Browsing Category

ବ୍ୟବସାୟ

ନିୟମଗିରି ପାହାଡ ଉପରେ ଷ୍ଟବେରୀ ଚାଷ । ୧ ଏକର ଜମିରେ ଷ୍ଟ୍ରବେରୀ ଚାଷ କରୁଛନ୍ତି କୁର୍ଲି ଗାଁର ଲାକୁନୁଜା କେସିକା

କନକ ବ୍ୟୁରୋ : ରାୟଗଡା ଜିଲ୍ଲାର ଡ଼ଙ୍ଗରିଆଙ୍କ ଆବାସ ସ୍ଥଳି ନିୟମଗିରି ବେଶ ପରିଚିତ । ଏଠାରେ ବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ ଜୀବନ ଜିବିକା ନିୟମଗିରି ପାହାଡରୁ ହିଁ ମିଳିଥାଏ । ଏହି ପାହାଡରେ ସେମାନେ ସପୁରୀ, କମଳା, ପଣସ ଭଳି ବିଭିନ୍ନ ଫଳ ଓ ଅଦା, ହଳଦୀ ଭଳି ବିଭିନ୍ନ ଚାଷ କରି…
Read More...

କମଳା ଚାଷ ପାଇଁ ଦେବଗଡ କୁଣ୍ଢେଇଗୋଳାର ରହିଛି ସ୍ୱତନ୍ତ୍ର ପରିଚୟ । ବର୍ଷକୁ ୨ ହଜାର ମେଟ୍ରିକ ଟନ୍ କମଳା ହେଉଛି ଅମଳ

କନକ ବ୍ୟୁରୋ : ଓଡ଼ିଶାର ନାଗପୁର ଭାବେ ପରିଚିତ ଦେବଗଡ଼ ଜିଲ୍ଲାର କୁଣ୍ଢେଇଗୋଳା ପଂଚାୟତ । କମଳା ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଯୋଗୁଁ କୁଣ୍ଢେଇଗୋଳା ଅଂଚଳର ପ୍ରାୟ ୨୦ଟି ଗାଁର ଚାଷୀ କମଳା ଚାଷ କରିଛନ୍ତି । ବର୍ଷକୁ ୨ଥର କମଳା ଅମଳ ହେଉଥିବା ବେଳେ ପ୍ରତିବର୍ଷ ଏହି ଅଂଚଳରୁ ୨ହଜାର ମେଟ୍ରିକ ଟନ୍…
Read More...

ଘୁଷୁରି ଚାଷ କରି ସ୍ୱାବଲମ୍ବୀ ହେଲେ ଗୋପ ନାହିଟି ଗାଁର ଉଚ୍ଚ ଶିକ୍ଷିତ ଦମ୍ପତ୍ତି । ଦୁଇବର୍ଷ ତଳେ ଆରମ୍ଭ ହୋଇଥିବା ଏହି…

କନକ ବ୍ୟୁରୋ : ଉଚ୍ଚଶିକ୍ଷିତ ଦମ୍ପତ୍ତିଙ୍କ ଧଳା ଘୁଷୁରି ଚାଷ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନାହିଟି ଗାଁର ଦମ୍ପତି ଲିଟନ ବେହେରା ଓ ଝୁନା ବେହେରା ଘୁଷୁରି ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି ।…
Read More...

କତା, ଉଲ ଓ ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ ହେଉଛି ଘରସଜ୍ଜା ସାମଗ୍ରୀ । ୬ ମାସ ପ୍ରଶିକ୍ଷଣ ପରେ ରୋଜଗାରକ୍ଷମ ହୋଇଛନ୍ତି…

କନକ ବ୍ୟୁରୋ : ନଡ଼ିଆ କତାରେ ତିଆରି ହେଉଛି ଘରସଜା ସାମଗ୍ରୀ । କତା, ଅଦରକାରୀ କାଗଜ ଓ ଉଲ୍ରେ ତିଆରି ହୋଇଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପ୍ରତିମୂତି । ଘର, ହାତୀଘୋଡ଼ା, ଫୁଲତୋଡ଼ା, କଳସୀ ଓ କଣ୍ଢେଇ ଭଳି ସୁନ୍ଦର ସୁନ୍ଦର ଗୃହ ଉପକରଣ ତିଆରି କରୁଛନ୍ତି ମହିଳା । ଦେଖିବାକୁ ଯେତିକି…
Read More...

ବିନା ମାଟି ଓ ବିନା ସୂର୍ଯ୍ୟାଲୋକରେ କେଶର ଚାଷ । ତାପମାତ୍ରା ନିୟମନ୍ତ୍ରଣ କରି ଘର ଭିତରେ ଚାଷ କରୁଛନ୍ତି ଷ୍ଟ୍ରବେରୀ,…

କନକ ବ୍ୟୁରୋ : ଘରେ ଫୁଟିଛି କାଶ୍ମୀର କେଶର । ଆଉ ତାହା ପୁଣି ବିନା ମାଟି ଆଉ ବିନା ସୂର୍ଯ୍ୟାଲୋକରେ । ଅକ୍ଲାନ୍ତ ପରିଶ୍ରମ ଓ ଗବେଷଣା କରି ଏହାକୁ ସମ୍ଭବ କରିଛନ୍ତି ଭୁବନେଶ୍ୱରର ବାସିନ୍ଦା ସୁବ୍ରତ ମହାନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ମୂର୍ତିକା ବିିଜ୍ଞାନରେ ଅଧ୍ୟୟନ କରି…
Read More...

 ରୋଜଗାରର ମାଧ୍ୟମ ପାଲଟିଛି ପାଣି ସିଙ୍ଗଡା ଚାଷ । ଋତୁକାଳୀନ ଫଳ ଭାବେ ବର୍ଷକୁ ୩ ଥର ହେଉଛି ଅମଳ

କନକ ବ୍ୟୁରୋ : ଉତର ବାଲେଶ୍ୱରର ଅନ୍ୟ ଏକ ଲାଭ ଦାୟକ ଫସଲ ହେଉଛି ପାଣି ସିଙ୍ଗଡ଼ା ଚାଷ । ବାଲେଶ୍ୱର ଜିଲ୍ଲାର ହଳଦିପଦା, ଅମର୍ଦ୍ଧାରୋଡ ଏବଂ ଲଙ୍ଗଳେଶ୍ୱର ଅଂଚଳରେ ଏହି ଚାଷ ବହୁଳ ପରିମାଣରେ ହୋଇଥାଏ । ହଳଦୀପଦା ଗାଁର ବିଶ୍ୱଜିତ ବେହେରା ପାଖାପାଖି ୫ ଏକର ଜମିରେ ପାଣି ସିଙ୍ଗଡ଼ା ଚାଷ…
Read More...

ମାଣ୍ଡିଆ ଚାଷୀଙ୍କ ଗାଁ ରୁପାବାହାଲ । ପଡ଼ିଆ ଜମିରେ ଫଳାଇଛନ୍ତି ସୁନା ଫସଲ, ଅନ୍ୟ ଚାଷ ଅପେକ୍ଷା ମାଣ୍ଡିଆ ଚାଷରୁ ମିଳୁଛି…

କନକ ବ୍ୟୁରୋ : କ୍ଷେତରେ ଲହଡୀ ଭାଙ୍ଗୁଛି ପେନ୍ଥାପେନ୍ଥା ମାଣ୍ଡିଆ । ଯେତେ ଦୂର ପର୍ଯ୍ୟନ୍ତ ଆଖି ଯାଉଛି କେବଳ ମାଣ୍ଡିଆ ହିଁ ମାଣ୍ଡିଆ ଦିଶୁଛି । ଏହେଉଛି ଠିକ୍ ଅମଳ ପୂର୍ବର ଦୃଶ୍ୟ । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ରୁପାବାହାଲ ଗାଁର ଚାଷୀ ମାନେ ଫଳାଇଛନ୍ତି ଏହି ସୁନାର ଫସଲ ।…
Read More...

ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ଦେଇଛି ସଫଳତା । ଭାଗଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯାଜପୁର ରଣାଗୁଣ୍ଡି…

କନକ ବ୍ୟୁରୋ : ଜଣେ ସଫଳ ଚାଷୀଙ୍କ କାହାଣୀ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ରଣାଗୁଣ୍ଡି ଗାଁର ଦୁର୍ଯ୍ୟୋଧନ ମାହନ୍ତ । ଅଢ଼େଇ ଏକର ଜମିରେ କରିଛନ୍ତି ପନିପରିବା ଚାଷ । ଦିନ ଥିଲା ବାପାଙ୍କ ସହ ବିଲକୁ ଯାଇ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ଦୁର୍ଯ୍ୟୋଧନ । ଭାଗଚାଷ ଜମିରେ ଅଳ୍ପ କିଛି…
Read More...

ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ବେଆଇନ୍ ଗଂଜେଇ ଚାଷରୁ ମୁହଁ ଫେରାଇ ଲେମନ ଗ୍ରାସ୍ ଚାଷ କରୁଛନ୍ତି ସ୍ୱାଭିମାନ…

କନକ ବ୍ୟୁରୋ : ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଏବେ ଆଉ ବେଆଇନ ଗଂଜେଇ ଚାଷ ନୁହେଁ ଲେମନ ଗ୍ରାସ୍ ତେଲ ଦଊଛି ଚାଷିଙ୍କୁ ରୋଜଗାର । ଆଇଟିଡିଏ ସଂସ୍ଥା ପକ୍ଷରୁ ଦୁଇ ବର୍ଷ ତଳେ ପାପରମେଟଲା ପଂଚାୟତର ତଣ୍ଠାଗୁଢ଼ା, ଯନ୍ତାପାଇ, ଲାଉଗୁଢା…
Read More...

ନୃତ୍ୟ ଶିଳ୍ପୀରୁ ସଫଳ ଚାଷୀ । ପିଲାଙ୍କୁ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବା ସହ ଛତୁ ଚାଷ କରୁଛନ୍ତି କଟକ ନିଶ୍ଚିନ୍ତକୋଇଲି…

କନକ ବ୍ୟୁରୋ : ପେଶା ଓଡ଼ିଶୀ ନୃତ୍ୟ ଶିଖାଇବା । ଓଡ଼ିଶୀ ନୃତ୍ୟରେ ନିପୁଣା ଯେ ଜଣେ ସଫଳ ଉଦ୍ୟୋଗୀ ଓ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିବେ ତାହା ଦେବରୂପାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । କଟକ ନିଶ୍ଚିତକୋଇଲି ବ୍ଲକ ବଡ଼ଖିରି ପଂଚାୟତ ମିଶନ ଶକ୍ତି ବିଭାଗ ଦ୍ୱାରା ଏମବିକେ ଭାବେ…
Read More...