Browsing Category

ନ୍ୟୁଜ୍

ଅନୁଗୁଳ – ସମ୍ବଲପୁର ଏନଏଚ୍ ୪ ଲେନ ହେବ : ଅରୁଣ ଜେଟଲୀ

କନକ ବ୍ୟୁରୋ : ଅନୁଗୁଳ – ସମ୍ବଲପୁର ଏନଏଚ୍ ୪ ଲେନ ହେବ । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ଅରୁଣ ଜେଟଲୀ । ଏହି ରାସ୍ତାପାଇଁ ୨୪୯୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ଅରୁଣ।
Read More...

ଷ୍ଟେନୋ ବନାମ ସମାଜସେବୀ : ଜଗତସିଂହପୁର ମହିଳା କ୍ୟାମ୍ପ କୋର୍ଟରେ ମହିଳାଙ୍କୁ ମାଡ

ଜଗତସିଂହପୁର : ମହିଳା କ୍ୟାମ୍ପରେ ମହିଳା ସମାଜେସେବୀଙ୍କୁ ଆକ୍ରମଣ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜ୍ୟ ମହିଳା ଆୟୋଗର କ୍ୟାମ୍ପ କୋର୍ଟ ଆରମ୍ଭ ହେବା ପୂର୍ବରୁ ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା । ରେଜିଷ୍ଟ୍ରେସନକୁ ନେଇ ମହିଳା ସମାଜସେବୀ ଓ ଆୟୋଗଙ୍କ ଷ୍ଟେନୋ…
Read More...

ବିତିଗଲା ବର୍ଷେ : କ୍ଷତିପୂରଣ ଅପେକ୍ଷାରେ ମରୁଡି ପ୍ରଭାବିତ ଚାଷୀ

ସୁନ୍ଦରଗଡ ବ୍ୟୁରୋ, କନକ ନ୍ୟୁଜ୍ : ମରୁଡି ଯୋଗୁଁ ଉଜୁଡିଗଲା ଚାଷ । ଭାଙ୍ଗିଗଲା ଚାଷୀକୂଳର ମେରୁଦଣ୍ଡ । ବର୍ଷା ଅଭାବରୁ ଚାଷୀ ଆଖିଆଗରେ ନଷ୍ଟ ହୋଇଗଲା ବର୍ଷକ ଯାକର ପରିଶ୍ରମ । ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଗଲା । ସୁନ୍ଦରଗଡ ଜିଲ୍ଲାକୁ ମରୁଡି ପ୍ରଭାବିତ ଜିଲ୍ଲା ବୋଲି ସରକାର ଘୋଷଣା କଲେ ।…
Read More...

ନଦୀରେ ଗାଧୋଇବା ବେଳେ ହଠାତ ମାଡି ଆସିଲା ପାଣି : କ୍ୟାମେରାରେ କଏଦ ହେଲା ମୃତ୍ୟୁ ମୁଖରୁ ଉଦ୍ଧାର ହେବାର ଦୃଶ୍ୟ

କୋରାପୁଟ : ୫ ଜଣ ଛୋଟ ପିଲା ମୃତ୍ୟୁ ମୁଖରୁ ବର୍ତିବାର ଦୃଶ୍ୟ ରେକର୍ଡ ହୋଇଛି କ୍ୟାମେରାରେ । ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ । ରବିବାର ଦିନ କିଛି ପିଲା ପାଖ ନଦୀକୁ ଯାଇଥିଲେ ଗାଧୋଇବାକୁ । ଦିନ ଗୋଟାଏ ବେଳେ ହଠାତ ମାଡ଼ି ଆସିଲା ନଦୀ ପାଣି । ପାଣିର ପ୍ରଖର…
Read More...

ଜେଲରେ ପ୍ରଦୀପ ମାଝୀଙ୍କ ଅନଶନ : ବାହାରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ଉମରକୋଟ୍ : ଜେଲ ଭିତରେ ପ୍ରଦୀପ ମାଝୀ ଓ କଂଗ୍ରେସ କର୍ମୀଙ୍କ ଅନଶନ ଆଉ ବାହାରେ ଉମରକୋଟ୍ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ । ତୁରନ୍ତ ପ୍ରଦୀପ ମାଝୀ ଓ ଅନ୍ୟ କଂଗ୍ରେସ କର୍ମୀଙ୍କୁ ଜେଲରୁ ମୁକୁଳାଇବା ଦାବିରେ ଜେଲ ଆଗରେ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି । ଏଭଳିକି ଜେଲ ଭିତରକୁ ଧସେଇ ପଶିବାକୁ…
Read More...

କୋଲକାତାରେ କମେଡି କିଙ୍ଗ ପପୁ ପମପମ : ରାଜ୍ୟ ବାହାରେ ଲୁଚିଥିବା ନେଇ ଚର୍ଚ୍ଚା

କନକ ବ୍ୟୁରୋ : ନାବାଳିକାଙ୍କ ଠାରୁ ଆରମ୍ଭ କରି କିଛି ନବାଗତାଙ୍କ କାଷ୍ଟି କାଉଚ୍ ଅଭିଯୋଗ ପରେ କମେଡି କିଙ୍ଗ ପପୁ ପମପମ ଫେରାର । କୁଆଡେ ଗଲେ ପପୁ, ତାଙ୍କର ପତା ମିଳୁନାହିଁ । ଗିରଫ ଭୟରେ ପପୁ କୁଆଡେ ଚାଲିଯାଇଥିବା କୁହାଯାଉଛି । ଚର୍ଚ୍ଚାହେଉଛି ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ପପୁ ପମପମ…
Read More...

ମାଲକାନଗିରିରେ ଗ୍ରାହକଙ୍କୁ ଲୁଟ୍ : ପେଟ୍ରୋଲପମ୍ପରେ ଦିଆଯାଉଛି ପାଣି ମିଶା ଡିଜେଲ

ମାଲକାନଗିରି : ତେଲ ଅପମିଶ୍ରଣ ନେଇ ବାରମ୍ବାର ଅଭିଯୋଗ ହୁଏ । ପେଟ୍ରୋଲ ଓ ଡିଜେଲରେ କିରୋସିନି ମିଶାଇ ପେଟ୍ରୋଲ ପମ୍ପ ମାଲିକ ଗ୍ରାହକଙ୍କୁ ଠକୁଥିବା ଚର୍ଚ୍ଚା ହୁଏ । ହେଲେ ଡିଜେଲରେ ପାଣି । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପ ବିରୋଧରେ । ସହରରେ…
Read More...

ନେତାଗିରି ନା ଦାଦାଗିରି : ସଭାସ୍ଥଳରେ କୃଷି ମନ୍ତ୍ରୀଙ୍କ ପ୍ରତିକ୍ରିୟା ବେଳେ ଗଣମାଧ୍ୟମ ଉପରେ ତାତିଲେ ଦାମ ରାଉତ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନେତାଗିରି ନା ଦାଦାଗିରି । ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଶୋଭନୀୟ ଆଚରଣ । ଗଣମାଧ୍ୟମ ଉପରେ ଚିହିଁକି ଉଠିଲେ ଦାମ ବାବୁ । ଆଜି ରାଜଭବନ ଆଗରେ ବିଜେଡି ପକ୍ଷରୁ କେନ୍ଦ୍ର ବିରେଧୀ ଧାରଣାବେଳେ ହଠାତ ତାତି ଉଠିଲେ ଦାମ । କନକ ନ୍ୟୁଜ୍ ,…
Read More...

ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ମଂଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ୍

କନକ ବ୍ୟୁରୋ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସପ୍ତମ ବେତନ କମିଶନଙ୍କ ସୁପାରିଶକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ଫଳରେ କେନ୍ଦ୍ର ସରକାରୀ କର୍ମଚାରୀ ଏଣିକି ପୂରୁଣା ବେତନର ୧୫ରୁ ୨୩ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଦରମା ପାଇବେ । ଏହାଦ୍ୱାରା ୫୨ ଲକ୍ଷ ପେନସନଭୋଗୀଙ୍କ…
Read More...

କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ବିଜେଡିର ରଣହୁଙ୍କାର : କୃଷି ପ୍ରତି ଅଣଦେଖା କରିଥିବା ଅଭିଯୋଗରେ ରାଜଭବନ ଆଗରେ ଧାରଣା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପିକୁ କାଉଂଟର କରି ଆଜି ବିଜେଡି ଦଳ ରାଜଭବନ ଆଗରେ ଧାରଣା ଦେଇଛି । ପୁଣି ସେହି ପୁରୁଣା ଅସ୍ତ୍ରର ସାହାରା ନେଇଛି ଦଳ । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ନେଇ ବିଜେଡି ରାଜଭବନ ଆଗରେ ଧାରଣା ଦେଉଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦଳ…
Read More...