି ସାହାଯ୍ୟ ମିଳିନାହିଁ ଆଜ୍ଞା  । ଆମକୁ ସାହାଯ୍ୟ କର   । ଆମ ମାଆ ଆଉ ଆଗଭଳି କାମ କରି ପାରୁନି, ଆମେ ବଞ୍ଚିବୁ କେମିତି ଆଜ୍ଞା ବୋଲି ସବୁଆଡୁ ନିରାଶ ହେବା ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ୩…
Read More...

ଦଶମ ଅର୍ଦ୍ଧବାର୍ଷିକ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଆସିଲେ । ହେଲେ ଆସିଲେ ନାହିଁ ପ୍ରଧାନ ଶିକ୍ଷକ । ସଠିକ୍ ସମୟରେ…

କନକ ବ୍ୟୁରୋ: ନିର୍ଦ୍ଧାରିତ ସମୟରେ ଶ୍ରେଣୀଗୃହରେ ପହଞ୍ଚିପାରିଲାନି ପ୍ରଶ୍ନପତ୍ର । ପରୀକ୍ଷାରୁ ବଞ୍ଚିତ ହେଲେ ପିଲା । ଏଭଳି ଘଟଣା ଆସିଛି ନିଆଳିର ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରୀ ବିଦ୍ୟାଳୟରୁ । ଆଜିଠାରୁ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନର ପ୍ରଥମ…
Read More...

ବାଲେଶ୍ୱର ଜଳେଶ୍ୱରକୁ ନାକେଦମ୍ କଲାଣି ଲଗାଣ ବର୍ଷା । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଗାଁ ଗଣ୍ଡାରେ ଜମି ରହିଛି ପାଣି ।…

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ହାଲ୍ ବେହାଲ । ଜଳେଶ୍ୱର, ବସ୍ତା ସମେତ ଅନେକ ଅଞ୍ଚଳରେ ପାଣି ପଶିଯାଇଛି । ୫୦ରୁ ଅଧିକ ଗାଁ ଜଳମଗ୍ନ ହୋଇରହିଛି । ବିଦ୍ୟାଳୟ ଭିତରେ ବି ପାଣି ଜମି ରହିଛି । ଜଳେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତର ଶହଶହ ଘର ଜଳବନ୍ଦୀ ହୋଇ ରହିଛି । ବିଶେଷ…
Read More...

ରଣବୀର କପୁରଙ୍କୁ ଇଡିର ସମନ, ଟାଇଗର ଶ୍ରଫ୍ ଓ ଭାଗ୍ୟଶ୍ରୀଙ୍କ ଭଳି କଳାକାର ଏବେ ଇଡି ରାଡାରରେ । ଜାଣନ୍ତୁ ପୂରା ଘଟଣା…

କନକ ବ୍ୟୁରୋ : ବଲିଉଡ ଅଭିନେତା ରଣବୀର କପୁରଙ୍କ ପାଇଁ ବଢିଲା ଅଡୁଆ । ରଣବୀରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । କାରଣ ମହାଦେବ ଗେମିଙ୍ଗ ବେଟିଂ ମାମଲାରେ ରଣବୀର କପୁରଙ୍କୁ ଏହି ସମନ ଜାରି କରିଛି ଇଡି । ଆସନ୍ତା ୬ ଅକ୍ଟୋବରରେ ଇଡି ଅଫିସରେ ହାଜର ହେବାକୁ ରଣବୀରଙ୍କୁ…
Read More...

ମୋଦୀ କ୍ୟାବିନେଟର ବଡ ଘୋଷଣା । ଏଣିକି ୬ ଶହ ଟଙ୍କାରେ ମିଳିବ ଉଜ୍ଜ୍ୱଳା ଗ୍ୟାସ୍ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଏଣିକି ୬ ଶହ ଟଙ୍କାରେ ମିଳିବ ଉଜ୍ଜ୍ୱଳା ଗ୍ୟାସ । ମୋଦୀ କ୍ୟାବିନେଟ୍ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ଲାଭାର୍ଥୀମାନଙ୍କୁ ଆଉ ୧୦୦ ଟଙ୍କା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ପରେ ଉଜ୍ଜ୍ୱଳା ଗ୍ୟାସ୍ ଲୋକମାନଙ୍କୁ ମାତ୍ର ୬ ଶହ ଟଙ୍କାରେ…
Read More...

ହଟୁନି ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସଆଇଙ୍କ ମୃତ୍ୟୁ ଉପରୁ ପରଦା । ଆସନ୍ତାକାଲି ବିଜେପିର ସୁନ୍ଦରଗଡ ବନ୍ଦ…

କନକ ବ୍ୟୁରୋ: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସଆଇ ଏ.ଏନ୍ ଲୁଗୁନଙ୍କ ସନ୍ଦେହଜନଙ୍କ ମୃତ୍ୟୁୁର ସିବିଆଇ ତଦନ୍ତ ଦାବି କରି ଆସନ୍ତାକାଲି ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ଦୋଷୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବାକୁ  ଦାବି କରିଛି ବିଜେପି ।…
Read More...