କରୋନା କବଳରେ ମାଓନେତା ହିଡମା : ଆତ୍ମସମର୍ପଣ କଲେ ଚିକିତ୍ସା ଯୋଗାଇ ଦିଆଯିବ କହିଲା ଛତିଶଗଡ ପୁଲିସ; ପୂର୍ବରୁ କରୋନାରେ ଦୁଇ ଟପ୍ ମାଓନେତା ହରି ଭୁଷଣ ଓ ବୁଦ୍ରିକାର ମୃତ୍ୟୁ ହୋଇଥିବା ଦାବି କରିଛି ପୁଲିସ

8