ବାହୁଡା ପାଇଁ ପ୍ରସ୍ତୁତି : ଆସନ୍ତାକାଲି ଠାରୁ ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ, ସିଲ୍ ହେବ ପୁରୀକୁ ତିନୋଟି ପ୍ରବେଶ ପଥ; ଘର ଉପରେ ନଜର ରଖିବ ଡ୍ରୋନ୍, ସେପଟେ ମାଉସୀ ମାଆ ମନ୍ଦିରରେ ମହାପ୍ରଭୁଙ୍କ ଠାରେ ଲାଗିହେଲା ପୋଡପିଠା ଭୋଗ

16