କ୍ୟାପିଟଲ ହସ୍ପିଟାଲରୁ ଆରମ୍ଭ ହେଲା ରାଜ୍ୟର ପ୍ରଥମ ଟିକାକରଣ : ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଂଚି ନାୟକଙ୍କୁ ଦିଆଗଲା ପ୍ରଥମ ଟିକା ; ସେପଟେ ସୋଆ ଭିସି ଡାକ୍ତର ଅଶୋକ ମହାପାତ୍ରଙ୍କୁ ଦିଆଗଲା କରୋନା ଟିକା

0