Browsing Category

ମନୋରଞ୍ଜନ

ସୁର ସମ୍ରାଜ୍ଞୀଙ୍କୁ ୮୭ : ଏବେବି ମତୁଆଲା କରେ ଲତାଙ୍କ ସୁର

୮୭ ପର୍ଷରେ ପାଦ ଦେଇଛନ୍ତି ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର୍ । ଇନ୍ଦୋରର ଏକ ମରାଠୀ ପରିବାରରେ ଭାରତର ଏହି କୋକିଳକଣ୍ଠୀ, ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ସମଗ୍ର ବିଶ୍ୱରେ ଲତା ସୁର ସମ୍ରାଜ୍ଞୀ ଭାବେ ପରିଚିତ । ପଣ୍ଡିତ ଦୀନନାଥ ମଙ୍ଗେସକରଙ୍କ ବଡ ଝିଅ ଲତା ପ୍ରଥମେ ଅଭିନୟରେ…
Read More...

ସଲାମ୍ ସିପାହୀ ! ମହିଳାଙ୍କୁ ମୃତ୍ୟୁମୁଖରୁ ବଂଚାଇଥିବାରୁ କୃତଜ୍ଞତା ଜଣାଇଲେ ଅକ୍ଷୟ କୁମାର

ମୁମ୍ବାଇର ଜଣେ କନଷ୍ଟେବଳଙ୍କୁ ସଲ୍ୟୁଟ୍ କରିଛନ୍ତି ଖିଲାଡି କୁମାର ଅକ୍ଷୟ । ନିଜ ଟ୍ୱିଟର ପେଜରେ ଅକ୍ଷୟ କୁମାର କନଷ୍ଟେବଳଙ୍କ ସାହାସିକତାର ଭିଡିଓ ସେୟାର କରିବା ସହ ସଲ୍ୟୁଟ୍ ଜଣାଇଛନ୍ତି । ଗତକାଲି ଲୋନାଭଲା ରେଲୱେ ଷ୍ଟେସନରେ ଜଣେ ମହିଳା ଭିଡିହୋଇ ଫସି ଯାଇଥିଲେ ଟ୍ରେନ ଟ୍ରାକରେ। ଠିକ୍…
Read More...

ରିଲିଜ୍ ହେଲା ହର୍ଷବର୍ଦ୍ଧନଙ୍କ ପ୍ରଥମ ଫିଲ୍ମ ‘ମିର୍ଜ୍ୟା’ର ଦ୍ୱିତୀୟ ଟ୍ରେଲର୍

ଆସିଲା ‘ମିର୍ଜ୍ୟା’ର ଆଉ ଏକ ଟ୍ରେଲର । ଅନିଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ ଓ ସୟାମି ଖେରଙ୍କର ଏହା ହେଉଛି ପ୍ରଥମ ଫିଲ୍ମ । ପୂର୍ବରୁ ହିଁ ଫିଲ୍ମର ପ୍ରଥମ ଟ୍ରେଲର ଓ ଗୀତ ରିଲିଜ୍ ହୋଇସାରିଥିବା ବେଳେ ଏହାକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଫିଲ୍ମର ନିର୍ଦେଶନା ଦେଇଛନ୍ତି ରାକେଶ…
Read More...

କମେଡି ସୋ’କୁ ଯିବେ ଆନ୍ନା ହଜାରେ : ହସିବେ କପିଲ କଥାରେ

ଫିଲ୍ଲ ଇଣ୍ଡଷ୍ଟ୍ରୀରେ ଏବେ ବାୟୋପିକ ଚଳଚ୍ଚିତ୍ର ନିର୍ମାଣର ଧାରା ଚାଲିଛି । ଏହି କ୍ରମରେ ଜଣାଶୁଣା ସମାଜସେବୀ ଆନ୍ନା ହଜାରେଙ୍କ ଜୀବନୀ ଶୈ÷ଳୀକୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର "ଆନ୍ନା କିଶନ ବାବୁରାଓ ହଜାରେ'। ବର୍ତମାନ ଚଳଚ୍ଚିତ୍ରକୁ ପ୍ରୋମୋସନ କରିବାର ମାଧ୍ୟମ ପାଲଟିଛି ଟେଲିଭିଜନରେ…
Read More...

ବିଗ୍ ବସ୍ ପାଇଁ ନୂଆ ଲୁକ୍ : ସଲୁଙ୍କ ହଲିଉଡ ଷ୍ଟାଇଲ

ରିଏଲିଟି ସୋ ବିଗ୍ ବସ୍ ସିଜିନ ୧୦ର ପ୍ରୋମୋସୋନାଲ ଭିଡିଓ ରିଲିଜ ହୋଇଛି । ଏହି ଭିଡିଓରେ ସଲମାନ ଖାନଙ୍କୁ ଏକ ନୂଆ ଲୁକରେ ଦର୍ଶକ ଦେଖିପାରିବେ । ହଲିଉଡ ଅଭିନେତା ଇଣ୍ଡିଆନା ଜୋନ୍ସଙ୍କ ଗେଟ ଅଫ ଦ୍ୱାରା ଅନୁପ୍ରାଣିତ ହୋଇ ସଲମାନ ତାଙ୍କର ନୂଆ ଲୁକରେ ଆସିଛନ୍ତି । କଲର୍ସ ଚ୍ୟାନେଲରେ ପ୍ରସାରିତ…
Read More...

ଗ୍ରେଟþ ବାପାଙ୍କ ଗ୍ରେଟ୍ ଅନ୍ଦାଜ : ଝିଅର ଜନ୍ମଦିନରେ ଅକ୍ଷୟ ସାଜିଲେ କ୍ଲୋନ୍ କୁମ୍ଭୀର

ବଲିଉଡର ମିଷ୍ଟର ଖିଲାଡି ଅକ୍ଷୟ କୁମାର । ନିଜର ଝିଅର ଜନ୍ମଦିନକୁ ଧୁମ ଧାମରେ ପାଳିଛନ୍ତି । ଝିଅର ଖୁସି ପାଇଁ ସେ ରିଲ୍ ନୁହେଁ ରିୟଲରେ ଜୋକର ଓ କୁମ୍ଭୀର ସାଜି ଖୁସି ବନେଇଛନ୍ତି । ଏହି ରବିବାର ଦିନ ଅକ୍ଷୟଙ୍କ ଝିଅ ନିତାରା ୪ ବର୍ଷର ହୋଇଛି । ଅକ୍ଷୟ ଟ୍ୱିଟରରେ ଝିଅ ନିତାରା ଓ ନିଜର ଏକ…
Read More...

‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହେଲା ତାମିଲ ଫିଲ୍ମ ‘ବିସାରନାଈ’

ତାମିଲ ଫିଲ୍ମ ‘ବିସାରନାଈ’ ୨୦୧୭ ‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହୋଇଛି । ଫରେନ୍ ଲାଙ୍ଗୁଏଜ୍ ବର୍ଗରେ ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଫିଲ୍ମ ‘ଓସ୍କାର ଆୱାର୍ଡ’ର ଦୌଡ଼ରେ ସାମିଲ ହୋଇଛି । ଏଥିପାଇଁ ଫିଲ୍ମର ପୂରା ଟିମ୍‌ ଖୁସି ଅଛି । ଏହି ଫିଲ୍ମର ନିର୍ମାତା ଧନୁଷ ଟ୍ୱିଟ୍‌ରେ ନିଜ…
Read More...

ଆସନ୍ତା ପୂଜାକୁ ଆସୁଛି ଓଡ଼ିଆ ଫିଲ୍ମ ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’ : ରିଲିଜ ହେଲା ଫିଲ୍ମର ଅଡ଼ିଓ

କନକ ବ୍ୟୁରୋ : ମଂଜରୀ ମୁଭିଜର ସପ୍ତମ ଚଳଚ୍ଚିତ୍ର ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’ର ଅଡିଓ ରିଲିଜ ହୋଇଛି । ଭୁବନେଶ୍ୱରସ୍ଥିତ ହୋଟେଲ କ୍ରାଉନରେ ଅନୁଷ୍ଠିତ ରିଲିଜ କାର୍ଯ୍ୟକ୍ରମରେ ଧୁମଧାମରେ ଗୀତଗୁଡିକ ରିଲିଜ ହୋଇଛି । ଏହି ଅବସରରରେ ପ୍ରଯୋଜକ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ…
Read More...

ରିଲିଜ ହେଲା ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ’ର ଟ୍ରେଲର

ରିଲିଜ ହୋଇଯାଇଛି ଫିଲ୍ମ ‘ ଏ ଦିଲ୍ ହୈ ମୁସ୍କିଲ’ ଫିଲ୍ମର ଟ୍ରେଲର । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ,ରଣବୀର କପୁର ,ଫୱାଦ ଖାନ ଅଭିନୀତ ଏହି ଫିଲ୍ମଟି ୨୮ ଅକ୍ଟୋବରକୁ ରିଲିଜ ହେବାକୁ ଯାଉଛି । ନିର୍ଦେଶକ କରଣ ଜୋହର ଟ୍ୱୁଟି କରି କହିଛନ୍ତି ପ୍ୟାର , ଦୋସ୍ତି ଭରା ଏହି ଫିଲ୍ମ ନିଶ୍ଚୟ ସମସ୍ତଙ୍କ…
Read More...

ରିଲିଜ୍ ହେଲା ଫିଲ୍ମ ‘ଶିବାୟ’ର ନୂଆ ଗୀତ : ପ୍ରଥମ ଥର କିସିଂ ସିନରେ ନଜର ଆସିଛନ୍ତି ଅଜୟ ଦେବଗନ୍

ରିଲିଜ୍ ହୋଇଛି ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଶିବାୟ’ର ନୂଆ ଗୀତ । ଏହି ଗୀତଟିର ଟାଇଟେଲ୍ ରହିଛି ‘ଦରଖାସ୍ତ’ । ଏଥିରେ ଅଜୟ ପ୍ରଥମ ଥର ପାଇଁ କିସିଂ ସିନରେ ନଜର ଆସିଛନ୍ତି । ଏହି ଗୀତରେ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ ଓ ଅରିଜିତ୍ ସିଂହ । ଅକ୍ଟୋବର ୨୮ରେ ରିଲିଜ ହେବ ଫିଲ୍ମ ‘ଶିବାୟ’।…
Read More...