ଏଲୋପାଥି ନେଇ ବାବା ରାମଦେବଙ୍କ ବୟାନକୁ ବିରୋଧ : ଆଜି କଳାଦିବସ ପାଳନ କରିବ ରେସିଡେଂଟ ଡକ୍ଟରସ ଆସୋସିଏନ; ରୋଗୀସେବା ବାଧାପ୍ରାପ୍ତ ନ କରିବାକୁ ଘୋଷଣା, ପୂର୍ବରୁ ଆଇଏମଏ ଦେଇସାରିଛି ହଜାରେ କୋଟିର ମାନହାନି ନୋଟିସ

9