Browsing Category

ହକି ବିଶ୍ଵକପ

ହକିର ଏନ୍ତୁଡିଶାଳରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ । ନବୀନ କହିଲେ, ଦେଶକୁ ବଡ ଉପହାର ଦେଲା ଓଡିଶା ।

କନକ ବ୍ୟୁରୋ: ଉଦଘାଟିତ ହେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ । ରାଉରକେଲାରେ ବିରାଟ ଷ୍ଟାଡିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ସାଧାରଣ ଜନତାଙ୍କ ପାଇଁ ଏହି ଷ୍ଟାଡିୟମ ଉତ୍ସର୍ଗୀକୃତ । ରାଉରକେଲାରେ ହକି ବିଶ୍ୱକପ୍ ହେବାକୁ ଯାଉଛି ଆପଣମାନେ ଖୁସି ତ ? ହକି…
Read More...

ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖେଳାଯାଉଛି ପ୍ରଦର୍ଶନୀ ମ୍ୟାଚ୍ ।

କନକ ବ୍ୟୁରୋ: ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱର ସବୁଠାରୁ ବଡ ହକି ଷ୍ଟାଡିୟମଙ୍କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ନବନିର୍ବିତ ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି…
Read More...