Browsing Category

ମନୋରଞ୍ଜନ

ମ୍ୟାଡମ୍ ତୁସାଦ୍ ମ୍ୟୁଜିୟମରେ ସ୍ଥାନ ପାଇବେ ତେଲୁଗୁ ଷ୍ଟାର ପ୍ରଭାସ

ଲଣ୍ଡନର ପ୍ରସିଦ୍ଧ ମ୍ୟାଡମ୍ ତୁସାଦ୍ ମ୍ୟୁଜିୟମରେ ତେଲୁଗୁ ଷ୍ଟାର ପ୍ରଭାସଙ୍କ ମହମ ପ୍ରତିମୂର୍ତି ସ୍ଥାନ ପାଇବ । ପ୍ରଭାସ ହେଉଛନ୍ତି ପ୍ରଥମ ସାଉଥ୍ ଅଭିନେତା ଯାହାଙ୍କର ମୂର୍ତି ଏହି ମ୍ୟୁଜିୟମରେ ସ୍ଥାନ ପାଇବ । ବାହୁବଳୀ ନିର୍ଦେଶକ ଏସ ଏସ ରାଜମୈାଲୀ ଏ ନେଇ ଟ୍ୱିଟର ଜରିଆରେ ସୂଚନା…
Read More...

ଲିସବନ ସଡକରେ ଅନୁଷ୍କାଙ୍କ ଲାଇଭ ନୃତ୍ୟ : ୟୁଟ୍ୟୁବରେ ଭିଡିଓ ଭାଇରାଲ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ୨୦୦୮ରେ ଶାହାରୁଖଙ୍କ ସହ “ରବ୍ ନେ ବନା ଦି ଯୋଡି”ରେ ଆରମ୍ଭ କରିଥିଲେ ନିଜର ଫିଲ୍ମ କ୍ୟାରିୟର । ଏବେ ପୁଣି ସେହି କୋ-ଷ୍ଟାର ଶାହାରୁଖ ଓ ନିର୍ଦେଶକ ଇମିତାଜ ଅଲ୍ଲୀଙ୍କ ସହ ରିପିଟ କରିବାକୁ ଯାଉଛନ୍ତି ସେହି ପୁରୁଣା ରୋମାନ୍ସ । ଆଗାମୀ ଫିଲ୍ମ “ଦ ରିଙ୍ଗ୍…
Read More...

ରାଧିକା ଆପ୍ତେଙ୍କ ପରେ ସାଇୟାମୀ ଖେର୍ : କାଷ୍ଟିଂ କାଉଚର ଶିକାର ହୋଇଥିବା କହିଲେ ‘ମିର୍ଯ୍ୟା’ର ନାୟିକା

କାଷ୍ଟିଂ କାଉଚ୍ ନେଇ ପୂର୍ବରୁ ବଲିଉଡର ଅନେକ ଅଭିନେତ୍ରୀ ମୁହଁ ଖୋଲି ସାରିଛନ୍ତି । ଏବେ ଏହି ଧାରାରେ ସାମିଲ୍ ହୋଇଛନ୍ତି ଆଉ ଜଣେ ନାୟିକା । କ୍ୟାରିୟର ଆରମ୍ଭରୁ ହିଁ କାଷ୍ଟିଂ କାଉଚର ଶିକାର ହେବାକୁ ପଡିଥିଲା ବୋଲି କହିଛନ୍ତି ନବାଗତା ସାଇୟାମୀ ଖେର୍ । ଫିଲ୍ମ ‘ମିର୍ଯ୍ୟା’ ଜରିଆରେ ପ୍ରଥମ…
Read More...

ଜାନୁଆରୀ ୬ରେ ରିଲିଜ୍ ହେବ ବିଦ୍ୟା ବାଲନଙ୍କ ‘ବେଗମ ଜାନ୍’

ଆସନ୍ତା ଜାନୁଆରୀ ୬ତାରିଖରେ ରିଲିଜ୍ ହେବ ବିଦ୍ୟା ବାଲନଙ୍କ ଆଗମୀ ଫିଲ୍ମ ‘ବେଗମ ଜାନ୍’ । ଦେଶ ବିଭାଜନ ସମୟରେ ବେଶ୍ୟାଳୟରେ ବିସ୍ଥାପିତ ମହିଳାମାନଙ୍କୁ କିପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା ତାକୁ ନେଇ ନିର୍ମାଣ ହୋଇଛି ଏହି ମୁଭି । ଫିଲ୍ମରେ ବେଶ୍ୟାଳୟର ମୁଖ୍ୟ ବେଗମ ଜାନ୍…
Read More...

ଦୂର ହେବ ଦୂରତା ! ସଲମାନଙ୍କ ସହ ଏକାଠି କାମ କରିବାକୁ ଗ୍ରୀନ୍ ସିଗନାଲ୍ ଦେଲେ ଐଶ୍ୱର୍ଯ୍ୟା

ସଲମାନ୍ ଖାନ୍ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ପୁଣି ଥରେ ଅନ୍ ସ୍କ୍ରିନ୍ ରୋମାନ୍ସ କରି ପାରନ୍ତି ଏହି ଯୋଡି । ସଲମାନଙ୍କ ସହ ଏକାଠି କାମ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଐଶ୍ୱର୍ଯ୍ୟା ନିଜେ ଏକ ଇଣ୍ଟରଭ୍ୟୁରେ ସ୍ୱୀକାର କରିଛନ୍ତି । ହେଲେ ସେଥିପାଇଁ…
Read More...

ଫସିଲେ ନୱାଜୁଦ୍ଦିନ୍ : ସାନ ଭାଇଙ୍କ ପତ୍ନୀ ଦେଲେ ଯୈାତୁକ ନିର୍ଯାତନା ଅଭିଯୋଗ

ଉତର ପ୍ରଦେଶର ମୁଜାଫରନଗରରେ ରହୁଥିବା, ବଲିଉଡ ଫିଲ୍ମ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକଙ୍କ ନାଁରେ ଯୈାତୁକ ନିର୍ଯାତନା କେସ୍ । ନୱାଜୁଦ୍ଦିନଙ୍କ ସାନ ଭାଇ ମିନାଜୁଦ୍ଦିନଙ୍କ ପତ୍ନୀ ଆଫରିନ୍ ପୁଲିସରେ କରିଛନ୍ତି ଏହି ଅଭିଯୋଗ । ନୱାଜୁଦ୍ଦିନ୍ ଓ ତାଙ୍କ ପରିବାର ଲୋକେ ତାଙ୍କୁ ମିଶି ଦେଉଛନ୍ତି…
Read More...

ସେଲଫି ବଦଳରେ ଚାପୁଡା : କାହିଁକି ରାଗିଲେ କୁଲ୍ ବୟ

ଜନ୍ ଅବ୍ରାହମ୍ ନିଜର ଶାଳୀନତା ଓ ଶାନ୍ତ ସ୍ୱଭାବକୁ ନେଇ ଖୁବ୍ ଚର୍ଚ୍ଚିତ ବଲିଉଡରେ । କିନ୍ତୁ ଗୁରୁବାର ଦିନ ଭିନ୍ନ ମୁଡରେ ଦେଖିବାକୁ ମିଳିଥିଲା ଏହି କୁଲ୍ ଅଭିନେତାଙ୍କୁ । ନିଜର ଆଗାମୀ ଫିଲ୍ମ “ ଫୋର୍ସ ୨ ” ଟ୍ରେଲର ଲଂଚର ଅବସର ଥିଲା । ଯେଉଁଠି ଜନ୍ ସମସ୍ତଙ୍କ ସାମ୍ନାରେ ନିଜର ଶାଳୀନତା…
Read More...

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି “ଏମଏସ ଧୋନି – ଦି ଅନଟୋଲ୍ଡ ଷ୍ଟୋରି’

ଆଜି ରିଲିଜ ହୋଇଛି ଚର୍ଚ୍ଚିତ ବାୟୋପିକ୍ ଏମଏସ ଧୋନି - ଦି ଅନଟୋଲ୍ଡ ଷ୍ଟୋରି । ଏଥିରେ ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟ ରହିଥିବାବେଳେ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅନୁପମ ଖେର, ଭୂମିକା ଚାୱାଲା, କିଆରା ଆଡବାଣୀ ଓ ଦିଶା ପଟାନୀ ଅଭିନୟ କରିଛନ୍ତି । ଜଣେ ଟିକଟ କଲେକ୍ଟରରୁ…
Read More...

ରିଲିଜ୍ ହେଲା ଅପକମିଙ୍ଗ୍ ଆକ୍ସନ୍ ଥ୍ରୀଲର୍ ଫିଲ୍ମ ‘ଫୋର୍ସ – ୨’ ଟ୍ରେଲର୍

ରିଲିଜ୍ ହୋଇଛି ଅପକମିଙ୍ଗ୍ ଆକ୍ସନ୍ ଥ୍ରୀଲର୍ ମୁଭି ‘ଫୋର୍ସ – ୨’ ଟ୍ରେଲର୍ । ଫିଲ୍ମରେ ରହିଛି ଜନ୍ ଅବ୍ରାହମ୍ ଓ ସୋନାକ୍ଷୀ ସିହ୍ନାଙ୍କ ଜବରଦସ୍ତ ଆକ୍ସନ୍ ସହ ଦମଦାର ଡାଲଲଗ୍ । ଫିଲ୍ମ ‘ଅକୀରା’ ପରେ ପୁଣି ଥରେ ଆକ୍ସନ୍ ସିନରେ ନଜର ଆସିଛନ୍ତି ଦବଙ୍ଗ ଗର୍ଲ । ‘ଫୋର୍ସ – ୨’ ହେଉଛି ୨୦୧୧ରେ…
Read More...

କାଷ୍ଟିଂ କାଉଚର ବୁଢିଆଣି ଜାଲରେ ବଲିଉଡ୍ : ମୁହଁ ଖୋଲିଲେ ନ୍ୟୁଡ୍ ନାୟିକା ରାଧିକା ଆପ୍ତେ

ବଲିଉଡର ନ୍ୟୁଡ୍ ନାୟିକା ରାଧିକା ଆପ୍ତେ । ନିଜର ବୋଲ୍ଡ ସିନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହି ବିବାଦୀୟ କୁଇନ୍ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି । ଏକଥା ରାଧିକା ନିଜେ ସ୍ୱିକାର କରିଛନ୍ତି । ବଲିଉଡରେ ଏକ ଫିଲ୍ମ କରିବା ପାଇଁ ତାଙ୍କୁ ଅଫର୍ ମିଳିଥିଲା । କିନ୍ତୁ …
Read More...