ରିଲିଜ ହୋଇଛି ‘ଛାତି ତଳେ ଡିଂ ଡଂଗ୍’ ର ଆଉ ଏକ ଗୀତ “ଝିଅ ମୁଁ ମେଡ୍ ଇନ୍ ଓଡିଶା’

56

ଦଶହରାରେ ଓଲିଉଡ ସିଲଭର ସ୍କ୍ରିନକୁ ଆସୁଛି ମଂଜରୀ ମୁଭିଜର ସପ୍ତମ ଅବଦାନ ‘ଛାତି ତଳେ ଡିଂ ଡଂଗ୍’। ଏଥିରେ ରହିଛି ଏକ ଧମାକାଦାର ଡ୍ୟାନ୍ସ ନମ୍ବର,“ଝିଅ ମୁଁ ମେଡ୍ ଇନ୍ ଓଡିଶା’ । ଗୀତଟିକୁ ଲେଖିଛନ୍ତି ଡଃ ନିର୍ମଳ ନାୟକ ଏବଂ ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର । ଭର୍ସାଟାଇଲ ସିଙ୍ଗର ଇରା ମହାନ୍ତି ଗୀତଟିକୁ ନିଜ ଅନ୍ଦାଜରେ ଗାଇଛନ୍ତି । ଗୀତଟିର ଧୂନକୁ ଶୁଣିଲା ପରେ ଲାଗୁଛି ପୂଜା ବଜାରରେ ଏହା ମାହୋଲକୁ ସରଗରମ କରିବ । ଏହାଛଡା ଅର୍ଚ୍ଚିତାଙ୍କ ନୃତ୍ୟରେ ଦର୍ଶକ ମଧ୍ୟ ବେଶ ଝୁମିବେ ବୋଲି ଆଶା କରାଯାଉଛି । “ଝିଅ ମୁଁ ମେଡ୍ ଇନ୍ ଓଡିଶା’ର ଟ୍ରାକ୍ ଶୁଣନ୍ତୁ ଏହି ଭିଡିଓରେ :

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.