Browsing Category

ହକି ବିଶ୍ଵକପ

କେବେ କ୍ରିକେଟ୍, ଆଉ କେବେ ହକିରେ ଭାଙ୍ଗିଛି ବିଶ୍ୱକପ୍ ସ୍ୱପ୍ନ । ଟିମ୍ ଇଣ୍ଡିଆ ପାଇଁ ସବୁବେଳେ କାଳ ନ୍ୟୁଜିଲାଣ୍ଡ ଦଳ…

କନକ ବ୍ୟୁରୋ: ବର୍ଷ ପରେ ବର୍ଷ ବିତିଛି । ବିଶ୍ୱକପ୍ ପରେ ବିଶ୍ୱକପ୍ ଯାଇଛି । ହକି ବିଶ୍ୱକପ୍ ହେଉ ଅବା କ୍ରିକେଟର ବିଶ୍ୱକପ୍ । ସବୁ ବେଳେ ସବୁ ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ କାଳ ସାଜିଛି ମାତ୍ର ଗୋଟିଏ ଦଳ । ଭାରତର ବିଶ୍ୱକପ୍ ସ୍ୱପ୍ନକୁ ସବୁବେଳେ ଭାଙ୍ଗି ରୁଜି ଚୁରମାର କରିଦେଇଛି…
Read More...

ହକି ବିଶ୍ୱକପ ମହାସମର : ଆଜି ଭାରତ–ୱେଲ୍ସ ମୁକାବିଲା; କଳିଙ୍ଗ ଷ୍ଟାଡିୟମରେ ହାଇଭୋଲଟେଜ ଟକ୍କର ଦେଖିବେ ଦର୍ଶକ

କନକ ବ୍ୟୁରୋ :  ହକି ବିଶ୍ୱକପ ମହାସମରରେ ଆଜି ଭାରତ–ୱେଲ୍ସ ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ହାଇଭୋଲଟେଜ ଟକ୍କର ଦେଖିବେ ଦର୍ଶକ । ସିଧାସଳଖ କ୍ୱାର୍ଟର ଫାଇନାଲ ଲକ୍ଷ୍ୟ ନେଇ ପଡିଆକୁ ଭାରତ ଓହ୍ଲାଇବ । ରାଉରକେଲାରେ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଘରୋଇ ଦଳ ଗୋଟିଏ ବିଜୟ ସ୍ପେନ୍‌ (୨-୦)…
Read More...

ହକି ପାଇଁ ଲୋକଙ୍କୁ ମିଳୁନାହିଁ ଟିକେଟ୍ କି ପାସ୍ : ସୋସିଆଲ ମିଡ଼ିଆରେ କଳାବଜାରୀ; ୫ଜଣଙ୍କୁ ଗିରଫ କଲା ସହିଦନଗର ପୋଲିସ

କନକ ବ୍ୟୁରୋ : ହକି ପାଇଁ ଲୋକଙ୍କୁ ମିଳୁନାହିଁ ଟିକେଟ୍ କି ପାସ୍ । କିନ୍ତୁ ସୋସିଆଲ ମିଡ଼ିଆରେ ହେଉଛି ଟିକେଟ୍ କଳାବଜାରୀ । ଅଭିଯୋଗ ପରେ ୫ଜଣଙ୍କୁ ଅଟକ ରଖିଲା ସହିଦନଗର ପୋଲିସ । ୧୦୦ ଟଙ୍କାରେ ଟିକେଟ୍ କିଣି ହଜାରେ ଟଙ୍କାରେ ବିକ୍ରି କରୁଥିଲେ ଦଲାଲ । ସେହିପରି ୨୦୦ ଟଙ୍କାରେ କିଣି ଦୁଇ…
Read More...

ହକି ବିଶ୍ୱକପ : ୧୨ ଜଣ ଖେଳାଳିଙ୍କୁ ନେଇ ଖେଳିଲା ଜାପାନ; କିଭଳି ରେଫରି କି ମ୍ୟାଚ୍ ପରିଚାଳନା ଅଧିକାରୀ ଜାଣି…

କନକ ବ୍ୟୁରୋ : ହକି ବିଶ୍ୱକପରେ ୧୨ ଜଣ ଖେଳାଳିଙ୍କୁ ନେଇ ଖେଳିଲା ଜାପାନ । କୋରିଆ ବିପକ୍ଷ ମ୍ୟାଚରେ ଜାପାନ ୧୨ ଜଣ ଖେଳାଳିଙ୍କୁ ଖେଳିଥିବା ଜଣାପଡ଼ିଛି । କିନ୍ତୁ ଏହାକୁ ରେଫରି କିମ୍ବା ଅନ୍ୟ କୌଣସି ମ୍ୟାଚ୍ ପରିଚାଳନା ଅଧିକାରୀ କିଭଳି ଧ୍ୟାନ ଦେଇପାରିନଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଖେଳ…
Read More...

ହକି ବିଶ୍ୱକପ୍ ଟ୍ରଫି ପରିକ୍ରମା ବେଳେ ହଙ୍ଗାମା। ସୁନ୍ଦରଗଡ଼ରେ ମୁହାଁମୁହିଁ ପୂର୍ବତନ ବିଧାୟକ ଓ ଜିଲ୍ଲାପାଳ।

କନକ ବ୍ୟୁରୋ: କାର୍ଯ୍ୟକ୍ରମ ଥିଲା, ହକି ବିଶ୍ୱକପ ଟ୍ରଫିର ସହର ପରିକ୍ରମା । ଏଥିପାଇଁ ସୁନ୍ଦରଗଡ଼ ସହରରେ ଥିଲା ବେଶ ଉତ୍ସାହ । ସୁସଜ୍ଜିତ ଗାଡ଼ିରେ ଯେତେବେଳେ ଟ୍ରଫି ଯାଉଥିଲା, ଶହ ଶହ ହକି ପ୍ରେମୀ ଏହାକୁ ସ୍ୱାଗତ କରୁଥିଲେ । ହକିର ଏହି ଉତ୍ସାହ, କିନ୍ତୁ ଉଦ୍ବେଗରେ ପରିଣତ ହୋଇଯାଇଥିଲା,…
Read More...

ବିଶ୍ୱ ରେକର୍ଡରେ ନାଁ ଲେଖାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା : କଟକ ମହାନଦୀ ତଟରେ କରିଥିବା ହକି…

କନକ ବ୍ୟୁରୋ : ବିଶ୍ୱ ରେକର୍ଡରେ ନାଁ ଲେଖାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା । କଟକ ମହାନଦୀ ତଟରେ ସେ ବାଲୁକା କଳାରେ କରିଥିବା ହକି ଷ୍ଟିକ୍କୁ ବିଶ୍ୱ ରେକର୍ଡରେ ସ୍ଥାନ ମିଳିଛି । ୱାଲର୍ଡ ରେକର୍ଡସ ଇଣ୍ଡିଆ ପକ୍ଷରୁ ଏହି ବାଲୁକାକଳାକୁ ବିଶ୍ୱର ସର୍ବବୃହତ ହକି ଷ୍ଟିକ୍ର…
Read More...

ହକି ବିଶ୍ୱକପ୍ : ଖେଳ ଦେଖିବାକୁ ଧାଡିରେ ଗଲେ ଅମିତ ରୋହିଦାସଙ୍କ ମାଆ

କନକ ବ୍ୟୁରୋ : ହକି ବିଶ୍ୱକପ ଭିତର ସାମ୍ନାକୁ ଆସିଛି ଏମିତି ଏକ ଦୃଶ୍ୟ । ଭାରତୀୟ ଟିମର ଉପ ଅଧିନାୟକ ଓଡ଼ିଆ ଖେଳାଳୀ ଅମିତ ରୋହିଦାସଙ୍କ ମାଆଙ୍କ ଭିଡିଓ । ଗତକାଲି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଏଭଂ ଭାରତ ମ୍ୟାଚ ଦେଖିବାକୁ ଯାଇଥିଲେ ଅମିତ ରୋହିଦାସ ମାଆ । ପୁଅ ଭାରତୀୟ ଦଳର…
Read More...

ପୁରୁଷ ହକି ବିଶ୍ୱକପ: ଭାରତ –ଇଂଲଣ୍ଡ ମ୍ୟାଚ ଡ୍ରରେ ଶେଷ। ୪ ପଏଣ୍ଟ ସହ ଗ୍ରୁପ ଶୀର୍ଷରେ ଇଂଲଣ୍ଡ ଦଳ।

କନକ ବ୍ୟୁରୋ: ଚଳିତ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର’ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଗ୍ରୁପ-ଡି’ର ହାଇଭୋଲଟେଜ୍ ମୁକାବିଲାର ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ । ଚାରୋଟି ଯାକ କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଫଳରେ…
Read More...

ହକି ବିଶ୍ୱକପରେ ଆଜି ଇଂଲଣ୍ଡକୁ ଭେଟିବ ଭାରତ । କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି କ୍ୱାର୍ଟରରେ ପହଞ୍ଚିବାକୁ ଭାରତର…

କନକ ବ୍ୟୁରୋ : ସ୍ପେନ ବିରୋଧରେ ଜବରଦସ୍ତ ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ପୁରୁଷ ହକି ଦଳ ଆଜି ତା’ର ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡକୁ ଭେଟିବ । ଶୁକ୍ରବାର ପ୍ରଥମ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ସ୍ପେନକୁ ୨-୦ ଗୋଲରେ ହରାଇଥିଲା । କିନ୍ତୁ ଇଂଲଣ୍ଡ ବିପକ୍ଷ…
Read More...

ସାରାରାଜ୍ୟରେ ହକି ଫିଭର: ରାଜ୍ୟବାସୀ ଦେଖିଲେ ହକି ବିଶ୍ୱକପ୍ ଉଦଘାଟନୀ

କନକ ବ୍ୟୁରୋ: ଓଡିଶା ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି, ଯେତେବେଳେ ସାରା ରାଜ୍ୟକୁ ଘାରିଛି ହକି ଫିଭର । ପିଲାଠୁ ବୟସ୍କ, ସମସ୍ତଙ୍କ ଭିତରେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଦେଖିବା ପାଇଁ ନାହିଁ ନଥିବା ଉକ୍ରଣ୍ଠା ଦେଖାଯାଇଛି । ଗାଁ ଠୁ ସହର ସବୁଠି ହକି ବିଶ୍ୱକପ୍…
Read More...