ଟିକା କମାଉଛି କରୋନା ମୃତ୍ୟୁ : ଆଇସିଏମଆରର ଅଧ୍ୟୟନ, ରାଜ୍ୟରେ କରୋନାର ଦୁଇଟି ଡୋଜ୍ ଟିକା ନେଇ ସଂକ୍ରମିତ ହୋଇଛନ୍ତି ୨୭୪; ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଟିକା ନେଇଥିଲେ ଗମ୍ଭୀର ହେଉନି ସ୍ୱାସ୍ଥ୍ୟବସ୍ଥା

8