Browsing Category

ଖବର ୧୦୦ ଶବ୍ଦରେ

ରାଜଧାନୀରେ ଖୋଲିଲା ଧର୍ମାନୁଷ୍ଠାନ : ପ୍ରାୟ ୩ ମାସ ପରେ ଖୋଲିଲା ରାମମନ୍ଦିର

କନକ ବ୍ୟୁରୋ : ପ୍ରାୟ ୩ ମାସ ପରେ କରୋନା କଟକଣା ଭିତରେ ଖୋଲିଲା ଭୁବନେଶ୍ୱରର ରାମମନ୍ଦିର । ବିଏମସି ଅଧିନରେ ଥିବା ଅନ୍ୟ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଭକ୍ତଙ୍କ ପାଇଁ ଖୋଲିବ । ଲିଙ୍ଗରାଜ ମନ୍ଦିରକୁ ଏକ ସମୟରେ ୧୦୦ ଜଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ଗର୍ଭଗୃହ ଭିତରେ…
Read More...

କୋରାପୁଟ ମାଛକୁଣ୍ଡ ପୁଲିସକୁ ବଡ଼ ସଫଳତା : ପଇଡ଼ ଗାଡ଼ିରେ ଗଂଜେଇ ଚୋରାଚାଲାଣ ଧରିଲା ପୋଲିସ

କନକ ବ୍ୟୁରୋ : ଅଭିନବ ଢଙ୍ଗରେ ଗଂଜେଇ ଚୋରାଚାଲାଣ  । ପଇଡ ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ଗଂଜେଇ  । ରାତିରେ ପାଟ୍ରୋଲିଂ ବେଳେ ଜବତ କଲା କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ  । ଏକ ୧୦ ଚକିଆ ପଇଡ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ ହେଉଥିଲା  । କୋରାପୁଟ କଂଚନା ଅଂଚଳରୁ ଦ୍ରୁତ ଗତିରେ ଆସୁଥିବା…
Read More...

ଝାରସୁଗୁଡା ବିମାନବନ୍ଦରରେ ୪ ଓଡିଆ ହକି ଖେଳାଳି

କନକ ବ୍ୟୁରୋ : ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିଛନ୍ତି ୪ ହକି ଖେଳାଳି । ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ସାମିଲ ସୁନ୍ଦରଗଡ଼ ଜିଲ୍ଲାର ୪ ଖେଳାଳି ଦିଲ୍ଲୀରୁ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ଆଜି…
Read More...

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୈଠକ

କନକ ବ୍ୟୁରୋ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଆରମ୍ଭ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ସମୀକ୍ଷା ବୈଠକ । ବୈଠକରେ ଉଚ୍ଚ ଶିକ୍ଷା ବିଭାଗର ବିଭିନ୍ନ ପ୍ରକଳ୍ପର…
Read More...

ଜୟପୁରରେ ବିଜେପିର ଜନ ଆଶୀର୍ବାଦ ଯାତ୍ରା : କେନ୍ଦ୍ର ରେଳମନ୍ତ୍ରୀଙ୍କ ରୋଡ୍ ସୋ

କନକ ବ୍ୟୁରୋ : ଜୟପୁରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରୋଡ୍ ସୋ । ବିଶାଳ କାର ଓ ବାଇକ୍ ରାଲି ବାହାରିଛି । ଅମ୍ବାଗୁଡା, ବୋରିଗୁମ୍ମା ଓ ଆଉଲିରେ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି । ଏହା ପରେ ଉଭୟ ରୋଡ୍ ସୋ ଓ ସମ୍ବର୍ଦ୍ଧନା ସଭା ହେବ । ପାପଡାହାଣ୍ଡି, ମଇଦଲପୁର, ଆମପାଣି, କୋକସା, ମୋଟେର.…
Read More...

ଆଜି ଭୁବନେଶ୍ୱର ଆଇଆଇଟି ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ : ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଥିବା ଦୁଇଟି…

କନକ ବ୍ୟୁରୋ : ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଇଆଇଟି ଗସ୍ତ କରିବେ । ୧୨୬୦ରୁ ଅଧିକ କୋଟି ଟଙ୍କାରେ ଆଇଆଇଟି କ୍ୟାମ୍ପସ ଭିତ୍ତିଭୂମିର ବିକାଶ କରାଯାଉଛି । ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଥିବା ଦୁଇଟି ବିଲ୍ଡିଂର ଉଦଘାଟନ କରିବେ । ଋଷିକୁଲ୍ୟା…
Read More...

ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ସିତାରାମ ସାହୁ : ପୁରୀ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ…

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ସିତାରାମ ସାହୁ । ଭିଜିଲାନ୍ସ ବିଭାଗ ପକ୍ଷରୁ ପୁରୀ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଏକକାଳିନ ଚଢାଉ କରାଯାଇଛି । ଭୁବନେଶ୍ୱର, ନୟାଗଡ଼ ସମେତ ପୁରୀ ସିଦ୍ଧମହାବୀର ସ୍ଥିତ ବାସଭବନରେ ରେଡ଼ କରିଛି ଭିଜିଲାନ୍ସ । ତେବେ…
Read More...

ଐତିହାସିକ ସ୍ତରରେ ପହଂଚିଲା ସେୟାର ମାର୍କେଟ : ବିଏସଇ ସେନସେକ୍ସ ଅତିକ୍ରମ କଲା ୫୬ ହଜାର ପଏଂଟ

କନକ ବ୍ୟୁରୋ : ଭାରତୀୟ ସେୟାର ବଜାର ଆଜି ଐତିହାସିକ ରେକର୍ଡ ସ୍ତରରେ ପଂହଚିଛି । ପ୍ରାରମ୍ଭିକ କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଆଜି ୨୯୧ ପଂଏଟ ବଢି ରେକର୍ଡ ୫୬ ହଜାର ଅତିକ୍ରମ କରିଛି । ବର୍ତମାନ ସୁଦ୍ଧା ସେନସେକ୍ସରେ ଏହା ହେଉଛି ସବୁଠାରୁ ବଡ ରେକର୍ଡ । ସେହିଭଳି ନିଫଟି ବି ବଢି…
Read More...

ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରସଙ୍ଗ : ବନ ବିଭାଗ ପକ୍ଷରୁ ପ୍ରଚାର ହେବା ପରେ ମେଳି ବାନ୍ଧିଛନ୍ତି ଘେରି ମାଲିକ ଓ…

କନକ ବ୍ୟୁରୋ : ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ବନ ବିଭାଗ ପକ୍ଷରୁ ପ୍ରଚାର ହେବା ପରେ ମେଳି ବାନ୍ଧିଛନ୍ତି ଘେରି ମାଲିକ ଓ ଶ୍ରମିକ । ୨୦ରୁ ଅଧିକ ଗାଡ଼ିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଘେରି ଉଚ୍ଛେଦ ନକରିବା ପାଇଁ ଦାବି ପତ୍ର ଦେଇଛନ୍ତି । ଯଦି ପ୍ରଶାସନିକ ସ୍ତରରେ ଜମି ଉପରୁ…
Read More...

ଉନ୍ମୋଚିତ ହେଲା ହୁସେନ ରବିଗାନ୍ଧୀଙ୍କ କବିତା ପୁସ୍ତକ । କବିତା ପୁସ୍ତକ ‘ପୁନଶ୍ଚ ସାଲବେଗ’ ହେଲା…

କନକ ବ୍ୟୁରୋ : ସମ୍ବାଦ ଭବନରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ସାହିତ୍ୟିକଙ୍କ ଗହଣରେ ଉନ୍ମୋଚିତ ହୋଇଯାଇଛି ହୁସେନ ରବି ଗାନ୍ଧୀଙ୍କ କବିତା ପୁସ୍ତକ ‘ପୁନଶ୍ଚ ସାଲବେଗ’ । ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା ସହ ଜଗନ୍ନାଥ ସଂସ୍କୃତି ଓ…
Read More...