ଦଶହରାରେ ଓଲିଉଡ ସିଲଭର ସ୍କ୍ରିନକୁ ଆସୁଛି ମଂଜରୀ ମୁଭିଜର ସପ୍ତମ ଅବଦାନ ‘ଛାତି ତଳେ ଡିଂ ଡଂଗ୍’। ଏଥିରେ ରହିଛି ଏକ ଧମାକାଦାର ଡ୍ୟାନ୍ସ ନମ୍ବର,"ଝିଅ ମୁଁ ମେଡ୍ ଇନ୍ ଓଡିଶା' । ଗୀତଟିକୁ ଲେଖିଛନ୍ତି ଡଃ ନିର୍ମଳ ନାୟକ ଏବଂ ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର । ଭର୍ସାଟାଇଲ ସିଙ୍ଗର ଇରା ମହାନ୍ତି ଗୀତଟିକୁ ନିଜ ଅନ୍ଦାଜରେ ଗାଇଛନ୍ତି । ଗୀତଟିର ଧୂନକୁ ଶୁଣିଲା ପରେ ଲାଗୁଛି ପୂଜା ବଜାରରେ ଏହା ମାହୋଲକୁ ସରଗରମ କରିବ । ଏହାଛଡା ଅର୍ଚ୍ଚିତାଙ୍କ ନୃତ୍ୟରେ ଦର୍ଶକ ମଧ୍ୟ ବେଶ ଝୁମିବେ ବୋଲି ଆଶା କରାଯାଉଛି । "ଝିଅ ମୁଁ ମେଡ୍ ଇନ୍ ଓଡିଶା'ର ଟ୍ରାକ୍ ଶୁଣନ୍ତୁ ଏହି ଭିଡିଓରେ :
ରିଲିଜ ହୋଇଛି ‘ଛାତି ତଳେ ଡିଂ ଡଂଗ୍’ ର ଆଉ ଏକ ଗୀତ "ଝିଅ ମୁଁ ମେଡ୍ ଇନ୍ ଓଡିଶା'
/kanak/media/post_attachments/wp-content/uploads/2016/10/vlcsnap-2016-10-05-13h24m46s676.png)