ଢିଙ୍କିଆରେ ପୁଣି ଆରମ୍ଭ ହେଲା ପାନବରଜ ଉଚ୍ଛେଦ : ପ୍ରଶାସନିକ ଅଧିକାରୀ ଓ ପୁଲିସ ଉପସ୍ଥିତିରେ ଚାଲିଛି ଭଙ୍ଗା କାମ; ସହଯୋଗ କରୁଛନ୍ତି ଗ୍ରାମବାସୀ, ପାନବରଜ ଭାଙ୍ଗିବାକୁ ବିରୋଧ ପରେ ଦୁଇ ଦିନ ଧରି ବନ୍ଦ ଥିଲା ଉଚ୍ଛେଦ କାର୍ଯ୍ୟ

17