ଗତ ୨୪ ଘଂଟାରେ ୪ ହଜାର ୨୩୭ ପଜିଟିଭ୍ , ୧୫ ଜଣଙ୍କ ମୃତ୍ୟୁ : ଦିନକରେ ରାଜ୍ୟରେ କରୋନା ମୃତ୍ୟୁରେ ସର୍ବାଧିକ; ସେପଟେ ଦେଶରେ ୮୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ହଜାରେରୁ ଅଧିକ ମୃତ୍ୟୁ ସହିତ ୯୦ ହଜାର ଟପିଲା କରୋନା ମୃତ୍ୟୁ

8