ଦେଶରେ ଜନତା କର୍ଫ୍ୟୁକୁ ପୁରିଲା ବର୍ଷେ : କରୋନା ସଂକ୍ରମଣ ରୋକିବାକୁ ଠିକ୍ ବର୍ଷ ତଳେ ଲାଗୁ ହୋଇଥିଲା ୨୪ ଘଂଟିଆ ତାଲାବନ୍ଦ; ବର୍ଷକ ପରେ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଉଛି ସଂକ୍ରମଣ, ବଢୁଛି ଆଶଙ୍କା, ପୁଣି ଲାଗୁ ହେବ କି ଲକଡାଉନ୍

8