Browsing Category

ମନୋରଞ୍ଜନ

କରଣଙ୍କ ଦିଲ୍ ଏବେ ମୁସକିଲରେ ! ଦିୱାଲୀକୁ ରିଲିଜ୍ ହେବନି ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’

ନିର୍ମାତା ଓ ନିର୍ଦେଶକ କରଣ ଜୋହରଙ୍କ ଦିଲ୍ ଏବେ ମୁସକିଲରେ । କାରଣ ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’ ଦିୱଲୀକୁ ରିଲିଜ୍ ହୋଇ ନପାରେ । ଉରୀ ହମଲା ପରେ ବଲିଉଡରେ ପାକିସ୍ତାନୀ ଆକ୍ଟର ମାନଙ୍କ ଉପରେ ବ୍ୟାନ୍ ଲାଗି ଥିବା ଯୋଗୁଁ ଫିଲ୍ମର ରିଲିଜରେ ବିଳମ୍ବ ହେଉଥିବା ଚର୍ଚ୍ଚା…
Read More...

ଫିଲ୍ମରୁ ହଟିବନି କୈାଣସି ଦୃଶ୍ୟ : ୨୧ ଅକ୍ଟୋବରରେ ରିଲିଜ ହେବ ଫିଲ୍ମ “ ୩୧ ଅକ୍ଟୋବର ”

ଶିବାଜୀ ଲୋଟନ ପାଟିଲଙ୍କ ଦ୍ୱାରା ନିର୍ଦେଶିତ ସୋହା ଅଲୀ ଖାନ୍ ଓ ବୀର ଦାସ ଅଭିନୀତ ଫିଲ୍ମ “ ୩୧ ଅକ୍ଟୋବର”ରୁ କିଛି ଦୃଶ୍ୟ ହଟାଇବା ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ  ଖାରଜ କରିଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରର ଘଟଣା ଓ ୧୯୮୪ମସିହାର ଶିଖ ଦଙ୍ଗା ଉପରେ…
Read More...

ଇମ୍ରାନଙ୍କ ଲୁକରେ ଥରିଲେ ଫ୍ୟାନ୍ସ : ଭୁତ ଅବତାରରେ କିସିଂ ବୟ୍

କିସିଂ ବୟ ଇମ୍ରାନ ହାସମୀଙ୍କ ନୂଆ ଲୁକକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏକ ଆମେରିକାନ୍ ମାାଗାଜିନ୍ ପାଇଁ ଇମ୍ରାନ ଏହ ଫଟୋସୁଟ୍ କରିଛନ୍ତି । ଏଥିରେ ଭୟଙ୍କର ପ୍ରେମିକ ଭାବେ ଇମ୍ରାନ୍ ନିଜକୁ ସଜାଇଛନ୍ତି ।
Read More...

ଇରଫାନଙ୍କ ‘ଇନଫେର୍ନୋ’! ରିଲିଜ୍ ହେଲା ଅପ୍ କମିଙ୍ଗ୍ ହଲିଉଡ୍ ଫିଲ୍ମର ଟ୍ରେଲର୍

ରିଲିଜ୍ ହୋଇଛି ଇରଫାନ୍ ଖାନଙ୍କ ଅପ୍ କମିଙ୍ଗ୍ ହଲିଉଡ୍ ଫିଲ୍ମ ‘ଇନଫେର୍ନୋ’ର ଟ୍ରେଲର୍ । ଭାରତୀୟ ଦର୍ଶକ ମାନଙ୍କ ପାଇଁ ସ୍ପୋଶାଲ୍ ଭାବରେ ଏହି ଟ୍ରେଲର୍ ତିଆରି ହୋଇଛି । ଇରଫାନଙ୍କ ରହସ୍ୟାବୃତ ଚରିତ୍ର ଉପରେ ଆଧାରିତ ଏହି ଫିଲ୍ମ । ଆକ୍ସନ୍ , ଥ୍ରୀଲର୍, ସସପେନ୍ସ ଓ ରହସ୍ୟର ଏକ ପୂରା…
Read More...

ରିଲିଜ ହୋଇଛି ‘ଛାତି ତଳେ ଡିଂ ଡଂଗ୍’ ର ଆଉ ଏକ ଗୀତ “ଝିଅ ମୁଁ ମେଡ୍ ଇନ୍ ଓଡିଶା’

ଦଶହରାରେ ଓଲିଉଡ ସିଲଭର ସ୍କ୍ରିନକୁ ଆସୁଛି ମଂଜରୀ ମୁଭିଜର ସପ୍ତମ ଅବଦାନ ‘ଛାତି ତଳେ ଡିଂ ଡଂଗ୍’। ଏଥିରେ ରହିଛି ଏକ ଧମାକାଦାର ଡ୍ୟାନ୍ସ ନମ୍ବର,"ଝିଅ ମୁଁ ମେଡ୍ ଇନ୍ ଓଡିଶା' । ଗୀତଟିକୁ ଲେଖିଛନ୍ତି ଡଃ ନିର୍ମଳ ନାୟକ ଏବଂ ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର । ଭର୍ସାଟାଇଲ ସିଙ୍ଗର ଇରା…
Read More...

ସଲମାନଙ୍କ ସିନେମା ହଲ୍ ! କମ୍ ମୂଲ୍ୟରେ ଫ୍ୟାନ୍ ପାଇବେ ଟିକେଟ୍

ଦବଙ୍ଗ ହିରୋ ସଲମାନ ଖାନଙ୍କ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର । ନିଜର ସ୍ୱତନ୍ତ୍ର ସିନେମା ହଲ୍ ଆରମ୍ଭ କରୁଛନ୍ତି ସଲମାନ୍ । ଯେଉଁଥିରେ ତାଙ୍କ ଫ୍ୟାନ୍ ମାନଙ୍କୁ ମିଳିବ ବିଶେଷ ସୁବିଧା । ଅତି କମ୍ ମୂଲ୍ୟରେ ଟିକେଟ୍ କିଣି ତାଙ୍କ ଫ୍ୟାନ୍ ମାନେ ଫିଲ୍ମ ଦେଖି ପାରିବେ । ଏହି ହଲର ନାଁ ରହିଛି…
Read More...

ସେନାଙ୍କୁ ସମାଲୋଚନା ! ବିବାଦରେ ବର୍ଷିୟାନ୍ ଅଭିନେତା ଓମ୍ ପୁରୀ

“ କିଏ କହିଥିଲା ଯବାନ ମାନଙ୍କୁ ଆର୍ମୀରେ ଭର୍ତ୍ତି ହେବା ପାଇଁ । କିଏ କହିଥିଲା ସେମାନଙ୍କୁ ହତିୟାର୍ ଉଠାଇବା ପାଇଁ”। ଦେଶର ଯବାନ୍ ମାନଙ୍କ ବିରୋଧରେ ଏଭଳି ଲଜ୍ଜାଜନକ ମନ୍ତବ୍ୟ ଦେଇ ଏବେ ବିବାଦରେ ବଲିଉଡର ବର୍ଷିଆନ୍ ଅଭିନେତା ଓମ୍ ପୁରୀ । ନିକଟରେ ଏକ ଟିଭି ଚ୍ୟାନେଲର ଟକ୍ ସୋ ରେ ଓମ୍ ପୁରୀ…
Read More...

ପୁରୁଣା ଗୀତ ନୂଆ ସଙ୍ଗୀତ ! ‘ତୁମ ବିନ୍ -୨’ ରେ ଗଜଲ୍ ସମ୍ରାଟ ଜଗଜିତ୍ ସିଂହ

ଗଜଲ୍ ସମ୍ରାଟ ଜଗଜିତ୍ ସିଂହ ଆମ ଗହଣରେ ଆଉ ନାହାନ୍ତି । କିନ୍ତୁ ଦୀର୍ଘ ବର୍ଷ ପରେ ତାଙ୍କ କଣ୍ଠର ନୂଆ ଯାଦୁ ପୁଣି ଥରେ ଜୀବିତ ହୋଇଛି । ଅନୁଭବ ସିହ୍ନାଙ୍କ ଆଗାମୀ ଫିଲ୍ମ ‘ତୁମ ବିନ୍ – ୨’ ର ଗୀତ ‘ତେରୀ ଫରିୟାଦ୍’ ରିଲିଜ୍ ହୋଇଛି । ଯେଉଁଥିରେ ରହିଛି ‘ତୁମ ବିନ୍’ ଫିଲ୍ମରେ ଜଗଜିତ୍ ଗାଇଥିବା…
Read More...

ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ଉପରେ ନିର୍ମାଣ ହେବ ବଲିଉଡ୍ ମୁଭି : ବାୟୋପିକ୍ ପାଇଁ ଆଗେଇ ଆସିଲେ ‘ଭାଗ୍ ମିଲଖା ଭାଗ୍’ର…

ଭାଗ୍ ମିଲଖା ଭାଗ୍ । ଅଲିମ୍ପିଆନଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଖୁବ୍ କମାଲ୍ କରିଥିଲା । ସମସ୍ତେ ଦେଖିଥିଲେ ମିଲଖା ସିଂଙ୍କ କ୍ୟାରିୟର୍ ଓ କାହାଣୀ । ଆଉ ଫିଲ୍ମର ନିର୍ଦେଶନା ଦେଇଥିଲେ ରାକେଶ ଓମ୍ ପ୍ରକାଶ ମେହେରା । ଏବେ ସେ ଦୂତିଙ୍କୁ ନେଇ ବାୟୋପିକ୍ ନିର୍ମାଣ…
Read More...

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ପାଦଦେବେ ବଲିଉଡରେ

ଶ୍ରୀଦେବୀ ଓ ବୋନି କାପୁରଙ୍କ ଝିଅ ଜାହ୍ନବୀ କପୁର ଏବେ ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି । ବରୁଣ ଧବନଙ୍କ ସହ ସେ ସ୍କ୍ରିନ ସେୟାର କରବେ । ଜାହ୍ନବୀ, ବରୁଣଙ୍କ ସହ ଫିଲ୍ମ "ସିଦଦ୍ଦତ'ରେ ଅଭିନୟ କରିବେ । ଏଥିରେ ଜାହ୍ନବୀ ବରୁଣଙ୍କ ହିରୋଇନ ହେବେ ବୋଲି ଜଣାପଡିଛି । ଏହି ଫିଲ୍ମର ପ୍ରଯୋଜନା…
Read More...