Browsing Category

ନ୍ୟୁଜ୍

ଜ୍ୱରରେ ପୀଡିିତ ମହାପ୍ରଭୁ ଶ୍ରୀଜଗନ୍ନାଥ : ସୁସ୍ଥ ହେବା ପାଇଁ ଆଜି ଦଶମୂଳ ଲାଗି

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଦଶମୂଳ ଲାଗି ହୋଇଛନ୍ତି । ଦେବସ୍ନାନ ପୂଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ଗଡୁ ଜଳ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଜ୍ୱରରେ ପୀଡିିତ । ତେଣୁ ଜ୍ୱରରୁ ଉପଶମ ଲାଗି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଏହି ଦଶମୂଳ ଲାଗି ହୋଇଥାଏ । ତେବେ…
Read More...

ଘଟଣାରେ କିଛି ସତ୍ୟତା ଅଛି ବୋଲି ପପୁ ଗିରଫ ହୋଇଛନ୍ତି : ମୁନ୍ନା ଖାଁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଗିରଫ ହୋଇଛନ୍ତି ପପୁ ପମ୍ ପମ୍ । ତେବେ ପପୁଙ୍କ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ମୁନ୍ନା ଖାଁଙ୍କ । କହିଛନ୍ତି ତଥ୍ୟ ପ୍ରମାଣ ମିଳି ଥିବାରୁ ପପୁ ଗିରଫ ହୋଇଛନ୍ତି । ତେଣୁ ଘଟଣାରେ କିଛି ସତ୍ୟତା ଅଛି । ତେବେ ଯିଏ ଦୋଷୀ…
Read More...

ନ୍ୟାୟାଳୟ ଦଣ୍ଡ ହେଲେ ପପୁଙ୍କୁ ଦୋଷୀ ବୋଲି ସ୍ୱୀକାର କରିବୁ : କୁନା ତ୍ରିପାଠୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ଗିରଫ ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା କୁନା ତ୍ରିପାଠୀ । କହିଛନ୍ତି ନ୍ୟାୟାଳୟ ଦଣ୍ଡ ହେଲେ ପପୁଙ୍କୁ ଦୋଷୀ ବୋଲି ସ୍ୱୀକାର କରିବୁ । ତେଣୁ ପପୁଙ୍କୁ ଗଣମାଧ୍ୟମ ନୁହେଁ ନ୍ୟାୟାଳୟ ଦଣ୍ଡ ଦେଉ । ନ୍ୟାୟାଳୟର ନିଷ୍ପତିକୁ ଆମେ ଗ୍ରହଣ…
Read More...

ପୁଲିସ୍ କବଜାରେ ପପୁ ପମ୍ ପମ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁଙ୍କୁ ବାନ୍ଧିଲା ପୋଲିସ । ପୁରୀ ନୀଳାଚଳ ଆପାଟମେଂଟରୁ ପୋଲିସ ପପୁଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ପପୁଙ୍କ ଗିରଫଦାରୀ ନେଇ ସୂଚନା ଦେଇଛି କମିଶନରେଟ୍ ପୋଲିସ । ନାବାଳିକାଙ୍କୁ ଯୋ÷÷ନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ତାଂକୁ ଗିରଫ କରିଛି ।…
Read More...

ବେକାରୀ ସମସ୍ୟା ନେଇ ତାତିଲା ଛାତ୍ର କଂଗ୍ରେସ : ଭୁବନେଶ୍ୱର ଏଡିଏମ ଅଫିସ ଘେରାଉ ବେଳେ କର୍ମୀ ଏବଂ ପୁଲିସ ଧସ୍ତାଧସ୍ତି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବେକାରୀ ସମସ୍ୟା ନେଇ ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ । ନିଯୁକ୍ତି ଦେବାରେ ସରକାରଙ୍କ ବିଫଳତା ଅଭିଯୋଗ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି ଛାତ୍ର କଂଗ୍ରେସ । ଏହାସହ ଛାତ୍ରକଂଗ୍ରେସ କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ଏକ ବାଇକ୍…
Read More...

ଆରମ୍ଭ ହେଲା ପପୁଙ୍କ କାଉଂଟଡାଉନ୍ : ୪୮ ଘଂଟା ମଧ୍ୟରେ ଧରିବ କମିଶନରେଟ୍ ପୁଲିସ୍

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ୪୮ ଘଂଟା ମଧ୍ୟରେ ପପୁଙ୍କୁ ଗିରଫ କରିବ ପୁଲିସ୍ । ଏହି ସୂଚନା ଦେଇଛନ୍ତି ଆଡିସନାଲ ଡିସିପି ବିଏନ୍ ଦଣ୍ଡପାଟ । ପପୁଙ୍କ ଗତିବିଧି ଉପରେ ପୁଲିସ ନଜର ରଖିଥିବା ସେ କହିଛନ୍ତି । ପପୁଙ୍କୁ ଗିରଫ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସେହିପରି…
Read More...

ପୁରୀ ବଡଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ପୁରୀ ବଡଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କୁମ୍ଭାରପଡା ଥାନା ବଡଶଙ୍ଖ ଟ୍ରାଫିକ ଛକ ନିକଟରେ ଯୁବକଙ୍କୁୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୃତ୍ତ । ଆହତ ଯୁବକ ଜଣକ ହେଉଛନ୍ତି ବିପୁଲ ଦାଶ । ସେ ତାଙ୍କ ଡାଲା ଅଟୋରେ ବସିଥିବା ବେଳେ, ୩ ଜଣ ଦୁର୍ବୃତ୍ତ…
Read More...

ପପୁଙ୍କ ପାଇଁ ବଢିଲା ଅଡୁଆ : ପପୁଙ୍କୁ ଗିରଫ ଦାବିରେ ମହିଳା ଥାନା ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପପୁଙ୍କ ପାଇଁ ବଢିଲା ଅଡୁଆ । ପପୁଙ୍କୁ ଗିରଫ ଦାବିରେ ମହିଳା ଥାନା ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା । କାଷ୍ଟିଂ କାଉଚ ଅଭିଯୋଗ ମାମଲାରେ ପପୁଙ୍କୁ ୧୨ ଘଂଟା ମଧ୍ୟରେ ଗିରଫ କରିବାକୁ ଦାବି କରାଯାଇଥିଲା । କିନ୍ତୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ…
Read More...

ରେଂଜରଙ୍କୁ ମାଡ ମାରିବା ଘଟଣା : ପ୍ରଦୀପ ମାଝୀଙ୍କ ବ୍ୟତୀତ ଅନଶନରୁ ଓହରିଲେ ୧୮ କଂଗ୍ରେସ କର୍ମୀ

ଉମରକୋଟ : ଅନଶନରୁ ଓହରିଲେ ୧୮ କଂଗ୍ରେସ କର୍ମୀ । ପ୍ରଦୀପ ମାଝୀଙ୍କ ବ୍ୟତୀତ ଅନ୍ୟ କଂଗ୍ରେସ କର୍ମୀ ଅନଶନରୁ ଓହରିଛନ୍ତି । ଉମରକୋଟ ସବ ଜେଲ କତୃପକ୍ଷ ଏନେଇ ସୂଚନା ଦେଇଛନ୍ତି । ଗତ ୨୬ରୁ ସେମାନେ ଅନଶନରେ ବସିଥିଲେ । ଗତକାଲି କଂଗ୍ରେସ କର୍ମୀଙ୍କୁ ଜେଲରୁ ମୁକୁୁଳାଇବା ପାଇଁ ଉମରକୋଟ କଂଗ୍ରେସ…
Read More...

ସଚିବାଳୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଶହେଟି ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ ।
Read More...