Browsing Category

ହକି ବିଶ୍ଵକପ

ଉଦଘାଟିତ ହେଲା ପୁରୁଷ ହକି ବିଶ୍ୱକପ-୨୦୨୩। କଟକ ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।

କନକ ବ୍ୟୁରୋ: ଉଦଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ । କଟକର ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ ଉଦଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ କ୍ରୀଡାମନ୍ତ୍ରୀ…
Read More...

ସରୁଛି କାଉଣ୍ଟଡାଉନ, ଆରମ୍ଭ ହେବ ହକି ମହାକୁମ୍ଭ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ କଟବ ବାରବାଟୀ, ଓଡ଼ିଶାରେ…

କନକ ବ୍ୟୁରୋ : କାଉଣ୍ଟଡାଉନ ସରୁଛି, ଉକ୍ରଣ୍ଠା ବଢୁଛି । ଆଉ କିଛି ସମୟର ଅପେକ୍ଷା । ବାଜିବ ହକି ବିଶ୍ୱକପ୍ ବିଗୁଲ୍ । ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍ । ଏଥିପାଇଁ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଓଡ଼ିଶାରେ ପହଂଚି ସାରିଛନ୍ତି । ଦମଦାର ଖେଳ…
Read More...

ରାତି ପାହିଲେ ବିଶ୍ୱ କପ୍ ଉଦଘାଟନୀ : ଦୁଲୁକିବ ବାରବାଟୀ ଷ୍ଟାଡିୟମ; ଜଲୱା ଦେଖାଇବେ ବଲିଉଡ ଷ୍ଟାର ରଣବୀର ସିଂ ଓ ଦିଶା…

କନକ ବ୍ୟୁରୋ : ବାରବାଟୀ ଷ୍ଟାଡିୟମରେ ଯୋଡି ହେବାକୁ ଯାଉଛି ଆଉ ଏକ ଅଧ୍ୟାୟ । ଆସନ୍ତାକାଲି ବୁଧବାର ବାରବାଟୀ ମଇଦାନରେ ବାଜିବ ହକି ବିଶ୍ୱ କପର ବିଗୁଲ୍ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାର ଶୁଭାରମ୍ଭ ଦେଖିବ ସାରା ବିଶ୍ୱ । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ।…
Read More...

ବିଦେଶୀ ଖେଳାଳୀଙ୍କୁ ପରଷାଗଲା ଓଡ଼ିଆ ଖାଦ୍ୟ : ଭାତ,ଡାଲମା ,ପୁରୀ ଖାଇଲେ ଦକ୍ଷିଣ ଆଫ୍ରିକା ଟିମ୍

କନକ ବ୍ୟୁରୋ : ଆସନ୍ତା ୧୩ ତାରିଖରୁ ହକି ବିଶ୍ୱକପ୍ । ଏଥିପାଇଁ ଉତ୍ସବମୁଖର ରାଜଧାନୀ ଭୁବନେଶ୍ୱର । ଓଡ଼ିଶା ଆସି ସାରିଥିବା ବିଦେଶୀ ଖେଳାଳି ରାଜଧାନୀର ବିଭିନ୍ନ ହୋଟେଲରେ ରହୁଛନ୍ତି । ଖେଳାଳିଙ୍କ ସୁରକ୍ଷା ସହ ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟିମ୍ ଗୁଡ଼ିକର ନିଜସ୍ୱ ଡାଏଟ୍…
Read More...

ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନବନ୍ଦରରୁ ମିଳିଲା ଗୁଳି: ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ୬ଟି ଅଫୁଟା ଗୁଳି

କନକ ବ୍ୟୁରୋ: ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନବନ୍ଦରରୁ ମିଳିଲା ଗୁଳି । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଜବତ ହୋଇଛି ୬ଟି ଅଫୁଟା ଗୁଳି । ସିକ୍ୟୁରିଟି ସ୍କାନର ଜରିଆରେ ଗୁଳି ଧରାପଡ଼ିଥିବା ଜଣାପଡ଼ିଛି । ସତ ସାମ୍ନାକୁ ଆସିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ…
Read More...

ଭଙ୍ଗାଘରୁ ଆରମ୍ଭ ହୋଇଥିଲା ହକି ସ୍ୱପ୍ନ। ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି ସୁନ୍ଦରଗଡ଼ର ଖେଳାଳି।

କନକ ବ୍ୟୁରୋ: ଅଲମ୍ପିଆନ ଅମିତ ରୋହିଦାସ ହୁଅନ୍ତୁ କି ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ନୀଲମ ସଂଜୀବ ଖେସ । ଉଭୟ ସୁନ୍ଦରଗଡର ଅଖ୍ୟାତ ପଲ୍ଲୀରୁ, ଗରିବ ପରିବାରରୁ, ଭଂଗାଘରୁ ଯାଇ ସାରାଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଉ ସେମାନେ ଆଜି ଯେଉଁ ସ୍ଥାନରେ ପହଁଚିଛନ୍ତି ସେଥିପାଇଁ…
Read More...

ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମକୁ ନେଇ ବିତର୍କ। କ୍ରୀଡ଼ାମନ୍ତ୍ରୀ କହିଲେ, ଏଫଆଇଏଚ୍ ଦେଇଛି ମାନ୍ୟତା।

କନକ ବ୍ୟୁରୋ: ରାଉରକେଲାର ବିର୍ସା ମୁଣ୍ଡା ଇଣ୍ଟରନ୍ୟାସନାଲ୍ ହକି ଷ୍ଟାଡିୟମ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଓ ଖବର କାଗଜ ବିଜ୍ଞାପନରେ ଏପରି ଉଲ୍ଲେଖ ହେବା ପରେ ଏହାକୁ ନେଇ ବିତର୍କ ଜୋରଦାର ହୋଇଛି । ଏହି ତଥ୍ୟ ଭ୍ରମାତ୍ମକ ବୋଲି ସୋସିଆଲ୍ ମିଡିଆ ଓ କିଛି…
Read More...

ଆସିଲା ହକି ବିଶ୍ୱକପ୍ ଆନ୍ଥେମ : ବିର୍ସାମୁଣ୍ଡା ଷ୍ଟାଡିୟମ ଲୋକାର୍ପଣ ବେଳେ ବାଜିଲା ଗୀତ

କନକ ବ୍ୟୁରୋ : ଆସିଲା ହକି ବିଶ୍ୱକପ ଆନ୍ଥେମ । ଓଡିଶାରେ ଆୟୋଜିତ ହକି ବିଶ୍ୱକପ୍ ପାଇଁ ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଆନ୍ଥେମ ‘ଜୟ ହୋ ହିନ୍ଦୁସ୍ତାନ କି’ ଉନ୍ମୋଚନ କରାଯାଇଛି । ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ହକିରେ ଯୋଡି ହେଲା ନୂଆ ଅଧ୍ୟାୟ। ଉଦଘାଟିତ ହେଲା ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ।

କନକ ବ୍ୟୁରୋ: ବିଶ୍ୱ ଦେଖିବ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ହକି ଷ୍ଟାଡିୟମ । ରାଉରକେଲାରେ ବିର୍ସାମୁଣ୍ଡା ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏହି ବିର୍ସାମୁଣ୍ଡା ଷ୍ଟାଡିୟମରେ ବିଶ୍ୱ ଦେଖିବ ପୁରୁଷ ବିଶ୍ୱକପ ହକି । ଏହି ଷ୍ଟାଡିୟମରେ ଆସନ୍ତା ୧୩ ତାରିଖରୁ ଖେଳାଯିବ ହକି…
Read More...

ବିଶ୍ଵ କ୍ରୀଡା ଇତିହାସରେ ଯୋଡି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ। ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ବିର୍ସା…

କନକ ବ୍ୟୁରୋ: ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ବିଶ୍ଵ କ୍ରୀଡା…
Read More...